କେନ୍ଦୁଝରରେ JSW-ପୋସ୍କୋ ମିଳିତ ଭାବେ କରିବେ ଷ୍ଟିଲ କାରଖାନା
କେନ୍ଦୁଝର: କେନ୍ଦୁଝରରେ ହେବା ଷ୍ଟିଲ ପ୍ଳାଣ୍ଟ। JSW ଓ ପସ୍କୋ ମିଳିତ ଭାବେ କରିବେ ଏହି ଷ୍ଟିଲ ପ୍ଳାଣ୍ଟ। କେନ୍ଦୁଝର ଗସ୍ତ ଅବସରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି, ଦିଲ୍ଲୀ ଓ ମୁମ୍ବାଇରେ ମେକ୍ ଇନ୍ ଓଡ଼ିଶା ରୋଡ୍ ଶୋ’ ବେଳେ ଉଭୟ JSW ଓ ପୋସ୍କୋ ସହ…