Latest Odisha News

BREAKING NEWS

Yearly Archives

2024

ଗିଲ, ପନ୍ତଙ୍କ ଅର୍ଦ୍ଧଶତକ: ଭାରତ ୨୮ ରନରେ ଅଗ୍ରଣୀ

ମୁମ୍ବାଇ: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସରେ ଭାରତ ପ୍ରଥମ ଇନିଂସରେ ୨୮ ରନର ଅଗ୍ରଣୀ ହାସଲ କରିଛି । ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସ ସ୍କୋର ୨୩୫ ରନ ଜବାବରେ ଭାରତ ୨୬୩ ରନ କରି ଅଲଆଉଟ ହୋଇଯାଇଛ । ଶୁଭମନ ଗିଲ ଓ ରିଷଭ ପନ୍ତଙ୍କ ଆକର୍ଷଣୀୟ ବ୍ୟାଟିଂ ଯୋଗୁ ଭାରତ…

ଜଳ ଯେମିତି ତେଲ ସେମିତି: ଚର୍ମ ପାଇଁ ବେଶ ଉପଯୋଗୀ ଗୋଲାପ

ଭୁବନେଶ୍ୱର: ଗୋଲାପ ଫୁଲ ଦେଖିବାକୁ ଯେତିକି ସୁନ୍ଦର ସେତିକି ମନଲୋଭା। ଏହାର ଔଷଧୀୟ ଗୁଣ ବେଳେବେଳେ ଆମର କିଛି ଶାରୀରିକ ସମସ୍ୟାର ସମାଧାନ କରିଥାଏ । ତ୍ଵଚା ପାଇଁ ଖୁବ୍ ଲାଭଦାୟକ ହୋଇଥାଏ ଗୋଲାପ ଜଳ। ଏହାକୁ ଆପଣ ବିଭିନ୍ନ ଉପାୟରେ ବ୍ୟବହାର କରୁଥିବେ। ଏହାକୁ ଲୋକମାନେ ରୋଷେଇରେ ମଧ୍ୟ…

ଛୁଆ ସହ ଆତ୍ମହତ୍ଯା କଲେ କ୍ୟାବ ଡ୍ରାଇଭର, ସ୍ତ୍ରୀଙ୍କୁ ଫାଶୀ ଦେବାକୁ… 

ଲକ୍ଷ୍ନୌ: ୟୁପିର ବୁଲନ୍ଦଶହରରେ ଜଣେ କ୍ୟାବ ଡ୍ରାଇଭର ନିଜର ଦୁଇ ଶିଶୁଙ୍କ ସହ ଆତ୍ମହତ୍ଯା ଉଦ୍ୟମ କରିଛନ୍ତି। ସୂଚନା ଅନୁଯାୟୀ, ପତ୍ନୀଙ୍କ ନିର୍ଯାତନା ସହି ନପାରି ଶେଷରେ ନିଜର ଦୁଇ ପିଲାଙ୍କୁ ଧରି ଜୀବନ ହାରି ଦେଇଛନ୍ତି। ୬ମାସ ଧରି ପୁନିତଙ୍କ ପତ୍ନୀ ବାପା ଘରେ ରହିଆସୁଥିଲେ। ଦୀପାବଳି…

ଆଲେକ୍ସା ରକେଟ୍ ଲଞ୍ଚ କର… 

ନୂଆଦିଲ୍ଲୀ: ସାଧାରଣତଃ ଆମେ ଆଲେକ୍ସାକୁ ଯାହା ଆଦେଶ ଦେଉ, ତାହା ସେ ପାଳନ କରିଥାଏ। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବ୍ୟକ୍ତି ଆଲେକ୍ସା ସାହାଯ୍ୟରେ ରକେଟ୍ ଛାଡିଛନ୍ତି। ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ନିଜ ହାତ…

ଏଥର ପୁଅ ପାଇଁ ଫିଲ୍ମ କରିବେ ରାଜକୁମାର ହିରାନୀ

ମୁମ୍ବାଇ: ଲୋକପ୍ରିୟ ନିର୍ମାତା ରାଜକୁମାର ହୀରାନୀ ତାଙ୍କ ଫିଲ୍ମ ମାଧ୍ୟମରେ ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛନ୍ତି । ସଂଜୟ ଦତ, ଶାହାରୁଖ ଖାଁ ଓ ଅମୀର ଖାଁଙ୍କ ସହ ସେ ଫିଲ୍ମ କରିଛନ୍ତି । ଏବେ ରାଜକୁମାର ତାଙ୍କ ପୁତ୍ର ବୀର ହିରାନୀଙ୍କ ସହ ଫିଲ୍ମ କରିବାକୁ ଯାଉଛନ୍ତି । ଏହି ଫିଲ୍ମ ଓଟିଟି…

ରାଜଧାନୀରେ ବୋମା ମାଡ ଘଟଣା: ୨ ଜଣଙ୍କୁ ଧରିଲା ପୋଲିସ୍

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ସହିଦନଗର ଓ୍ବିନର କ୍ଲବ ଉପରକୁ ବୋମାମାଡ ଘଟଣାରେ ୨ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ୍ । ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ୍ ଉକ୍ତ ୨ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ଏବେ ବି ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି । ସେମାନଙ୍କୁ ଖୁବ୍…

ଗୋବର୍ଦ୍ଧନ ପୂଜାରେ ଅଜବ ପରମ୍ପରା: ଲୋକଙ୍କ ଉପରେ ଦୌଡନ୍ତି ଗୋମାତା

ଉଜୈନ: ଆମଦେଶରେ ବିଭିନ୍ନ ଧର୍ମର ଲୋକେ ରହିଥିବା ସହ ତାଙ୍କ ମଧ୍ୟରେ ଦେଖିବାକୁ ମିଳେ ଭିନ୍ନ ଭିନ୍ନ ପରମ୍ପରା l ଦୀପାବଳିକୁ ନେଇ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ପରମ୍ପରା ଦେଖିବାକୁ ମିଳେ l ସେହିପରି ଅନେକ ସ୍ଥାନରେ ଦୀପାବଳି ପର ଦିନ ପାଳନ କରାଯାଏ ଗୋବର୍ଦ୍ଧନ ପୂଜା l ତେବେ ଉଜୈନ…

ନଭେମ୍ବର ଶେଷ ସୁଦ୍ଧା ଖାତାକୁ ଚଢିବ ସୁଭଦ୍ରା ଟଙ୍କା

ଭୁବନେଶ୍ବର: ସୁଭଦ୍ରାକୁ ନେଇ ବଡ ଅପଡେଟ୍ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ପୁଣି ଖାତାକୁ ଚଢିବ ସୁଭଦ୍ରା ଟଙ୍କା । ନଭେମ୍ବର ଶେଷ ସୁଦ୍ଧା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଛଡାଯିବ । ନଭେମ୍ବର ଶେଷ ସପ୍ତାହରେ…

ବିଷ ପାଲଟିଲାଣି ହୀରାକୁଦ ଜଳଭଣ୍ଡାରର ପାଣି!

ସମ୍ବଲପୁର: ହୀରାକୁଦ ଡ୍ୟାମ୍‌ ର ପାଣିକୁ ନେଇ ଆସିଲା ଗୁରୁତ୍ବପୂର୍ଣ୍ଣ ତଥ୍ୟ । ଜଳଭଣ୍ଡାର ପାଣିରେ ଅନିୟନ୍ତ୍ରିତ କୃଷିଭିତ୍ତିକ ଓ ଶିଳ୍ପଭିତ୍ତିକ ବର୍ଜ୍ୟ ମିଶିବା ଫଳରେ ପାଣିର ମାନ ଅତ୍ୟନ୍ତ ଖରାପ ହେଉଥିବା ଜଣାପଡିଛି । ଫଳରେ ମଣିଷ ସମେତ ସମଗ୍ର ଜୈବ ବିବିଧତା ପାଇଁ ଏହା ବିପଦ ସୃଷ୍ଟି…

ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେଉଛନ୍ତି ଭଦ୍ରକର ମା’ ଭଦ୍ରକାଳୀ

ଭଦ୍ରକ: ମା' ଭଦ୍ରକାଳୀଙ୍କର ସପ୍ତ ମାତୃକା ବେଶର ଆଜି ହେଉଛି ତୃତୀୟ ଦିବସ । ବର୍ଷର ସବୁଦିନ ପରମ ବୈଷ୍ଣବୀ ଭାବେ ପୂଜା ପାଉଥିବା ମା' ଆଜି ରାଜ ରାଜେଶ୍ୱରୀ ବେଶ ଧାରଣ କରିଛନ୍ତି । କୋଳରେ ଶିଶୁ କୃଷ୍ଣଙ୍କୁ ଧାରଣ କରିଥିବାରୁ ମା' ଭଦ୍ରକାଳୀ ହେଉଛନ୍ତି ଶାନ୍ତ, କାନ୍ତ ଓ ସୌମ୍ୟ ମା'ଙ୍କ ମୁଖ…