Latest Odisha News

BREAKING NEWS

Yearly Archives

2024

ବକ୍ସ ଅଫିସରେ ଧମାଲ କରୁଛି ‘ଭୁଲ ଭଲୈୟା-୩’ ଓ ‘ସିଙ୍ଗହମ୍ ଏଗେନ୍’: ଦ୍ୱିତୀୟ ଦିନରେ କାହାର…

ମୁମ୍ବାଇ: ନଭେମ୍ବର ୧ ଶୁକ୍ରବାର ସିନେମା ପ୍ରେମୀଙ୍କ ପାଇଁ ଏକ ବିଶେଷ ଦିନ ଥିଲା। କାରଣ ଦିପାବଳୀ ସହ ବିଶ୍ୱର ସମସ୍ତ ପ୍ରେକ୍ଷାଳୟରେ ଚଳିତ ବର୍ଷର ଦୁଇଟି ବଡ ଚଳଚ୍ଚିତ୍ର ମଧ୍ୟରେ ଏକ ଜବରଦସ୍ତ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ଗୋଟିଏ ପଟେ କାର୍ତ୍ତିକ ଆର୍ଯ୍ୟଙ୍କ ଭୟଙ୍କର କମେଡି ଫିଲ୍ମ…

ନଭେମ୍ବର ୯ରେ ୫ ଘଣ୍ଟା ପାଇଁ ବନ୍ଦ ରହିବ କେରଳ ବିମାନବନ୍ଦର

ଥିରୁବନନ୍ତପୁରମ୍: ନଭେମ୍ବର ୯ ରେ ଅନ୍ତର୍ଜାତୀୟ ବିମାନବନ୍ଦରର ରନୱେ ପାଞ୍ଚ ଘଣ୍ଟା ପାଇଁ ବନ୍ଦ ରହିବ। ୧୯୩୨ ମସିହାରୁ ଏହି ନିୟମ ଆରମ୍ଭ ହୋଇଥିଲା। ପ୍ରତିବର୍ଷ ଦୁଇଥର ଏଠାରେ ବିମାନ ଚଳାଚଳ ବନ୍ଦ ହୋଇଥାଏ। ଏହି ସମୟ ମଧ୍ୟରେ ମନ୍ଦିର ପକ୍ଷରୁ ଏକ ଶୋଭାଯାତ୍ରା ରନୱେ ଦେଇଯାଇଥାଏ। ତେବେ…

ମେଘନାଦ ପାଚେରୀରେ ଫାଟ: ଶବ୍ଦ ଭେଦ କରିପାରୁନଥିଲା, ହେଲେ ପାଣି ଗଳୁଛି…

ପୁରୀ: ଶ୍ରୀମନ୍ଦିରର ସୁଉଚ୍ଚ ସୁଦୀର୍ଘ ସୁରକ୍ଷା ପାଚେରୀ । ୨୦ ଫୁଟ ଉଚ୍ଚତା ଏବଂ ଛଅ ଫୁଟ ମୋଟେଇ ବିଶିଷ୍ଟ ଏହି ପ୍ରାଚୀର ଶ୍ରୀମନ୍ଦିରର ସୁରକ୍ଷା ବଳୟ ଭାବରେ କାହିଁ କେତେ ଯୁଗରୁ ଛିଡା ହୋଇଆସିଛି । ନାଁ ତାର ମେଘନାଦ ପାଚେରୀ । ପୁରାଣ କହେ  ଏହା ସମୁଦ୍ରର ଘୁ ଘୁ ଶବ୍ଦକୁ ମଧ୍ୟ ଶ୍ରୀମନ୍ଦିର…

ଆମ୍ବଟାକୁଆ ଜାଉ ଘଟଣା: ଦୁଇ ଗୁରୁତର ଏସସିବି ସ୍ଥାନାନ୍ତର

କଟକ: କନ୍ଧମାଳରେ ଆମ୍ବଟାକୁଆ ଖାଇ ମୃତ୍ୟୁ ଘଟଣା । କଟକ ଏସସିବିରେ ଭର୍ତ୍ତି ହେଲେ ଦୁଇ ଗୁରୁତର । ଗୁରୁତର ଟୁନି ମାଝୀ ଓ ଜିତା ମାଝୀ ଏସସିବି ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଏମକେସିଜିରୁ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ତେବେ ବର୍ତ୍ତମାନ ଏହି ଦୁଇ ଜଣ…

ସପ୍ତମାତୃକା ବେଶର ଚତୁର୍ଥ ଦିନ: ସିଂହବାହିନୀ ବେଶରେ ମା’ ଭଦ୍ରକାଳୀ

ଭଦ୍ରକ: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଆଜି ଚତୁର୍ଥ ବେଶ ଅନୁଷ୍ଠିତ ହୋଇଛି। ଶାନ୍ତ ସ୍ଵରୂପା ମାଆ ଭଦ୍ରକାଳୀ ଆଜି ସିଂହବାହିନୀ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି । ମା’ ଭଦ୍ରକାଳୀ ସଦା ସର୍ବଦା ବିଶ୍ଵମାତା ରୂପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ।…

ଅମୃତସର-ହାୱଡା ଟ୍ରେନରେ ବିସ୍ଫୋରଣ, ଚଳନ୍ତା ଗାଡିରୁ ଡେଇଁ ପଡିଲେ ଯାତ୍ରୀ

ଫତେହଗଡ: ପଞ୍ଜାବର ଫତେହଗଡ ସାହିବରେ ଅମୃତସର-ହାୱଡା ଟ୍ରେନରେ ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଗତକାଲି ରାତି ପ୍ରାୟ ୧୦.୩୦ ସମୟରେ ଅମୃତସରରୁ ହାୱଡା ଅଭିମୁଖେ ଯାଉଥିବା ଏକ ଟ୍ରେନର କୋଚରେ ହଠାତ୍ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣର ଶବ୍ଦ ଶୁଣି ଲୋକମାନେ…

ଏଣିକି ଖାଉଟି ବଣ୍ଟନ ବ୍ୟବସ୍ଥାକୁ ଜଗିବ ସିସିଟିଭି

ଭୁବନେଶ୍ବର: ଏବେ ସାଧାରଣ ଖାଉଟି ବଣ୍ଟନ ବ୍ୟବସ୍ଥାକୁ ଜଗିବ ସିସିଟିଭି । ଉଭୟ ଖଳ ପ୍ରକୃତିର ଡିଲର ଓ ହିତାଧିକାରୀଙ୍କୁ କରିବ ସାବାଡ୍ । ତେବେ ଖାଉଟି ବଣ୍ଟନ ବ୍ୟବସ୍ଥାରେ ବ୍ୟାପକ ଅଭିଯୋଗ ଆସିବା ପରେ ଏବେ ବିଭାଗ ପକ୍ଷରୁ ଦୃଢ ପଦକ୍ଷେପ ଗ୍ରହଣ କରାଯାଉଛି । ପୂର୍ବରୁ ଅତ୍ୟାଧୁନିକ ଓଜନ…

ରିଭିଲ୍ ହେଲା ଦୀପିକା-ରଣଭୀରଙ୍କ ଝିଅର ନାଁ, ସେୟାର କଲେ ଝିଅର ପ୍ରଥମ ଝଲକ

ମୁମ୍ବାଇ: ରିଭିଲ୍ ହେଲା ବଲିଉଡ୍ ଅଭିନେତ୍ରୀଦୀପିକା ପାଦୁକୋନ ଏବଂ ରଣଭୀର ସିଂହଙ୍କ ଝିଅର ନାଁ। ଏହାସହ ଦୀପିକା ଏବଂ ରଣଭୀର ସିଂ ଶୁକ୍ରବାର ଦିନ ନିଜ ଝିଅର ପ୍ରଥମ ଝଲକ ସେୟାର କରିଛନ୍ତି। ସେପ୍ଟେମ୍ବରରେ ଦୀପିକା ଏବଂ ରଣଭୀର ସେମାନଙ୍କର ଶିଶୁ କନ୍ୟାକୁ ସ୍ୱାଗତ କରିଥିଲେ। ଏବେ ଫ୍ୟାନ୍ସଙ୍କ…

ଗମ୍ଭୀର ସମସ୍ୟା: ୨୪ ବର୍ଷ ପରେ ଘରେ ଟିମ ଇଣ୍ଡିଆର ଲଜ୍ଜ୍ୱାଜନକ ହ୍ୱାଇଟୱାଶ

ମୁମ୍ବାଇ: ୱାଙ୍ଖେଡରେ ଭାରତକୁ ୨୫ ରନରେ ପରାସ୍ତ କରି ନ୍ୟୁଜିଲାଣ୍ଡ ୩ ମ୍ୟାଚ ବିଶିଷ୍ଟ ସିରିଜରେ କ୍ଲିନ ସୁଇପ କରିଛି । ଏଥିସହ ପ୍ରଥମ ଥର ପାଇଁ ଘରୋଇ ପରିବେଶରେ ଭାରତ ୩ କିମ୍ବା ଅଧିକ ମ୍ୟାଚରେ ହ୍ୱାଇଟୱାଶ ହୋଇଛି । ୨୦୦୦ରେ ଦକ୍ଷିଣ ଆଫ୍ରିକା ୨-୦ରେ ଭାରତକୁ ପରାସ୍ତ କରିଥିଲା ।…

ଝାଡଖଣ୍ଡରେ ବିଜେପିର ଇସ୍ତାହାର: ‘ମାଗଣା ସିଲିଣ୍ଡର’ କୁ ‘ଗୋଗୋ ଦିଦି’ ଭାରି ପଡିପାରେ…

ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନକୁ ଆଉ ଦିନ କେଇଟା । ଭୋଟରକୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଜୋର ସୋରରେ ଲାଗିପଡିଛନ୍ତି ଉଭୟ ହେମନ୍ତ ସରକାର ଏବଂ ବିଜେପି । ଏହାରି ଭିତରେ ବିଜେପି ତାର ମାଷ୍ଟର କାର୍ଡ ତଥା ଝାଡ଼ଖଣ୍ଡ ନିର୍ବାଚନ ପାଇଁ ସଂକଳ୍ପ ପତ୍ର ଜାରି କରିଛି । ରାଞ୍ଚିରେ…