ଆମେରିକା ରାଷ୍ଟ୍ରପତି ନିର୍ବାଚନ: ନେତୃତ୍ୱ ନେବେକି ଟ୍ରମ୍ପ? ଆସଲା ସର୍ଭେ ରିପୋର୍ଟ
ନୂଆଦିଲ୍ଲୀ: ନଭେମ୍ବର ୫ରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବାନୁମାନର ନେତୃତ୍ୱ ନେଉଛନ୍ତି। ବିଶେଷ କରି ସମସ୍ତ ସାତୋଟି ସ୍ୱିଙ୍ଗ୍ ରାଜ୍ୟରେ ଆଟଲାସ୍ ଇଣ୍ଟେଲ୍ର ସଦ୍ୟତମ ସର୍ଭେରୁ ଜଣାପଡିଛି। ସର୍ଭେରୁ ଜଣାପଡିଛି ଯେ…