Latest Odisha News

BREAKING NEWS

Yearly Archives

2024

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ଆରବର୍ଷକୁ କଲେଜ୍ ନିର୍ବାଚନ

ଭୁବନେଶ୍ବର: ଆସନ୍ତା ଶିକ୍ଷାବର୍ଷରେ ଆୟୋଜିତ ହେବ କଲେଜ ନିର୍ବାଚନ । ଆଜି ଏବିଭିପି କାର୍ଯ୍ୟକ୍ରମରେ ଯୋଗ ଦେଇ କିଛି ଏପରି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତା ଶିକ୍ଷା ବର୍ଷରେ କଲେଜ ଛାତ୍ର ସଂସଦ ନିର୍ବାଚନ ହେବ । ତେବେ…

ମହାକାଶରେ ଅସୁସ୍ଥ ହେଲେ ମହାକାଶଚାରୀ କିପରି ହୁଅନ୍ତି ଚିକିତ୍ସିତ?

ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସାଥୀ ଜୁନ୍ ମାସରୁ ମହାକାଶରେ ଅଟକି ରହିଛନ୍ତି। ଏହି ସମୟ ମଧ୍ୟରେ ଖ୍ରୀଷ୍ଟମାସ ଦିନ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରୁ ନିଆଯାଇଥିବା ଚିତ୍ରଗୁଡ଼ିକରେ ସୁନୀତା ୱିଲିୟମ୍ସ ବହୁତ ରୋଗୀଣା ଦେଖାଯାଉଛନ୍ତି। ଏହି ଫଟୋଗୁଡ଼ିକୁ ଦେଖିଲେ ଅନୁମାନ କରାଯାଉଛି…

‘ବିବାଦ ସେ ବିଶ୍ବାସ ଯୋଜନା’ ୨୦୨୪ର ଲାଭ ଉଠାନ୍ତୁ, ୩୧ ଡିସେମ୍ବର ସୁଦ୍ଧା ଟିକସ ବିବାଦର ସମାଧାନ କରନ୍ତୁ

ନୂଆଦିଲ୍ଲୀ: ଆୟକର ବିବାଦରେ ଜଡିତ ଟିକସଦାତାମାନଙ୍କ ପାଇଁ ସରକାର ଏକ ବଡ ଉପହାର ପ୍ରଦାନ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା ବଜେଟ୍ ୨୦୨୪ରେ ଘୋଷିତ ହୋଇଥିବା ‘ବିବାଦ ସେ ବିଶ୍ବାସ ଯୋଜନା’ ଟିକସଦାତାଙ୍କୁ କମ୍ ଟିକସ ଦେଇ ବିବାଦର ସମାଧାନ ପାଇଁ ଏକ ସୁବର୍ଣ୍ଣ ସୁଯୋଗ…

କଂଗ୍ରେସକୁ ପଛରେ ପକାଇଲା ବିଆରଏସ, ବିଜେପିର ଆକାଉଣ୍ଟ ଭର୍ତ୍ତି !

ନୂଆଦିଲ୍ଲୀ : ନିର୍ବାଚନ ମୈଦାନରେ କଂଗ୍ରେସର ସ୍ଥିତି ଧିରେ ଧିରେ ଖରାପ ହେବାକୁ ଲାଗୁଛି। କେବଳ ଗଂଗ୍ରସ ଦୁର୍ବଳ ସଙ୍ଗଠନର ସାମ୍ନା କରୁନି ପରନ୍ତୁ ଦଳର ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖାଲି ହେବାକୁ ଲାଗିଛି। ଏମିତିକି ଅନ୍ୟ ଦଳ ଅପେକ୍ଷା ଚନ୍ଦା ମଧ୍ୟ କମ ମିଳୁଛି। ଦେଶର ସବୁଠାରୁ…

କେବେ ଆରମ୍ଭ ହେବ ବିଏସଏନଏଲ୍ 4G ଏବଂ 5G ସେବା? ଟିସିଏସ୍ କଲା ବଡ ଘୋଷଣା

ନୂଆଦିଲ୍ଲୀ: ବିଏସଏନଏଲ୍ ସିମ୍ ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ଲୋକମାନେ ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା ବିଏସଏନଏଲ୍ ର 4G ଏବଂ 5G ସେବା ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏହା ଏକ ବଡ଼ ଆଶ୍ବାସ୍ତିକର ଖବର ଅଟେ । ଯଦିଓ ପୂର୍ବରୁ କିଛି…

ଦେଶର ବିଭିନ୍ନ ସ୍ଥାନରେ ଏୟାରଟେଲ ସେବା ଡାଉନ

ନୂଆଦିଲ୍ଲୀ: ସମଗ୍ର ଦେଶରେ ଏୟାରଟେଲ ସେବାରେ ସମସ୍ୟା ଉପୁଜିଥିବା ନେଇ ଅଭିଯୋଗ କରିଛନ୍ତି ୟୁଜର୍ସ। ଏନେଇ ଅନେକ ଗ୍ରାହକ ସୋସିଆଲ ମିଡିଆରେ ମୋବାଇଲ୍ ଏବଂ ବ୍ରଡବ୍ୟାଣ୍ଡ ସେବାରେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡିକୁ ନେଇ ପୋଷ୍ଟ କରିଛନ୍ତି। ଡାଉନ୍ ଡିଟେକ୍ଟରର ତଥ୍ୟ ଅନୁଯାୟୀ ଗୁରୁବାର…

ଇଂରାଜୀ ନବବର୍ଷ ୨୦୨୫ର ଡେସ୍କ୍ ଓ ୱାଲ୍ କ୍ୟାଲେଣ୍ଡର୍ ଲୋକାର୍ପିତ

ଭୁବନେଶ୍ୱର: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୫ ଇଂରାଜୀ ନୂଆ ବର୍ଷ ଅବସରରେ ମହାପ୍ରଭୁଙ୍କ ଫଟୋଚିତ୍ର ଥିବା ସୁଦୃଶ୍ୟ କ୍ୟାଲେଣ୍ଡର (ଉଭୟ ୱାଲ୍ ଏବଂ ଡେସ୍କ୍) ପ୍ରକାଶ ପାଇଛି। କ୍ୟାଲେଣ୍ଡର ଗୁଡିକର ପ୍ରଥମ କପିକୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହୋଇଛି। ଏହି ଦେବାର୍ପଣ ପରେ ଆଜି…

ଶେଷରେ ମୁହଁ ଖୋଲିଲେ ନବୀନ: କହିଦେଲେ..କାହିଁକି ହାରିଲା ବିଜେଡି?

ଭୁବନେଶ୍ବର: ଆଜି ବିଜେଡିର ୨୮ ତମ ପ୍ରତିଷ୍ଠା ଦିବସ ସାରା ରାଜ୍ୟରେ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ବେଳେ ଶଙ୍ଖଭବନରେ ମଧ୍ୟ ଏନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଯେଉଁଥିରେ ସାରା ଓଡିଶାବାସୀ ଏବଂ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରିବା ସହ ଗତ ନିର୍ବାଚନରେ…

୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ଛକା ଖାଇଲେ ବୁମରାହ

ମେଲବୋର୍ଣ୍ଣ: ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ଏକ ନିଆରା ରେକର୍ଡ ଭାଙ୍ଗିଯାଇଛି । ଚଳିତ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜର ୪ର୍ଥ ମ୍ୟାଚରେ ବୁମରାହ ଛକା ଖାଇଛନ୍ତି । ଶୁଣିବାକୁ ଅବଶ୍ୟ ଏହା ଆଶ୍ଚର୍ଯ୍ୟ ଲାଗିପାରେ ମାତ୍ର ବୁମରାହ ୧୪୪୫ ଦିନ ଏବଂ ୪୪୮୩ ବଲ ବୋଲିଂ କରି ଟେଷ୍ଟ…

ଆଇଆରସିଟିସି ଆପ୍ ଓ ୱେବସାଇଟ ଠପ୍

ନୂଆଦିଲ୍ଲୀ: ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ୱେବସାଇଟ୍ ଏବଂ ଆପ୍ ଡିସେମ୍ବର ୨୬ ଦିନ ଠପ୍ ହୋଇପଡିଛି। ଉଭୟ ୱେବସାଇଟ୍ ଏବଂ ଆପର ସେବା କାମ କରୁନାହିଁ। ଯାହାକୁ ନେଇ ଲକ୍ଷ ଲକ୍ଷ ଯାତ୍ରୀ ସୋସିଆଲ ମିଡିଆରେ ଅଭିଯୋଗ କରିଛନ୍ତ। ଡାଉନ୍ ଡିଟେକ୍ଟର…