Latest Odisha News
Yearly Archives

2024

ଶକ୍ତିଶାଳୀ ହେବ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଭୁବନେଶ୍ୱରସ୍ଥିତ କିଟ୍‌ କ୍ୟାମ୍ପସ-୫ ଠାରେ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ୧୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କୁ ଶୋଷଣ, ନିର୍ଯାତନା ଓ ଯୌନ…

ଛତୁ ଗୋଟାଇବାକୁ ଯାଇ ବ୍ୟକ୍ତି ନିଖୋଜ ଘଟଣା: ଖଣ୍ଡ ବିଖଣ୍ଡିତ ଗଳିତ ଶବ ଉଦ୍ଧାର

ନୂଆଗାଁ: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ନୂଆଗାଁ ଗ୍ରାମର ଜନୈକ ବ୍ୟକ୍ତି ସପ୍ତାହେ ପୂର୍ବରୁ ପାଖ ଜଙ୍ଗଲକୁ ଛତୁ ଗୋଟାଇବାକୁ ଯାଇ ନିଖୋଜ ହୋଇଯାଇଥିଲେ। ଆଜି  ଜଙ୍ଗଲ ଭିତରୁ ତାଙ୍କର ଗଳିତ ଖଣ୍ଡ ବିଖଣ୍ଡିତ ଶବ ବନବିଭାଗ ଓ ପୋଲିସ କର୍ମଚାରୀମାନେ ଉଦ୍ଧାର କରିଛନ୍ତି।  ଉକ୍ତ ଜଙ୍ଗଲରେ…

ବରିଷ୍ଠ ବିଜେପି ନେତା ସମୀର ଦେ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

କଟକ : ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ ଅସୁସ୍ଥ। ତାଙ୍କୁ କଟକର ସିଡିଏ ସ୍ଥିତ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି। ସେ ଆଇସିୟୁରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ସେ ବିଜେପି ଟିକେଟରେ କଟକ ସିଟି ବିଧାନସଭା ଆସନରୁ ଲଗାତାର ତିନି ଥର ବିଜୟୀ ହୋଇଥିଲେ।…

୬ରେ ବିଜେପିରେ ମିଶିବେ ସୁନନ୍ଦା: ଅକ୍ଟୋବର ୨୯ ରେ ବିଜେଡିରୁ ଇସ୍ତଫା ଦେଇଥିଲେ

ବରୀ: ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ନଭେମ୍ବର ୬ ତାରିଖରେ ପଦ୍ମ ଧରିବେ। ୬ ତାରିଖ ପୂର୍ବାହ୍ନରେ ସେ ଭୁବନେଶ୍ୱର ସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳରେ ସାମିଲ ହେବା ନେଇ  ତାଙ୍କ ସ୍ୱାମୀ ଦେବେନ୍ଦ୍ର ଦାସ ସୂଚନା ଦେଇଛନ୍ତି। ୫ ମାସ ହେଲେ ଅଣଦେଖା ହୋଇ ରହିଥିବା ଅଭିଯୋଗ ଆଣି…

ଜିଏସ୍‌ଟି ଟିମ୍‌ର ଚଢ଼ାଉ ପରେ ଜଣେ ସୁନା ବ୍ୟବସାୟୀଙ୍କର ମୃତ୍ୟୁ

ଜଯପୁର : ଜିଏସ୍‌ଟି ଟିମ୍‌ର ଚଢ଼ାଉ ପରେ ଜଣେ ସୁନା ବ୍ୟବସାୟୀଙ୍କର ମୃତ୍ୟୁ ଘଟିଛି। କୋରାପୁଟ ଜିଲ୍ଲା ଜୟପୁରରେ ଏପରି ଘଟଣା ଘଟିଛି । ମୃତ ସୁନା ବ୍ୟବସାୟୀଙ୍କ ନାଁ ପି. ହରପ୍ରସାଦ। ସେ ଜୟପୁର ସ୍ଥିତ ନ୍ୟୁ ବାସେବୀ ଜ୍ୱେଲର୍ସର ମାଲିକ। ସୂଚନା ମୁତବକ, ଗତକାଲି ରାତିରେ ଦୀପାବଳି ପାଳନ କରି ସେ…

ଚେନ୍ନାଇ ଟିମ ପକ୍ଷରୁ ଖେଳି ପାରନ୍ତି ରିଷଭ ପନ୍ତ

ନୂଆଦିଲ୍ଲୀ: ଆଇପିଏଲର ଆଗାମୀ ସଂସ୍କରଣ ପୂର୍ବରୁ ମେଗା ନିଲାମ ଆୟୋଜିତ ହେବ । ଏହା ପୂର୍ବରୁ ସମସ୍ତ ଫ୍ରାଂଚାଇଜ ରିଟେନ କରିଥିବା ଖେଳାଳିଙ୍କ ନାମ ଘୋଷଣା କରି ସାରିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ରିଷଭ ପନ୍ତଙ୍କୁ ରିଲିଜ କରିବା ସମସ୍ତଙ୍କୁ ଚକିତ କରିଥିଲା । ପୂର୍ବ କ୍ରିକେଟର ସୁରେଶ ରାଇନା…

ଚଳିତବର୍ଷ ଠାରୁ ଧାନ କୁଇଣ୍ଟାଲ ପିଛା ଏତିକି ମୂଲ୍ୟରେ ପାଇବ ଚାଷୀ…

ଅନୁଗୁଳ: ଆଜି ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅନୁଗୁଳ ଗସ୍ତରେ ଆସି ଧାନ ସଂଗ୍ରହ ଉପରେ ସମୀକ୍ଷା କରିଛନ୍ତି । ଏହି ଅବସରରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ, ଚଳିତ ବର୍ଷ ୮୦ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯିବ । ଏଥିପାଇଁ ପ୍ରସ୍ତୁତି କରାଯାଉଛି । ଆଉ…

ଭାରତ-ନ୍ୟୁଜିଲାଣ୍ଡ ତୃତୀୟ କ୍ରିକେଟ ଟେଷ୍ଟ: ପ୍ରଥମ ଦିନ ସ୍ପିନରଙ୍କ ପ୍ରାଧାନ୍ୟ

ମୁମ୍ବାଇ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଏଠାରେ ଶୁକ୍ରବାରଠାରୁ ତୃତୀୟ କ୍ରିକେଟ ଟେଷ୍ଟ ଆରମ୍ଭ ହୋଇଛି । ପ୍ରଥମ ଦିବସରେ ସ୍ପିନରଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଛି । ଉଭୟ ଟିମର ୧୪ଟି ୱିକେଟ ପଡିଥିବା ବେଳେ ସ୍ପିନରମାନେ ୧୧ଟି ଅକ୍ତିଆର କରିଛନ୍ତି । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୩୫…

କ’ଣ ପ୍ରତ୍ୟେକ ଦିନ ପ୍ରାତଃ ଭ୍ରମଣ ଦ୍ବାରା କମ୍ ହୋଇଥାଏ ଡାଇବେଟିସ୍

ଭୁବନେଶ୍ବର: ପ୍ରାତଃ ଭ୍ରମଣ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଚାଲିବା ଦ୍ବାରା ଡାଇବେଟିସ୍ ବା ମଧୁମେହ ନିୟନ୍ତ୍ରଣ ରହିଥାଏ । ଆମେରିକୀୟ ଡାଇବେଟିସ୍ ଆସୋସିଏସନ୍ ଡାଇବେଟିସ୍ ହେବାର ଆଶଙ୍କା କମାଇବା ପାଇଁ ପ୍ରତିଦିନ ୧୦ ହଜାର ଷ୍ଟେପ୍ ଚାଲିବାକୁ ପରାମର୍ଶ ଦେଇଥାଏ । ତେବେ ଏକ ନୂତନ…

‘ବନ୍ଦ କରିଦେବୁ ଇସ୍କନ୍’ : ବଢିଲାଣି ଇସ୍କନ୍ ବିରୋଧୀ ସ୍ବର

ପୁରୀ: ପୁଣି ଥରେ ଅଦିନିଆ ରଥଯାତ୍ରା ପ୍ରସଙ୍ଗ ଉଠାଇ ଏବେ ସମାଲୋଚନାର ପାତ୍ର ହୋଇଛି ଇସ୍କନ । ଚାରୁଆଡୁ ବିରୋଧର ସ୍ବର ଉଠିଥିବା ବେଳେ ଏବେ ଇସ୍କନ ବନ୍ଦ କରିଦେବା ପାଇଁ ଚେତାବନୀ ବି ମିଳିଲାଣି । ଏହାକୁ ନେଇ ପୂର୍ବରୁ କଳିଙ୍ଗ ସେନା ଇସ୍କନକୁ ଚେତାବନୀ ଦେଇଥିବା ବେଳେ ଏବେ ଜଗନ୍ନାଥଙ୍କ…