Latest Odisha News

BREAKING NEWS

Yearly Archives

2024

ବିରାଟ କୋହଲିଙ୍କ ଉପରେ ଫାଇନ ଲଗାଇଲା ଆଇସିସି

ମେଲବୋର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ୪ର୍ଥ ଟେଷ୍ଟ ଗୁରୁବାରଠାରୁ ଆରମ୍ଭ ହୋଇଛି। ହେଲେ ଆରମ୍ଭରୁ ହିଁ ବିରାଟ କୋହଲି ଏବଂ ଯୁବ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ସ୍ୟାମ କୋନ୍ସାଟସଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲ। ବିବାଦ ଉଗ୍ର ରୂପ ନେବାରୁ ବର୍ତ୍ତମାନ ଆଇସିସି…

୧ କେଜିରୁ ଉର୍ଦ୍ଧ୍ବ ଓଜନର ବଜ୍ରକାପ୍ତା କାତି ଜବତ, ୩ ଶିକାରୀ ଗିରଫ

ନୂଆପଡା: ପୁଣି ଖଡ଼ିଆଳ ବନ ବିଭାଗକୁ ସଫଳତା । ବଜ୍ରକାପ୍ତା କାତି ସହ ତିନି ଶିକାରୀ ଗିରଫ ହୋଇଛନ୍ତି । ସେମାନଙ୍କ ଠାରୁ ୧ କେଜି ୮୦୦ଗ୍ରାମର ପ୍ରାୟ ୩୫୦ଗୋଟି କାତି ଉଦ୍ଧାର କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଖଡ଼ିଆଳ ବ୍ଲକ ଭୀମାଖୋଲ ଗ୍ରାମ ର ଦୁଇ ଜଣ ଓ ସିନାପାଲି ସାଗୁନଭାଡି ଗ୍ରାମର…

ଓଡିଶାର ୱେଟଲିଫ୍ଟର ପ୍ରୀତିସ୍ମିତାଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ଡିସେମ୍ବର ୨୬ରେ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହୋଇଛି । ଏଥିରେ ଯୁବ ପ୍ରତିଭାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନୀତ କରିଥିଲେ । ଓଡିଶାର ଉଦୀୟମାନ ୱେଟଲିଫ୍ଟର ପ୍ରୀତିସ୍ମିତା ଭୋଇ ମଧ୍ୟ ଏହି ପୁରସ୍କାର ପାଇଛନ୍ତି ।…

ଆସନ୍ତା ୨୮ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହ

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୨୮ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ ଡିସେମ୍ବର ୨୮ ରାତି ୧୦ଟା ସମୟରେ ଭୁବନେଶ୍ୱରରେ ପହଞ୍ଚିବେ ଏବଂ ତା' ପରଦିନ ଫେରିଯିବେ ବୋଲି ପାର୍ଟି ଷ୍ଟେଟ ୟୁନିଟ୍ ଇନଚାର୍ଜ ବିଜୟପାଲ ସିଂ ତୋମାର ଗୁରୁବାର ଦିନ…

ରିଲିଜ ହେବା ମାତ୍ରେ ଚର୍ଚ୍ଚାରେ ‘ସ୍କ୍ୱିଡ୍ ଗେମ୍-୨’, ସାମ୍ନାକୁ ଆସିବ ନୂଆ ଟ୍ବିଷ୍ଟ

ମୁମ୍ବାଇ: ଦେଶ ବିଦେଶରେ ସର୍ବାଧିକ ପସନ୍ଦ କରାଯାଉଥିବା କୋରିଆନ ସିରିଜ୍ 'ସ୍କ୍ୱିଡ୍ ଗେମ୍-୨' ରିଲିଜ୍ ପାଇଁ ଲୋକମାନେ ଦୁଇ ବର୍ଷ ଧରି ଉତ୍ସାହର ସହିତ ଅପେକ୍ଷା କରି ରହିଥିଲେ । ବର୍ତ୍ତମାନ, ଏହି ଅପେକ୍ଷାର ଅନ୍ତ ହୋଇଛି । ଡିସେମ୍ବର ୨୬ରେ ନେଟଫ୍ଲିକ୍ସରେ ରିଲିଜ୍ ହେବା ମାତ୍ରେ ସ୍କ୍ୱିଡ୍…

‘ପୁଷ୍ପା ୨’ ଦଳାଚକଟା ମାମଲା: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ: ଡିସେମ୍ବର ୨୬ରେ ହାଇଦ୍ରାବାଦର ବନ୍‌ଜାରା ହିଲ୍‌ରେ ଥିବା ତେଲେଙ୍ଗାନା ରାଜ୍ୟ ପୋଲିସ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟରରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବଂ ଟଲିଉଡ ଇଣ୍ଡଷ୍ଟ୍ରିର ନିର୍ଦ୍ଦେଶକ, ନିର୍ମାତା, ଅଭିନେତାଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି।…

ନବୀନଙ୍କୁ ଧର୍ମେନ୍ଦ୍ରଙ୍କ କଡା ଜବାବ: କହିଲେ, କିଏ ଲେଖିକି ଦେଇଥିବେ…

ଗଞ୍ଜାମ: ନବୀନଙ୍କ ବିଜେପି ମିଛୁଆ ଆକ୍ଷେପକୁ କଡା କାଉଣ୍ଟର କରିଛନ୍ତି ବିଜେପି ନେତା ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଗଞ୍ଜାମ ଜିଲ୍ଲାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା  ବେଳେ ନବୀନଙ୍କ ମନ୍ତବ୍ୟକୁ କଡା ସମାଲୋଚନା କରି କହିଛନ୍ତି, ୨୪ ବର୍ଷ ଧରି ନବୀନ ବାବୁ…

କେବଳ ଭାଗ୍ୟଶାଳୀ ଲୋକମାନେ ଏହିପରି ସ୍ୱପ୍ନ ଦେଖନ୍ତି, ଯାହା ଘରେ ସୁଖ ଏବଂ ସମୃଦ୍ଧତା ଆଣିଥାଏ

ଭୁବନେଶ୍ବର: ନିଜର ସ୍ୱପ୍ନରେ ଦେଖାଯାଇଥିବା ପ୍ରତ୍ୟେକ ଜିନିଷ ଆପଣଙ୍କୁ ଭଲ ଏବଂ ଖରାପ ସମୟକୁ ସୂଚାଇଥାଏ | ଏହି ସ୍ୱପ୍ନଗୁଡ଼ିକର ଅର୍ଥ ସ୍ୱପ୍ନ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି | କିଛି ସ୍ୱପ୍ନ ଭଲ ସୂଚନା ଦିଏ ସମସ୍ତେ ରାତିରେ ଶୋଇବା ସମୟରେ ସ୍ୱପ୍ନ ଦେଖନ୍ତି କିନ୍ତୁ କିଛି ସ୍ୱପ୍ନ…

ଜାପାନ ଏୟାରଲାଇନ୍ସ ଉପରେ ବଡ ସାଇବର ଆଟାକ, ୨୦ରୁ ଅଧିକ ବିମାନ ପ୍ରଭାବିତ

ଟୋକିଓ: ଜାପାନ ଏୟାରଲାଇନ୍ସ (ଜେଏଏଏଲ) ଉପରେ ଏକ ବଡ଼ ସାଇବର ଆଟାକ ହୋଇଛି । ଏହା ଦ୍ୱାରା ଶହ ଶହ ବିମାନ ପ୍ରଭାବିତ ହୋଇଛି । ଜାପାନ ଏୟାରଲାଇନ୍ସ କହିଛି ଯେ ଗୁରୁବାର ଦିନ ସାଇବର ଆକ୍ରମଣ ହେତୁ ଏହାର ୨୦ରୁ ଅଧିକ ଘରୋଇ ବିମାନ ବିଳମ୍ବ ହୋଇଛି । ଏହା ସହ ଅନ୍ୟ ବିମାନ ମଧ୍ୟ ପ୍ରଭାବିତ ହୋଇଛି ।…

ସୋନୁ ସୁଦଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଫର ମିଳିଥିଲା କି? ଜାଣନ୍ତୁ… 

ନୂଆଦିଲ୍ଲୀ: ୨୦୨୦ କରୋନା ମହାମାରୀ ସମୟରେ ହୋଇଥିବା  ଲକଡାଉନରେ ପ୍ରବାସୀ ଶ୍ରମିକ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରି ଅଭିନେତା ସୋନୁ ସୁଦ ଚର୍ଚ୍ଚାକୁ ଆସିଥିଲେ।। ଲକଡାଉନ୍ ସମୟରେ ସୋନୁ ଦେଶ ତଥା ବିଦେଶରେ ଫସି ରହିଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ  ତାଙ୍କ ସମ୍ପତ୍ତି ମଧ୍ଯ ବନ୍ଧା…