Latest Odisha News

BREAKING NEWS

Yearly Archives

2024

ମହାରାଷ୍ଟ୍ର ମହାଭାରତରେ ସନ ରାଇଜିଂ !

ନୂଆଦିଲ୍ଲୀ: ମହାରାଷ୍ଟ୍ର କୁରୁକ୍ଷେତ୍ରରେ ବରିଷ୍ଠ ନେତାଙ୍କ ପୁଅ ଝିଅ । ରାଜନୈତିକ ଭିରାସତକୁ ଆଗକୁ ନେବାକୁ ସମରସଜ୍ଜା । ବିରୋଧୀଙ୍କ ପାଇଁ ପଛରୁ ଗୋଟି ଚଳାଇବେ ବାପା । କେଉଁଠି ବାଜିରେ ଲାଗିଛି ପରିବାରର ସମ୍ମାନ ତ କେଉଁଠି କ୍ଷମତା ପାଇଁ ପରିବାର ସଦସ୍ୟ ହିଁ ମୁହାଁମୁହିଁ । ପ୍ରଥମ…

ମହିଳାଙ୍କ କଥା କହିବା ଉପରେ କଟକଣା ଲଗାଇଲା ତାଲିବାନ

କାବୁଲ: ଝିଅ ହୋଇଚ କମ୍ କଥା କୁହ, ମହିଳାଙ୍କୁ ନେଇ ଏଭଳି କଟକଣା ଜାରି କଲା ତାଲିବାନ । ଆଫଗାନିସ୍ତାନରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ସବୁ ସୀମା ଅତିକ୍ରମ କରିଛି। ସ୍ଥିତି ଏଭଳି ଯେ ବର୍ତ୍ତମାନ ତାଲିବାନ ପକ୍ଷରୁ ମହିଳାଙ୍କ କଥାବାର୍ତ୍ତା ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିଛି। ଆଜିକା…

ଆସିଲାଣି ପର୍ଯ୍ୟଟନ ଋତୁ, ଏଥର ବୁଲିବାକୁ ଯାଆନ୍ତୁ ସାପୁଆ ଡ୍ୟାମ

ଢେଙ୍କାନାଳ: ଜଳଭଣ୍ଡାରର ନୀଳ ଜଳରାଶି, ଘଞ୍ଚ ଶାଳ ଜଙ୍ଗଲର ଶାନ୍ତ ପରିବେଶ, ବନ୍ୟଜୀବନର ଅପୂର୍ବ ସମନ୍ଵୟ ‘ସାପୁଆ’ । କଂକ୍ରିଟ୍ ଜଙ୍ଗଲ ଠାରୁ ଦୂରରେ ପ୍ରକୃତିରାଣୀ ଏଠାରେ ଅଜାଡି ଦେଇଛି ସବୁକିଛି । ଯାହାର ଶୋଭା ଆକର୍ଷିତ କରୁଛୋ ସହରୀ ମଣିଷଙ୍କୁ । ହିନ୍ଦୋଳ ବଲ୍କ ରାସୋଳ ଅଞ୍ଚଳର କ୍ଷୁଦ୍ର…

ଏହି ଦେଶରେ ବ୍ୟାନ ହେଲା ସିଂଘମ୍ ଏଗେନ ଓ ଭୁଲଭୁଲେୟା ୩ ଫିଲ୍ମ

ନୂଆଦିଲ୍ଲୀ: ନଭେମ୍ବର ୧ରେ ଫିଲ୍ମ ସିଂଘମ୍ ଏବଂ ଭୁଲଭୁଲେୟା ୩ ସାରା ବିଶ୍ୱରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଫିଲ୍ମ ଦିୱାଲୀରେ ବକ୍ସ ଅଫିସରେ ରିଲିଜ ହେବ। ତେବେ ଏକ ରିପୋର୍ଟ ଅନୁଯାୟୀ ସାଉଦି ଆରବରେ ଏହି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଧାର୍ମିକ ବିବାଦକୁ ରୋକିବା ପାଇଁ ସାଉଦି…

ଲରେନ୍ସ ବିଷ୍ଣୋଇଠୁ ଅଧିକ ଖରାପ ସଲମାନ, କାହିଁକି ଏମିତି କହିଲେ ଅଭିନେତ୍ରୀ

ନୂଆଦିଲ୍ଲୀ: ଅଭିନେତ୍ରୀ ତଥା ସମାଜସେବୀ ସୋମି ଅଲି ଅଭିନୟ ଅପେକ୍ଷା ସଲମାନ ଖାନଙ୍କ ସହ ସମ୍ପର୍କକୁ ନେଇ ଅଧିକ ଚର୍ଚ୍ଚାରେ ରୁହନ୍ତି। ନିକଟରେ ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନଙ୍କୁ ମଧ୍ଯ ହତ୍ଯା ଧମକ ମିଳିବାରେ ଲାଗିଛି। ଲରେନ୍ସ ବିଷ୍ଣୋଇଙ୍କ ନାଁରେ ସୋମି ଏକ ନୋଟ୍ ଶେୟାର କରିଛନ୍ତି।…

କେବିସିରେ ବଡ଼ ଖୁଲସା: ଜନ୍ମର ୫ ମାସ ପରେ ଝିଅର ନାଁ ରିଭିଲ୍ କଲେ ବରୁଣ

ମୁମ୍ବାଇ: ଚଳିତ ବର୍ଷ ଜୁନରେ ହିଁ ବାପା ହୋଇଥିଲେ ବଲିଉଡ୍ ଅଭିନେତା ବରୁଣ ଧୱନ୍। ୩ ଜୁନରେ ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ ବରୁଣଙ୍କ ସ୍ତ୍ରୀ ନତାଶା। ଏନେଇ ନିଜ ସୋସିଆଲ ମିଡିଆରେ ଏକ ସୁନ୍ଦର ପୋଷ୍ଟ ଜାରି କରି ନିଜ ପ୍ରଶଂସକଙ୍କୁ ଖୁସି ଖବର ଦେଇଥିଲେ। ହେଲେ ସବୁଠୁ ବଡ଼ କଥା…

ଫଳ ନା ଫଳରସ ? ସ୍ୱାସ୍ଥ୍ୟ ପାଇଁ କେଉଁଟି ଅଧିକ ଲାଭଦାୟକ

ସୁସ୍ଥ ରହିବା ପାଇଁ ଡାକ୍ତରମାନେ ପ୍ରାୟତଃ ଫଳ ଖାଇବା କିମ୍ବା ଫଳ ରସ ପିଇବାକୁ ପରାମର୍ଶ ଦିଅନ୍ତି। କିନ୍ତୁ ସବୁବେଳେ ପ୍ରଶ୍ନ ଉଠେ ଯେ ଫଳ ଖାଇବା ଭଲ ନା ଏହାର ରସ ପିଇବା ଅଧିକ ଲାଭଦାୟକ ? ଏହି ପ୍ରସଙ୍ଗରେ ବିଶେଷଜ୍ଞଙ୍କ ମତ ବୁଝିବା ପାଇଁ IANS ପୁଷ୍ଟିକର ବିଶେଷଜ୍ଞ ରିଦ୍ଧି ଖାନ୍ନାଙ୍କ ସହ…

ଗୁଣିଗାରେଡି ସନ୍ଦେହ: ନାବାଳକର ଆଙ୍ଗୁଳି କାଟି ଦେଲେ ଦୁର୍ବୁତ୍ତ

କୋରାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ଲେଞ୍ଜିପୁଟ ଗାଁରେ ଘଟିଛି ଅଭାବନୀୟ ଘଟଣା । ସାଙ୍ଗମାନଙ୍କ ସହ ଖେଳୁଥିବା ସମୟରେ କିଛି ଦୁର୍ବୃତ୍ତ ପିଲାଟିକୁ ଟେକିନେଇ ଆଙ୍ଗୁଳି କାଟିଦେଇଥିବା ଅଭିଯୋଗ ହୋଇଛି । ମୂର୍ମୂଷ ଅବସ୍ଥାରେ ଘର ପାଖ ନାଳ ନିକଟରୁ ପିଲାଟିକୁ ଉଦ୍ଧାର କରିଛନ୍ତି…

‘ସିଙ୍ଘମ ଏଗେନ’ କୁ ପଛରେ ପକାଇଲା ‘ଭୁଲ୍ ଭୁଲେୟା ୩’: କଲାଣି ଏତିକି ଆୟ

ମୁମ୍ବାଇ: ରୁହୁ ବାବା ଅବତାରରେ ପୁଣି ଥରେ ବଲିଉଡରେ ଧମାଲ କରିବେ ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ । ନଭେମ୍ବର ୧ ଅର୍ଥାତ୍ ଆସନ୍ତା କାଲି ରିଲିଜ ହେବାକୁ ଯାଉଛି ଭୁଲ ଭୁଲେୟା ୩ । ହରର୍ ଏବଂ କମେଡିରେ ଭରପୁର ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୁମିକାରେ ନଜର ଆସିବେ କାର୍ତ୍ତିକ ଆର୍ଯ୍ୟନ,…

‘ଶେଷ ନିଃଶ୍ୱାସ ନେଉଛି ନକ୍ସଲବାଦ: ଏଥର ଦେଶ ଛାଡ଼ିବାକୁ ହେବ’

କେୱଡିଆ: ଆଜି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଗୁଜରାଟର କେୱଡିଆରେ ଆୟୋଜିତ ହୋଇଥିବା ରାଷ୍ଟ୍ରୀୟ ଏକତା ଦିବସ ପ୍ୟାରେଡ଼ରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ ମୋଦି। ସେଠାରେ ନିଜର ଅଭିଭାଷଣ ରଖିବା ସହ ଆତଙ୍କବାଦୀ ମାନଙ୍କୁ ବଡ଼ ଚେତାବନୀ ଦେଇଛନ୍ତି ମୋଦି। ଆତଙ୍କବାଦୀ ଙ୍କୁ…