Latest Odisha News

BREAKING NEWS

Yearly Archives

2024

ଆସନ୍ତାକାଲିଠୁ ମାଟ୍ରିକ୍‌ ପରୀକ୍ଷା ଫର୍ମ ପୂରଣ

କଟକ: ୨୦୨୫ ମାଟ୍ରିକ୍ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ନଭେମ୍ବର ୩ ଅର୍ଥାତ୍ ଆସନ୍ତାକାଲି ଠାରୁ ଉଭୟ ରେଗୁଲାର ଓ ଏକ୍ସରେଗୁଲାର ପିଲାଙ୍କ ପାଇଁ ମାଟ୍ରିକ ଫର୍ମ ପୂରଣ ଆରମ୍ଭ ହେବ । ସେହିପରି ଫର୍ମ ପୂରଣର ଶେଷ ତାରିଖ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ରହିଛି। ତେବେ ମାଧ୍ୟମିକ…

ବଢିଚାଲିଛି ମୋ ବସ୍ ଉତ୍ପାତ: ପୁଣି ଯୁବତୀଙ୍କ ଉପରେ ଚଢିଗଲା

ଭୁବନେଶ୍ବର: ଦିନକୁ ଦିନ ମୋ ବସ୍ ଚାଳକ ଅଧିକ ବେପରୁଆ ହୋଇଯାଉଛନ୍ତି । ଗାଡି ଚଳାଇବା ବେଳେ ଖାମଖିଆଲ ମନୋଭାବ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକେ । ଆଜି ପୁଣି ରାସ୍ତା କଡରେ ଛିଡା ହୋଇଥିବା ଜଣେ ଯୁବତୀଙ୍କ ସମେତ ମୋଟ ୨ ଜଣଙ୍କ ଉପରେ ମୋ ବସ୍ ଚଢିଯାଇଥିବା ଅଭିଯୋଗ ହୋଇଛି ।…

ବର୍ବରତା, ଅମାନୁଷିକ କାଣ୍ଡ; ଯୁବକଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ

ଖଣ୍ଡପଡ଼ା: ନୟାଗଡ ଫତେଗଡ଼ ଥାନା ବଡ଼ସହରାରେ ମଧ୍ୟଯୁଗୀୟ ବର୍ବରତା l ଜଣେ ଯୁବକଙ୍କୁ ଗଛରେ ବାନ୍ଧି କାଠ ଫାଳିଆରେ ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି l ଜଣେ ମହିଳାଙ୍କ ସମେତ ୩ରୁ ୪ ଜଣ ମାଡ଼ ମାରିବାର ଦୃଶ୍ୟ ଭାଇରାଲ ହେବାରେ ଲାଗିଛି l ଗତକାଲି ଅପରାହ୍ନରେ ଏହି ଘଟଣା ଘଟିଥିଲା l…

ସ୍ପେନରେ ପ୍ରଳୟଙ୍କାରୀ ବନ୍ୟା: ମୃତ୍ୟୁ ସଂଖ୍ୟା ୨୦୫କୁ ବୃଦ୍ଧି, ଏବେ ବି ଅନେକ ନିଖୋଜ

ନୂଆଦିଲ୍ଲୀ: ସ୍ପେନରେ ତାଣ୍ଡବ ରଚୁଛି ବନ୍ୟା । ଗତ ୫୦ ବର୍ଷ ଭିତରେ ଏହା ସ୍ପେନରେ ସବୁଠୁ ପ୍ରଳୟଙ୍କାରୀ ବଡ ବନ୍ୟା ବୋଲି କୁହାଯାଉଛି । ପୂର୍ବ ସ୍ପେନରେ ତାଣ୍ଡବ ରଛିଥିବା ବଏହି ବନ୍ୟା ଏବେ ଯାଏଷ ୨୦୫ ଜଣଙ୍କର ଜୀବନ ନେଇଥିବା ସୂଚନା ମିଳିଛି । ଏତିସହିତ ବନ୍ୟା ସହ ମାଟି ମାଡି ଆସିବାରୁ…

ଶାହାରୁଖ @ ୫୯: ଜାଣନ୍ତୁ କିଙ୍ଗଖାନଙ୍କ ବିଷୟରେ କିଛି ଅଜଣା କଥା

ମୁମ୍ବାଇ: କିଏ ତାଙ୍କୁ ବାଜିଗର କୁହେ ତ ଆଉ କିଏ କୁହେ ଦେବଦାସ । କିଏ ପୁଣି ଜିରୋ କୁହେ ତ ଆଉ କିଏ ଦିଲୱାଲେ । ‘କୁଛ କୁଛ ହୋତା ହେ’ ଠୁ ଆରମ୍ଭ କରି ‘ଦିଲ ବାଲେ ଦୁଲହନିଆ ଲେ ଜାୟେଙ୍ଗ’ ପର୍ଯ୍ୟନ୍ତ, ବଲିଉଡକୁ ଗୋଟିଏ ପରେ ଗୋଟିଏ ସୁପରହିଟ୍ ମୁଭି ଭେଟି ଦେଇଛନ୍ତି ସେ । ତାଙ୍କର ଦମଦାର ଅଭିନୟ…

ଦିପାବଳୀ ପରେ ବେହାଲ ଟ୍ୱିନିସିଟି, ଦିଶୁନି ମୁହଁକୁ ମୁହଁ

ଭୁବନେଶ୍ବର: ସରିଛି ଆଲୋକର ପର୍ବ ଦିପାବଳୀ ହେଲେ ଏହାର ପ୍ରଭାବରେ ବେହାଲ ହୋଇପଡିଛି ଟ୍ବିନ୍ ସିଟି । ଦିପାବଳୀରେ ପ୍ରବଳ ବାଣ ଫୁଟାଇବାରୁ ପ୍ରଦୂଷଣ ମାତ୍ରା ବଢିଛି । ଆଜି ଭୋରରୁ ଟ୍ବିନ୍‌ ସିଟିରେ ଘନ କୁହୁଡ଼ି ଦୃଶ୍ୟମାନ ହେଉଛି । ଏତେ କୁହୁଡ଼ି ଯେ, ମୁହଁକୁ ମୁହଁ ଦିଶୁନାହିଁ । ଫଳରେ ଗାଡ଼ି…

ଟ୍ରେଲର ପଛରେ ବାଡେଇ ହେଲା ପିକଅପ୍‌ ଭ୍ୟାନ୍‌; ୬ ମୃତ, ୫ ଆହତ

ସୁନ୍ଦରଗଡ଼: ଟ୍ରେଲର ପଛରେ ପିଟି ହେଲା ପିକଅପ୍‌ ଭ୍ୟାନ୍‌ ଚାଲିଗଲା ୬ ଜଣଙ୍କ ଜୀବନ ଏଥିରେ ୫ ଜଣ ଆହତ ମଧ୍ୟ ହୋଇଛନ୍ତି । ଆଜି ସକାଳୁ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ ଗଏକାନପାଲି ନିକଟରେ । ସମସ୍ତ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ…

ହୃଦଘାତରେ ସୁନା ବ୍ୟବସାୟୀଙ୍କ ମୃତ୍ୟୁ ଘଟଣା; ଜୟପୁରରେ ଆଜି ୧୨ ଘଣ୍ଟିଆ ଦୋକାନ ବଜାର ବନ୍ଦ

ଜୟପୁର: ସିଟି ଓ ଜିଏସଟି ଚଢ଼ାଉ ପରେ ହୃଦଘାତରେ ସୁନା ବ୍ୟବସାୟୀଙ୍କ ମୃତ୍ୟୁ ଘଟଣା । ଆଜି ଜୟପୁରରେ ୧୨ ଘଣ୍ଟିଆ ଦୋକାନ ବଜାର ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରା ଦେଇଛି ଜୟପୁର ଚାମ୍ବର୍ ଅଫ୍ କମର୍ସ । ସୁନା ବ୍ୟବସାୟୀ ହରପ୍ରସାଦ ରାଓଙ୍କ ମୃତ୍ୟୁ ପ୍ରତିବାଦରେ ଏହି ବନ୍ଦ ପାଳନ…

ମହାରାଷ୍ଟ୍ର ବାଘୁଣୀ ପ୍ରେମରେ ଶିମିଳିପାଳର ରାଜା ଟି-୧୨

ବାରିପଦା: ସୁଦୂର ମହାରାଷ୍ଟ୍ରରୁ ଆସିଥିବା ଯମୁନା ପ୍ରେମରେ ପଡିଛି ଶିମିଳିପାଳର ରାଜା ଟି-୧୨ । ଶିମିଳିପାଳର ଜଣାଶୁଣା ମହାବଳ ବାଘ ଟି-୧୨କୁ ଏବେ ପ୍ରେମ ହେଇଯାଇଛି । ଯମୁନାକୁ ଦେଖିବା ପାଇଁ ଖାସ୍ କରି ଅଧା ଜଙ୍ଗଲ ପାର୍ ହେଇ ଯମୁନାଗଡରେ ପହଞ୍ଚିଛି ଟି-୧୨ । ଯେତେବେଳେ ଦେଖିବ ଯମୁନାର…

ଟ୍ରେନ ଧକ୍କାରେ ଦନ୍ତା ମୃତ

ଢେଙ୍କାନାଳ: ଟ୍ରେନ ଧକ୍କାରେ ଦନ୍ତା ମୃତ । ମାଲବାହୀ ଟ୍ରେନ୍ ଧକ୍କାରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ସଦର ରେଞ୍ଜ ମେରାମଣ୍ଡଳି ଷ୍ଟେସନ ନିକଟରେ ଘଟିଛି ଦୁର୍ଘଟଣା । ଦନ୍ତା ହାତୀଟି ରେଳ ଲାଇନ୍ ପାର ବେଳେ ଧକ୍କା ଦେଇଥିଲା ମାଲବାହୀ ଟ୍ରେନ୍ । ଘଟଣାସ୍ଥଳରେ ବନ…