Latest Odisha News

BREAKING NEWS

Yearly Archives

2024

ଓୟୋ ହୋଟେଲରେ ନାବାଳିକାଙ୍କୁ ଗଣଦୁଷ୍କର୍ମ

ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ଲଜ୍ଜା । ଏକ ଓୟୋ ହୋଟେଲରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଛନ୍ତି ୪ ଜଣ ଯୁବକ । ଏଥିସହ ବଳାତ୍କାର ସମୟର ଭିଡିଓ ଭାଇରାଲ କରିବାର ଧମକ ଦେବା ସହ ପୀଡ଼ିତା ଓ ତାଙ୍କ ମା’ଙ୍କଠାରୁ ୬୨ହଜାର ଟଙ୍କା ନେଇଯାଇଛନ୍ତି । ଏନେଇ ଘଟଣାର ଅଭିଯୋଗ ପରେ ୪ଜଣ…

ପରଲୋକରେ ପ୍ରଖ୍ୟାତ ଫ୍ୟାସନ ଡିଜାଇନର ରୋହିତ ବଳ

ଭୁବନେଶ୍ଵର: ପରଲୋକରେ ପ୍ରଖ୍ୟାତ ଫ୍ୟାସନ ଡିଜାଇନର ରୋହିତ ବଳ । ଗତବର୍ଷ ଠାରୁ ସେ ହୃଦରୋଗରେ ପୀଡ଼ିତ ଥିଲେ। ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା। ସାମାନ୍ୟ ସୁସ୍ଥ ହେବା ପରେ ସେ ପୁଣି ଥରେ ଫ୍ୟାସନ ଡିଜାଇନ…

ଦୀପାବଳି ବାଣ ଭିତରେ ରାଜଧାନୀରେ ଫୁଟିଲା ବୋମା

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ବରରେ ଫୁଟିଲା ବୋମା । ସହିଦନଗର ୱିନର୍ସ ଆସୋସିଏସନ ପାଖରେ ବୋମାମାଡ଼ । ୩୦ରୁ ୪୦ ଯୁବକ ସଂଘବଦ୍ଧ ଭାବେ ଆସି ବୋମା ଫିଙ୍ଗିଲେ । ବୋମା ମାଡ଼ରେ ଗୋଟିଏ କାର୍‌, ଗୋଟିଏ ବାଇକ୍‌ ଭାଙ୍ଗିଥିବା ନେଇ ସୂଚନା ମିଳିଛି । ଘଟଣା ସ୍ଥଳରେ ସହିଦନଗର ପୋଲିସ ପହଞ୍ଚି…

ପଶ୍ଚିମବଙ୍ଗ: ବାଣ ନିଆଁରେ ୩ ଶିଶୁ ଜଳିଗଲେ

କୋଲକାତା : ପଶ୍ଚିମବଙ୍ଗ ହାଓଡା ଜିଲ୍ଲାରେ ଶୁକ୍ରବାର ସନ୍ଧ୍ୟାରେ ବାଣ ଫୁଟାଇବା ସମୟରେ ୩  ଶିଶୁଙ୍କ ମୃତ୍ୟୁ ହୋଇଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ବ୍ୟବଛେଦ ପାଇଁ ପଠାଇଛି।  ନିଆଁ ଏତେ ଭୟଙ୍କର ଥିଲା ଯେ ଗୋଟିଏ ଘରେ ମଧ୍ୟ ନିଆଁ ଲାଗି ଯାଇଥିଲା। ଖବର ମୁତବକ ଘଟଣା ସ୍ଥଳରେ…

ନବୀନଙ୍କୁ ହରାଇବାକୁ କଣ୍ଟାବାଞ୍ଝି ପଠାଯାଇଥିଲା: ସୁନନ୍ଦାଙ୍କ ସ୍ବାମୀ ଦେବେନ୍ଦ୍ର ଦାସ

ଭୁବନେଶ୍ୱର : କିଛିଦିନ ପୂର୍ବରୁ ବିଜେଡିରୁ ଇସ୍ତଫା ଦେଇଥିବା ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ବିଜେପିରେ ମିଶିବା ନେଇ ତାଙ୍କ ସ୍ବାମୀ ଦେବେନ୍ଦ୍ର ଦାସ ସୂଚନା ଦେଇଛନ୍ତି। ଏହା ସହ ସେ ଏକ ବିସ୍ଫୋରକ ବୟାନ ଦେଇ ରାଜନୈତିକ ହଟଚମଟ ସୃଷ୍ଟି କରିଛନ୍ତି। ସେ କହିଛନ୍ତି, ନବୀନଙ୍କୁ…

ସ୍ତ୍ରୀକୁ ହତ୍ୟା ପରେ ସ୍ଵାମୀର ଆତ୍ମହତ୍ୟା

ବରଗଡ: ସାରା ଦେଶ ଦିପାବଳୀ ଉତ୍ସବ ପାଳନ କରୁଥିବା ବେଳେ ବରଗଡ଼ ଜିଲ୍ଲା ଭଟଲି ବ୍ଲକ୍ କୁସନପୁରୀ ବିଜୟା ଛକ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ସ୍ଵାମୀ ନିଜେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ୨୮ ବର୍ଷିୟ କିଶୋର…

ଟ୍ରେନ୍ ଟିକେଟ୍ ପାଇଁ ଅଗ୍ରୀମ ସଂରକ୍ଷଣ ଅବଧି ୬୦ ଦିନକୁ ହ୍ରାସ

ଭୁବନେଶ୍ୱର: ଟ୍ରେନ ଟିକେଟ ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ଭାରତୀୟ ରେଳବାଇ । ଟ୍ରେନ୍ ଟିକେଟ୍ ଅଗ୍ରୀମ ସଂରକ୍ଷଣ ଦିବସ ପାଇଁ ପୂର୍ବର ୧୨୦ ଦିନରୁ ୬୦ ଦିନ ପର୍ଯ୍ୟନ୍ତ ଅଗ୍ରୀମ ସଂରକ୍ଷଣ ଅବଧି ହ୍ରାସ କରିଛି ଯାହା ଆଜିଠାରୁ କାର୍ଯ୍ୟକାରୀ ହୋଇଛି । ଏହି ପରିବର୍ତ୍ତନର ଲକ୍ଷ୍ୟ…

ମେଗା ନିଲାମରେ ଏହି ୨୫ ଖେଳାଳିଙ୍କ ଉପରେ ରହିବ ନଜର

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ପୂର୍ବରୁ ସମସ୍ତ ଟିମ ରିଟେନ କରିଥିବା ଖେଳାଳିଙ୍କ ନାମ ଜାରୀ କରିଛନ୍ତି । ଏହି ତାଲିକାରୁ ୪ ପୂର୍ବତନ ଅଧିନାୟକ ବାଦ ପଡିଛନ୍ତି । ସେମାନେ ହେଲେ ଶ୍ରେୟାଶ ଆୟାର, ରିଷଭ ପନ୍ତ, କେଏଲ ରାହୁଲ ଓ ଫାପ ଡୁ ପ୍ଲେସି । ମହମ୍ମଦ ସାମି ଓ ମହମ୍ମଦ ସିରାଜଙ୍କୁ ସେମାନଙ୍କ ଦଳ…

ଜିଏସ୍‌ଟି ଚଢ଼ାଉ ପରେ ସୁନା ବ୍ୟବସାୟୀଙ୍କ ମୃତ୍ୟୁ ଘଟଣା: ଜୟପୁର ଚାମ୍ବର୍ ଅଫ୍ କମର୍ସର ୧୨ ଘଣ୍ଟିଆ ବନ୍ଦ ଡାକରା

ଜୟପୁର: ଜିଏସ୍‌ଟି ଟିମ୍‌ର ଚଢ଼ାଉ ପରେ ହୃଦଘାତରେ କୋରାପୁଟ ଜିଲ୍ଲା ଜୟପୁରର ସୁନା ବ୍ୟବସାୟୀ ପି. ହରପ୍ରସାଦ (୪୨)ଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଆସନ୍ତାକାଲି ଅର୍ଥାତ ଶନିବାର ୧୨ ଘଣ୍ଟା ଜୟପୁରର ସମସ୍ତ ଦୋକାନ ବନ୍ଦ ରହିବ। ଏହି ବନ୍ଦ ଡାକରା ଦେଇଛି ଜୟପୁର ଚାମ୍ବର୍…

୨ ରାଜସ୍ଥାନୀ ବ୍ୟବସାୟୀ ଇବ୍‌ ନଦୀରେ ବୁଡ଼ି ନିଖୋଜ

ଝାରସୁଗୁଡ଼ା: ଇବ୍‌ ନଦୀରେ ବୁଡ଼ି ଦୁଇ ଜଣ ବ୍ୟକ୍ତି ନିଖୋଜ ଅଛନ୍ତି। ନିଖୋଜ ବ୍ୟକ୍ତି ଦ୍ୱୟ ରାଜସ୍ଥାନର ସୋହନ ପାଲେୱାଲ ଓ ମଙ୍ଗିଲାଲ ପାଲେୱାଲ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି।  ସୂଚନା ଅନୁଯାୟୀ, ସୋହନ ଓ ମଙ୍ଗିଲାଲ କିଛି ସାଙ୍ଗଙ୍କ ସହ ଇବ୍ ନଦୀକୁ ଗାଧେଇବା ପାଇଁ ଯାଇ ଭାସିଯାଇ ନିଖୋଜ…