Latest Odisha News

BREAKING NEWS

Yearly Archives

2024

କାଳୀ ମେଢ଼ ଭଷାଣରେ ଗଣ୍ଡଗୋଳ, ୬ ଆହତ

କଟକ: କାଳୀ ମେଢ଼ ଭଷାଣରେ ଗଣ୍ଡଗୋଳ, ୬ ଆହତ। କଟକରେ କାଳୀ ମେଢ଼ ଭଷାଣ ବେଳେ ଦୁଇଗୋଷ୍ଠୀ ମୁଁହାମୁହିଁ। ଚାନ୍ଦିନୀଚୌକ ରୟାଲ ଗାର୍ଡେନ ନିକଟରେ ଦୁଇଗୋଷ୍ଠୀ ଗଣ୍ଡଗୋଳ ହେବା ସହ ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରବଳ ଢେଲା ପଥର ସହ କାଚ ବୋତଲ ମାଡ ହୋଇଛି। ସୂଚନା ମୁତାବକ, କଟକ ଚାନ୍ଦିନୀଚୌକ ରୟାଲ…

ପରିବର୍ତ୍ତିତ ପାଣିପାଗରେ ହେଉଛି କି ଶୁଖିଲା କାଶ, ଆପଣାନ୍ତୁ ଏହି ଉପାୟ…

ଭୁବନେଶ୍ଵର: ପରିବର୍ତ୍ତିତ ବାୟୁମଣ୍ଡଳ ସହ ପାଣିପାଗରେ ମଧ୍ୟ ସମୟେ ସମୟେ ହଠାତ୍ ପରିବର୍ତ୍ତନ ଆସେ। ତେବେ ଏହି ସମୟରେ ଅଧିକାଂଶ ଲୋକଙ୍କ ଦେହ ଖରାପ ହେବା ସହ ଶୁଖିଲା କାଶ ହେବାର ଦେଖାଯାଏ। ତାପମାତ୍ରାରେ ପରିବର୍ତ୍ତନ ତଥା ଇନଫେକ୍ସନ ଯୋଗୁଁ ଥଣ୍ଡା, କାଶ, ସର୍ଦ୍ଦି ଆଦି ବିଭିନ୍ନ ପ୍ରକାର ରୋଗ…

ମାସକରେ ୮୫ ଲକ୍ଷରୁ ଅଧିକ ଆକାଉଣ୍ଟ ବ୍ୟାନ କଲା ହ୍ବାଟ୍ସଆପ

ନୂଆଦିଲ୍ଲୀ: ସୋସିଆଲ ମିଡିଆ କମ୍ପାନୀ ହ୍ଵାଟସଆପ କେବଳ ଗୋଟିଏ ମାସରେ ୮୫ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି । କମ୍ପାନୀ ତା’ର ମାସିକ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ କରିଛି । ବ୍ୟବହାରକାରୀଙ୍କ ସୁରକ୍ଷା ବୃଦ୍ଧି ଏବଂ ପ୍ଲାଟଫର୍ମର ଅପବ୍ୟବହାରକୁ ରୋକିବା ପାଇଁ…

ଏକଲବ୍ୟ ପୁରସ୍କାର ପାଇଲେ ପ୍ରତ୍ୟାଶା ରାୟ

ଭୁବନେଶ୍ୱର: ଓଡ଼ିଶାର ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସନ୍ତରଣକାରୀ ପ୍ରତ୍ୟାଶା ରାୟ ପାଇଲେ ଚଳିତ ବର୍ଷର ସମ୍ମାଜନକ ‘ଏକଲବ୍ୟ ପୁରସ୍କାର’। ପ୍ରତ୍ୟାଶା ଉଭୟ ଜୁନିଅର ଓ ସିନିଅର ବର୍ଗରେ ଜାତୀୟ ଓ ଆନ୍ତର୍ଜାତୀୟ ପଦକ ପାଇଛନ୍ତି। ତାଙ୍କୁ ପୁରସ୍କାର ବାବଦରେ ୭ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ…

ଗ୍ୟାସ ଟାଙ୍କି ଫାଟି ଜଳିଗଲା ଘର, ଅଳ୍ପକେ ବଞ୍ଚିଗଲେ ଦୁଇ ପରିବାର

କେନ୍ଦ୍ରାପଡା: ଗ୍ୟାସ ଟାଙ୍କି ଫାଟି ଜଳିଗଲା ଦୁଇ ବଖରା ଆଜବେଷ୍ଟ ଘର। ବଡ଼ଧରଣର ଅଘଟଣରୁ ଅଳ୍ପକେ ବଞ୍ଚିଲେ ଦୁଇ ପରିବାର। କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ନାଟରା ଗାଁରେ ଘଟିଛି ବଡ ଅଘଟଣ। ସୂଚନା ଅନୁସାରେ, ଗାଁର ସମର ଦାସଙ୍କ ଘରେ ସଂଧ୍ୟାରେ ଚା କରୁଥିବାବେଳେ ହଠାତ ଗ୍ୟାସ ଟାଙ୍କିରେ ନିଆଁ…

ବର୍ଷବ୍ୟାପୀ ପାଳନ ହେବ ହରେକୃଷ୍ଣ ମହତାବଙ୍କ ଜନ୍ମବାର୍ଷିକୀ

ଭୁବନେଶ୍ୱର: ଜନନାୟକ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ଏକ ବର୍ଷ ପର୍ଯ୍ୟନ୍ତ ପାଳନ କରାଯିବ। ଡକ୍ଟର ମହତାବଙ୍କ ଜୟନ୍ତୀ ଅବସରରେ ନଭେମ୍ବର ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ରାଜଧାନୀ ଭୁବନେଶ୍ବରରେ ସମାରୋହ ଅନୁଷ୍ଠିତ ହେବ। ଏହା ସହିତ ଆସନ୍ତା ଏକବର୍ଷ…

ରାଜ୍ୟରେ ଅସ୍ଵାଭାବିକ ହାତୀ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ଦେଲେ ଜଙ୍ଗଲ ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ୫୦ ହାତୀ ଅପମୃତ୍ୟୁର ଶିକାର ହୋଇଥିବା ରିପୋର୍ଟ ମିଳିଛି।ଏହି ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିଛନ୍ତି ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂହଖୁଣ୍ଟିଆ। ରାଜ୍ୟରେ ହାତୀମାନଙ୍କର ଅସ୍ୱାଭାବିକ ମୃତ୍ୟୁ ଘଟଣାର ବିସ୍ତୃତ ତଦନ୍ତ ପାଇଁ…

କୁଚବେହାର ଟ୍ରଫି: ଓଡିଶାର ନେତୃତ୍ୱ ନେବେ ଶ୍ରେୟାଂଶ

ଭୁବନେଶ୍ୱର: ୧୯ ବର୍ଷରୁ କମ କୁଚ ବେହାର ଟ୍ରଫି କ୍ରିକେଟ ପାଇଁ ଓଡିଶା ଦଳର ଘୋଷଣା କରାଯାଇଛି । ଘୋଷିତ ୧୮ ଜଣିଆର ଦଳର ନେତୃତ୍ୱ ଶ୍ରେୟାଂଶ ଭରଦ୍ୱାଜ ନେବେ । ଓସିଏ ଚୟନ କମିଟି ଏବଂ ମୂଖ୍ୟ କୋଚ ପ୍ରଭଞ୍ଜନ ମଲିକ ରବିବାର ଦଳ ଘୋଷଣା କରିଥିଲେ । ଓଡିଶା ତାର ପ୍ରଥମ ମ୍ୟାଚ ଦିଲ୍ଲୀରେ ନଭେମ୍ବର…

ୟୁଟ୍ୟୁବ୍ ଦେଖି ଇସିଜି କରୁଛନ୍ତି ଲ୍ୟାବ କର୍ମଚାରୀ

ଯୋଧପୁର: ରାଜସ୍ଥାନର ଯୋଧପୁରରେ ସ୍ବାସ୍ଥ୍ଯ ସେବାର କରୁଣ ପରିସ୍ଥିତି ସାମ୍ନାକୁ ଆସିଛି। ସ୍ଥାନୀୟ ଏକ ସରକାରୀ ଡାକ୍ତରଖାନାରେ ଜଣେ ଲ୍ୟାବ କର୍ମଚାରୀ ୟୁଟ୍ୟୁବ୍ ଭିଡିଓ ଦେଖି ରୋଗୀର ଇସିଜି କରିଛନ୍ତି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯୋଧପୁରର ପାଓଟାଠାରେ…

ଆକାଶଦୀପଙ୍କ ନାମରେ ଅଲୋଡା ବିଶ୍ୱରେକର୍ଡ

ମୁମ୍ବାଇ: ଘରୋଇ ପରିବେଶରେ ନ୍ୟୁଜିଲାଣ୍ଡ ନିକଟରୁ ଭାରତୀୟ କ୍ରିକେଟ ଟିମ ୦-୩ରେ ସିରିଜ ପରାଜୟବରଣ କରିଛି । ଏଠାରେ ଖେଳାଯାଇଥିବା ଅନ୍ତିମ ଟେଷ୍ଟରେ ଭାରତ ୨୫ ରନରେ ପରାଜିତ ହୋଇଛି । ଏହି ମ୍ୟାଚରେ ଭାରତର ବୋଲର ଆକାଶଦୀପଙ୍କ ନାମରେ ଏକ ଅଲୋଡା ବିଶ୍ୱରେକର୍ଡ ସ୍ଥାପନ ହୋଇଛି । ଗୋଟିଏ ମ୍ୟାଚରେ…