Latest Odisha News

BREAKING NEWS

Yearly Archives

2024

ତୃତୀୟ ଥର ପାଇଁ ମା’ ହେଲା ବାଘୁଣୀ ରୂପା

ଭୁବନେଶ୍ବର: ନନ୍ଦନକାନନରେ ନୂଆ ଅତିଥି । ଧଳା ବାଘୁଣୀ ରୂପା ଶୁକ୍ରବାର ମା’ ହୋଇଛି । ଏହାକୁ ମିଶାଇ ତୃତୀୟ ଥର ପାଇଁ ମା’ ହୋଇଛି ବାଘୁଣୀ ରୂପା । କ୍ରୀଷ୍ଣା ଏବଂ ରୂପା ମିଳନରେ ଜନ୍ମ ନେଲା ବାଘ ଶାବକ । ତେବେ କ୍ରୀଷ୍ଣା ମେଲେନାଷ୍ଟିକ୍ ହୋଇଥିବା ବେଳେ କିଛି ଶାବକ ମେଲେନାଷ୍ଟିକ୍ ହେବା…

ପ୍ରଶାନ୍ତ କିଶୋରଙ୍କ ବଡ଼ ଖୁଲାସା; ନିର୍ବାଚନୀ ପରାମର୍ଶ ପାଇଁ ନିଅନ୍ତି ୧୦୦ କୋଟିରୁ ଅଧିକ

ନୂଆଦିଲ୍ଲୀ: ରାଜନୈତିକ ରଣନୀତିକାରରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋର କରିଛନ୍ତି ବଡ଼ ଖୁଲାସା। ଜନ ସୁରଜ ସଂଯୋଜକ ପ୍ରଶାନ୍ତ କିଶୋର ଅକ୍ଟୋବର ୩୧ରେ ବିହାରରେ ଏକ ନିର୍ବାଚନୀ ପ୍ରଚାର ସମୟରେ ଖୁଲାସା କରିଛନ୍ତି ଯେ ସେ କୌଣସି ରାଜନୈତିକ ଦଳ କିମ୍ବା ନେତାଙ୍କୁ ନିର୍ବାଚନ ସମ୍ପର୍କୀତ…

ଜୁନିଅରଙ୍କୁ ରାଗିଂ ଅଭିଯୋଗରେ ଏମକେସିଜି ମେଡିକାଲର ୫ ଛାତ୍ର ବହିଷ୍କୃତ

ବ୍ରହ୍ମପୁର: ଜୁନିଅର ଛାତ୍ରଙ୍କୁ ରାଗିଂ କରିବା ଅଭିଯୋଗରେ ବ୍ରହ୍ମପୁର ସହରର ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲର ପାଞ୍ଚ ଜଣ ଛାତ୍ରଙ୍କୁ ହଷ୍ଟେଲରୁ ବହିଷ୍କାର କରାଯାଇଛି। ମେଡିକାଲ କଲେଜର ଡିନ୍ ସୁଚିତ୍ରା ଦାଶଙ୍କ ଅନୁଯାୟୀ, ଆଣ୍ଟି ରାଗିଂ କମିଟି ଦ୍ୱାରା ପୁଙ୍ଖାନୁପୁଙ୍ଖ…

ବଲାଙ୍ଗୀରରେ ୬୨୧ କୋଟି ବ୍ୟୟରେ ୨୭ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର: ବଲାଙ୍ଗୀର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏ ଅବସରରେ ଜିଲ୍ଲାରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୬୨୧ କୋଟି ବ୍ୟୟରେ ୨୭ଟି ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭ ଉଦଘାଟନ…

ବ୍ରହ୍ମପୁର ମେୟରଙ୍କୁ ମିଳିଲା ହତ୍ୟା ଧମକ

ବ୍ରହ୍ମପୁର: ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇଙ୍କୁ ମିଳିଲା ହତ୍ୟା ଧମକ । କେହି ଜଣେ ଫୋନ କଲରେ ଗାଳି ଗୁଲଜ କରିବା ସହ ତାଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ କରିଛନ୍ତି ମେୟର । ଏନେଇ ମେୟର ଟାଉନ ଥାନାରେ ଏତଲା ଦେବା ସହ ଏକ ମାମଲା ରୁଜ୍ଜୁ କରିଛନ୍ତି । ତେବେ ଗତ ୨୯ ତାରିଖରେ…

ଅଜବ ପରମ୍ପରା: ଭଗବାନ ଭାବରେ ପୂଜା ପାଆନ୍ତି କୁକୁର, ଗାଈ, କାଉ, ଷଣ୍ଢ….

ଭୁବନେଶ୍ୱର: ଆମ ଦେଶରେ ଭିନ୍ନ ଭିନ୍ନ ଧର୍ମ ଏବଂ ପର୍ବ ପାଳନ କରାଯାଏ । ପ୍ରତ୍ୟେକ ପର୍ବ ପାଳନ କରିବା ପାଇଁ ଏକ ଭିନ୍ନ ଉପାୟ ଅଛି । ନେପାଳରେ ମଧ୍ୟ ଏହିପରି ଏକ ପର୍ବ ପାଳନ କରାଯାଏ । ଏହି ପର୍ବ ଏବଂ ଏହାକୁ ପାଳନ କରିବାର ଉପାୟ ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ଭାରତର ପଡୋଶୀ…

ଆଜିଠୁ ୭ ଦିନିଆ ଲଣ୍ଡନ ଗସ୍ତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ବର: ଆଜିଠୁ ଲଣ୍ଡନ ଗସ୍ତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ୭ ଦିନିଆ ପାଇଁ ଉପମୁଖ୍ୟମନ୍ତ୍ରୀ ଲଣ୍ଡନ ଗସ୍ତ କରୁଛନ୍ତି । ଓଡ଼ିଶା ପର୍ଯ୍ୟଟନ, ପ୍ରବାସୀ ଏବଂ ଶିଳ୍ପପତିଙ୍କ ସହ ସମ୍ପର୍କକୁ ମଜଭୁତ କରିବା ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମ…

ଝୁଲନ୍ତା ଅବସ୍ଥାରେ ଜେଲ୍‌ ୱାର୍ଡରଙ୍କ ମୃତଦେହ ଠାବ

କେନ୍ଦ୍ରାପଡା: କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବାରିମୂଳରେ ଘଟିଛି ଚାଞ୍ଚଲ୍ୟକର ଘଟଣା । ଜେଲ୍‌ ନିକଟ ବାରାକରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ଜେଲ୍‌ ୱାର୍ଡରଙ୍କ ମୃତଦେହ । ମୃତକ ହେଲେ ବାରିମୂଳ ଜେଲ୍‌ ୱାର୍ଡର ବିଜୟ ପରିଡା । ତାଙ୍କ ଘର କଟକ ଜିଲ୍ଲା ଆଠଗଡ଼ର ଗୁରିଡିଝାଟିଆରେ ।…

ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ବିଶ୍ୱ ପ୍ରସିଦ୍ଧ ଫୁଲ ଉପତ୍ୟକା

ଡେରାଡୁନ: ଉତ୍ତରାଖଣ୍ଡର ଚମୋଲିରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ଫୁଲ ଉପତ୍ୟକା ଜାତୀୟ ଉଦ୍ୟାନ ୟୁନେସ୍କୋର ବିଶ୍ୱ ଐତିହ୍ୟ ସ୍ଥାନ ତାଲିକାରେ ନିଜର ସ୍ଥାନ ବଜାୟ ରଖିଛି । ତେବେ ଶୀତଋତୁ ପାଇଁ ଏବେ ଏହି ଫୁଲ ଉପତ୍ୟକାକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି l ଶୀତଋତୁରେ ଏଠାରେ ପ୍ରବଳ ତୁଷାରପାତ…

ମୋଦିଙ୍କୁ କଡା ଜବାବ ଦେଲେ ଖଡଗେ; କହିଲେ, ‘ବିଜେପିର ଅର୍ଥ ବିଶ୍ବାସଘାତକତା ଏବଂ ଜୁମଲା’

ନୂଆଦିଲ୍ଲୀ: ଖଡଗେଙ୍କ ଗ୍ୟାରେଣ୍ଟି ବୟାନ ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟ ପରେ ବିଜେପି ଆଉ କଂଗ୍ରେସ ଭିତରେ ତେଜିଛି ବାକ୍ ଯୁଦ୍ଧ । କର୍ଣ୍ଣାଟକ ନିର୍ବାଚନରେ ପ୍ରତିଶ୍ରୁତିକୁ ନେଇ ମୋଦି ତାଙ୍କ ଏକ୍ସ ହ୍ୟାଣ୍ଡେଲରେ କଂଗ୍ରେସକୁ ତାତ୍ସଲ୍ୟ କରି କହିବା ପରେ ଏହାର କଡା ଜବାବ…