Latest Odisha News

BREAKING NEWS

Yearly Archives

2024

କାହିଁକି ୧୯ ଭାରତୀୟ କମ୍ପାନୀ ଉପରେ କଟକଣା ଜାରି କଲା ଆମେରିକା ?

ନୂଆଦିଲ୍ଲୀ: ୧୯ ଭାରତୀୟ କମ୍ପାନୀ ଉପରେ କଟକଣା ଜାରି କଲା ଆମେରିକା। ୟୁକ୍ରେନ୍‌ ବିରୋଧରେ ଋଷିଆ ଚଳାଇଥିବା ଯୁଦ୍ଧରେ ଆଧୁନିକ ପ୍ରଯୁକ୍ତି ଓ ଉପକରଣ ସହାୟତା ଯୋଗାଉଥିବା ୧୯ ଭାରତୀୟ କମ୍ପାନୀ ବିରୋଧରେ ଆମେରିକା କଟକଣା ଲଗାଇଛି। ଭାରତୀୟ କମ୍ପାନୀ ସମେତ ବିଶ୍ୱର ପ୍ରାୟ ୪୦୦ ସଂସ୍ଥା ଏବଂ…

ପୋଖରୀକୁ ଓଲଟିଲା ଏସୟୁଭି, ଚାଲିଗଲା ୬ଜଣଙ୍କ ଜୀବନ

ରାୟପୁର: ସକାଳୁ ସକାଳୁ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପୋଖରୀକୁ ଓଲଟିଲା ଏସୟୁଭି । ଘଟଣାସ୍ଥଳରେ ମହିଳା ସମେତ ୬ ଜଣଙ୍କର ମୃତ୍ୟୁ । ଛତିଶଗଡର ବଳରାମପୁର ଜିଲ୍ଲାରେ ଘଟିଛି ଏହି ଅଘଟଣ । ଦୁ୍ର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ…

ବନ୍ଦ ହେଲା କେଦାରନାଥ ପୀଠ କପାଟ, ୬ ମାସ ଯାଏଁ ଦର୍ଶନ କରିପାରିବେନି ଭକ୍ତ

ଡେରାଡୁନ: ଶୀତକୁ ଦୃଷ୍ଟିରେ ରଖି ଆଜିଠୁ ୬ମାସ ପାଇଁ ବନ୍ଦ ରହିବ କେଦାରନାଥ ଧାମ । ଶୀତ ଋତୁ ପାଇଁ ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନା ପରେ ଆଜି ବାବା କେଦାରନାଥ ପୀଠ କପାଟକୁ ବନ୍ଦ କରାଯାଇଛି । ତୁଷାରପାତ ଆରମ୍ଭରୁ ଏହାକୁ ବନ୍ଦ କରାଯାଇଥିବା ବେଳେ ୬ ମାସ ପରେ ଏହା ଖୋଲିବ ବୋଲି ଜଣାପଡିଛି।…

ମାଟ୍ରିକ୍‌ ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ, ୧୮ ତାରିଖ ଯାଏଁ ଚାଲିବ ପ୍ରକ୍ରିୟା

ଭୁବନେଶ୍ୱର: ୨୦୨୫ ମସିହା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଲାଗି ଆଜିଠୁ ଆରମ୍ଭ ହେଉଛି ଫର୍ମ ପୂରଣ । ଆସନ୍ତା ୧୮ ତାରିଖ ଯାଏ ଚାଲିବ ଏହି ପ୍ରକ୍ରିୟା। ମାଟ୍ରିକ୍‌ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ଅନ୍‌ଲାଇନ୍‌ରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ହେବ…

ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ଵରରେ ଭୁକମ୍ପ ଝଟକା

ଭୁବନେଶ୍ଵର: ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ଵରରେ ଭୁକମ୍ପ ଝଟକା । ସକାଳ ୭ଟା ୧୫ ମିନିଟରେ ଭୁବନେଶ୍ଵରରେ ଭୂମିକମ୍ପ ଅନୁଭୂତ ହୋଇଥିବା ନେଇ ସୂଚନା ମିଳିଛି । ଭୁବନେଶ୍ବର ସମେତ ଆଖପାଖ ଅଞ୍ଚଳରେ ଝଟ୍‌କା । ବିଶେଷ କରି ପୁରୁଣା ଭୁବନେଶ୍ବରରେ ଭୁକମ୍ପ ଝଟକା ଅନୁଭୂତ ହୋଇଛି । ତେବେ ଏନେଇ…

ବିପଜ୍ଜନକ ଅବସ୍ଥାରେ ଦିଲ୍ଲୀର ବାୟୁ ପ୍ରଦୂଷଣ, ସକାଳ ୫ଟା ସୁଦ୍ଧା ଏକ୍ୟୁଆଇ ୫୦୦ ପାର୍

ନୂଆଦିଲ୍ଲୀ: ଦୀପାବଳି ସରିବାର ୨ ଦିନ ପରେ ମଧ୍ୟ ବିପଜ୍ଜନକ ଅବସ୍ଥାରେ ଦିଲ୍ଲୀର ବାୟୁ ପ୍ରଦୂଷଣ । ସକାଳ ୫ଟା ସୁଦ୍ଧା ଏକ୍ୟୁଆଇ ୫୦୦ ପାର୍ । ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ନିର୍ଦ୍ଧାରିତ ସୀମା ଠାରୁ ଦିଲ୍ଲୀରେ ପ୍ରଦୂଷଣ ୬୫ ଗୁଣ ଅଧିକ ରହିଛି । ୧୨ ଘଣ୍ଟାରେ ପ୍ରଦୂଷଣ ସ୍ତର ୩୨୭ରୁ ୫୦୭କୁ ବୃଦ୍ଧି…

ଧାମରାରେ ଗୁଳିକାଣ୍ଡ, ଦୁର୍ବୃତ୍ତ ଫେରାର

ଭଦ୍ରକ: ଧାମରାରେ ଗୁଳିକାଣ୍ଡ । ରାସ୍ତାକଡରେ ଠିଆ ହୋଇଥିବା ଜଣେ ଯୁବକଙ୍କ ଉପରକୁ ଗୁଳିମାଡ କଲେ ଦୁର୍ବୃତ୍ତ । ଧାମରା ଥାନା ଅଧିନ କୋଇଥଖୋଲା କିଶୋର ପ୍ରସାଦ ଛକରେ ଘଟିଛି ଏହି ଘଟଣା । ଗୁରୁତର ଯୁବକ ଜଣଙ୍କ ହେଉଛନ୍ତି କିଶୋର ପ୍ରସାଦ ଗାଁର ରାଜେନ୍ଦ୍ର ମହାପାତ୍ର । ରାଜେନ୍ଦ୍ରଙ୍କ ମୁଣ୍ଡରେ…

ନିଲାମ ହେବ ସବୁଠୁ ବଡ ଡାଇନୋସରର କଙ୍କାଳ

ନୂଆଦିଲ୍ଲୀ: ପ୍ୟାରିସରେ ଏକ ଅସାଧାରଣ ନିଲାମ ହେବାକୁ ଯାଉଛି । ୧୫୦ ନିୟୁତ ବର୍ଷ ପୂର୍ବେ ପୃଥିବୀରେ ବୁଲୁଥିବା ସବୁଠୁ ବଡ ଡାଇନୋସର ମଧ୍ୟରୁ ଗୋଟେ ଡାଇନୋସର (ବଲ୍କେନ) ର କଙ୍କାଳ ନିଲାମ ହେବାକୁ ଯାଉଛି । ଫ୍ରାନ୍ସର ନିଲାମ କମ୍ପାନୀ କୋଲିନ୍ ଡୁ ବୋକେଜ୍ ଏବଂ ବାରବାରୋସା ଏହି ନିଲାମ ଘୋଷଣା…

ଭରତପୁର ଥାନା ଘଟଣାର ସମୀକ୍ଷା କଲେ ପୋଲିସ ଡିଜି

ଭୁବନେଶ୍ବର : ଭୁବନେଶ୍ୱର ଅନ୍ତର୍ଗତ ଭରତପୁର ଥାନାରେ ପୋଲିସ ଏବଂ  ଆର୍ମି ମେଜର ଓ ବାନ୍ଧବୀଙ୍କ ବିବାଦ ଘଟଣାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ୱା.ବି. ଖୁରାନିଆ। କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର ଓ ଦୁଇ ତଦନ୍ତକାରୀ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଥିଲେ । ଆଜି କ୍ରାଇମବ୍ରାଞ୍ଚ…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ପ୍ରସଙ୍ଗ: ପ୍ରଧାନଶିକ୍ଷକ ନିଲମ୍ବିତ

ଭୁବନେଶ୍ୱର: ବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ତଥା  ସ୍ବାଦିଷ୍ଟ ମଧ୍ୟାହ୍ନ ଭୋଜନ ଯୋଗାଇ ଦେବା ପାଇଁ ପିଏମ-ପୋଷଣ ଅଭିଯାନ କାର୍ଯ୍ୟ କରୁଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଥିପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ ମଧ୍ୟ କରାଯାଉଛି।  ଯାଜପୁର ଜିଲ୍ଲା ଦାନଗଦି ବ୍ଲକ…