Latest Odisha News

BREAKING NEWS

Yearly Archives

2024

ନିର୍ମାଣଧିନ କେନାଲରୁ ମାଟି ଅତଡା ଧସି ୮ ବର୍ଷର ଝିଅ ମୃତୃ, ବାପା ଗୁରୁତର

ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ନଡିଆଭଙ୍ଗା ପଞ୍ଚାୟତ ବାଉଁଶନଳୀ ଗାଁରେ ଅଘଟଣ । ଶୌଚ ହେବା ପାଇଁ କେନାଲ ବନ୍ଧକୁ ଯାଇଥିବାବେଳେ ବାପା ଓ ଝିଅଙ୍କ ଉପରେ ଖସିପଡିଲା ମାଟି ଅତଡ଼ା । ଯେଉଁଥିରେ ଚାପି ହୋଇ ଘଟଣାସ୍ଥଳରେ ହିଁ ୮ ବର୍ଷ ଝିଅର ମୃତ୍ୟୁ ଘଟିଥିବା ବେଳେ ବାପା ଗୁରୁତର ଆହତ…

ଜାଣନ୍ତୁ….ଏହି ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ବର: ଆଜିଠୁ ନଭେମ୍ବର ମାସ ଆରମ୍ଭ ହେଉଥିବା ବେଳେ ଏହି ମାସରେ ମୋଟ ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ । ନଭେମ୍ବର ୨୦୨୪ ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଏନେଇ ତାର ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରିଛି। ଏହି ମାସରେ ଉଭୟ ସରକାରୀ ତଥା ଆଞ୍ଚଳିକ ଛୁଟିଦିନକୁ ଅନ୍ତର୍ଭୁକ୍ତ…

ହଠାତ ଅଲୋଡା ହୋଇ ପଡୁଛନ୍ତି ଚହଲ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ଜଣେ ଭଲ ଲେଗ ସ୍ପିନର ଭାବେ ୟୁଜଭେନ୍ଦ୍ର ଚହଲ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ । ବ୍ୟାଟ୍ସମ୍ୟାନଙ୍କୁ ଫସାଇବାରେ ମାହିର ଚହଲ ଏବେ ହଠାତ ଅଲୋଡା ହୋଇ ପଡୁଛନ୍ତି । ଏପରିକି ତାଙ୍କ ଟି୨୦ କ୍ୟାରିୟରରେ ଯବନିକ ପଡିବା ନେଇ ସନ୍ଦେହ ସୃଷ୍ଟି ହେଉଛି…

ରାଷ୍ଟ୍ରପତି ଭବନରେ ଝଲସୁଛି ସୂର୍ଯ୍ୟ ମନ୍ଦିରର ନିଦର୍ଶନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ଝଲସୁଛି ଓଡିଶାର ସୂର୍ଯ୍ୟ ମନ୍ଦିରର ନିଦର୍ଶନ । ରାଷ୍ଟ୍ରପତି ଭବନ ସ୍ଥିତ ସାଂସ୍କୃତିକ କେନ୍ଦ୍ର ଓ ଅମୃତ ଉଦ୍ୟାନରେ ବାଲୁକା ପଥରରେ ନିର୍ମିତ କୋଣାର୍କ ଚକର ୪ଟି ପ୍ରତିକୃତି ସ୍ଥାପନ କରାଯାଇଛି। ପର୍ଯ୍ୟଟକଙ୍କ ମଧ୍ୟରେ ଦେଶର ସମୃଦ୍ଧ ଐତିହ୍ୟକୁ ପ୍ରଦର୍ଶିତ ଓ…

ମାସ ଆରମ୍ଭରୁ ମହଙ୍ଗା ମାଡ; ଟ୍ରେନ୍ ଟିକଟ ଠାରୁ ଆରମ୍ଭ କରି ୟୁପିଆଇ, ବଦଳୁଛି ଏହି ୭ ନିୟମ…..

ନୂଆଦିଲ୍ଲୀ: ପ୍ରତିମାସ ଭଳି ଏହି ମାସ ଆରମ୍ଭରୁ ବି କିଛିଟା କ୍ଷେତ୍ରରେ ବିଭିନ୍ନ ନିୟମ ପରିବର୍ତ୍ତନ ହୋବୁ ଯାଉଛି । ଯାହାର ସିଧା ପ୍ରଭାବ ଗ୍ରାହକଙ୍କ ପକେଟ ଉପରେ ପଡିବାକୁ ଯାଉଛି । ଆଜିଠୁ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ବଢିଥିବା ବେଳେ ଟ୍ରେନ୍ ଟିକେଟ ବୁକିଂ ନିୟମ, କ୍ରେଡିଟ କାର୍ଡ,…

ପୁରୀ ବାଣ ବିସ୍ଫୋରଣ: ଆଖି ବୁଝିଲା ୨ ଗୁରୁତର

ପୁରୀ: ପୁରୀ ବାଣ ବିସ୍ଫୋରଣରେ ଗୁରୁତର ଥିବା ଆଉ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି l ଭୁବନେଶ୍ବରରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି l ସେପଟେ ଗତକାଲି ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ହୋଇଥିଲା l ସୂଚନା ଅନୁସାରେ, ଗତକାଲି ପୁରୀ…

ସରକାର ଆଣିବେ ସ୍କାମ ବିରୋଧୀ ଯୋଜନା, ଡିସେମ୍ବରରୁ ମୋବାଇଲକୁ ଆସିବ ନାହିଁ ଅଯଥା ମେସେଜ

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତରେ କମ୍ପ୍ୟୁଟର ଅପରାଧ ବୃଦ୍ଧି ପାଇବାରେ ଲାଗିଛି ଏବଂ ଠକେଇ ଯୋଜନା ପଛରେ ଥିବା ବ୍ୟକ୍ତିମାନେ ନିରୀହ ନାଗରିକଙ୍କୁ ଠକିବା ପାଇଁ ବହୁତ ପଦ୍ଧତି ଅବଲମ୍ବନ କରୁଛନ୍ତି। ଏଥିପାଇଁ ସରକାର ଏଭଳି ସ୍କାମ ବିରୋଧରେ ଲଢିବାକୁ ନୂଆ ଯୋଜନା ଆଣୁଛନ୍ତି। ଟେଲିକମ୍ ରେଗୁଲେଟୋରୀ…

ଗ୍ରାହକଙ୍କୁ ପୁଣି ମହାଙ୍ଗା ମାଡ଼: ବଢ଼ିଲା ଏଲ୍‌ପିଜି ଦର

ନୂଆଦିଲ୍ଲୀ: ମାସ ଆରମ୍ଭରୁ ଝଟ୍‌କା। ଗ୍ରାହକଙ୍କୁ ପୁଣି ମହାଙ୍ଗା ମାଡ଼। ପୁଣି ବଢ଼ିଲା ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ଦର। କମର୍ସିଆଲ୍‌ ଗ୍ୟାସ୍‌ ସିଲିଣ୍ଡର ଦରରେ ବୃଦ୍ଧି ପାଇଛି। ସିଲିଣ୍ଡର ପିଛା ୬୨ ଟଙ୍କା ବଢ଼ିଛି। ଆଜିଠୁ ଏହି ନୂଆ ଦର ଲାଗୁ ହେବ । ଦିଲ୍ଲୀରେ ୧୯ କେଜି ଗ୍ୟାସ୍‌…

ସ୍କ୍ରବ ଟାଇଫସ୍ ନେଲା ଆଉ ଏକ ଜୀବନ

ସମ୍ବଲପୁର: ପୁଣି ସ୍କ୍ରବ ଟାଇଫସ୍ ନେଲା ଆଉ ଏକ ଜୀବନ । ସ୍କ୍ରବ୍ ଟାଇଫସ୍‌ରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଆଙ୍ଖିଦାଦର ଗାଁର ହୋଇଥିବା ବେଳେ ଗତ ୧୧ ଦିନ ହେବ ସେ ବୁର୍ଲାର ଏକ ଘରୋଇ ନର୍ସିଂ ହୋମ୍‌ରେ ଚିକିତ୍ସାଧୀନ ଅବସ୍ଥାରେ…

ଆଜିଠୁ ଖୋଲିବ କୁଲଡିହା ଅଭୟାରଣ୍ୟ, ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବେ ପର୍ଯ୍ୟଟକ

ବାଲେଶ୍ଵର: ଆଜିଠୁ ଖୋଲିବ ବାଲେଶ୍ୱର ଜିଲ୍ଲା ନୀଳଗିରିର କୁଲଡିହା ଅଭୟାରଣ୍ୟ। ବନ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। କୁଲଡିହା ଅଭୟାରଣ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବେ ପର୍ଯ୍ୟଟକ। ମୁଖ୍ୟ ଗେଟରେ ପର୍ଯ୍ୟଟକମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ…