Latest Odisha News

BREAKING NEWS

Yearly Archives

2024

ଅଯୋଧ୍ୟାର ମାଙ୍କଡ଼ଙ୍କ ପାଇଁ ୧ କୋଟି ଦେଲେ ଅକ୍ଷୟ କୁମାର

ଅଯୋଧ୍ୟା: ଭଗବାନ ରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ଦୀପାବଳି ପାଳନ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଦୀପାବଳି ଦିନ ଏଠାରେ ଲକ୍ଷ ଲକ୍ଷ ଦୀପ ଜଳାଯାଏ। ତେବେ ଏହାରି ମଧ୍ଯରେ ଏଠାରେ ଥିବା ମାଙ୍କଡ ମାନଙ୍କ ପାଇଁ ଅକ୍ଷୟ କୁମାର ୧ କୋଟି ଟଙ୍କା ଦାନ କରିଛନ୍ତି। ଅଯୋଧ୍ୟାରେ ହଜାର ହଜାର…

‘ଓଡ଼ିଶା ଯାତ୍ରୀ’ ଆପ୍ ଉନ୍ମୋଚିତ

ଭୁବନେଶ୍ବର: ଉବେର ଏବଂ ଓଲା କମ୍ପାନୀର କ୍ୟାବ୍ କୁ ଟକ୍କର ଦେବାକୁ ଉନ୍ମୋଚିତ ହେଲା ‘ଓଡ଼ିଶା ଯାତ୍ରୀ’ ଆପ୍ । ଏହାକୁ ଉନ୍ମୋଚନ କରିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଏହି ‘ଓଡ଼ିଶା ଯାତ୍ରୀ’ ଆପ୍ ଜରିଆରେ ସାଧାରଣ ଲୋକେ ବୁକ୍ କରି ଅଟୋ ଓ କାର୍ ରେ…

୮୪୩ ସରକାରୀ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳଙ୍କ ଚିଠି

ମୟୂରଭଞ୍ଜ: ଗତ ଆର୍ଥିକ ବର୍ଷରେ ମୟୂରଭଞ୍ଜ ଜିଲ୍ଲାକୁ ଦେଢ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କାମ ଆସିଥିଲା । ହେଲେ ଜିଲ୍ଲାରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟକାରିତା ମୂଳ ଲକ୍ଷ୍ୟରୁ ୬୫ ପ୍ରତିଶତ ପଛରେ ରହିଛି । ଫଳରେ ହଜାର ହଜାର ହିତାଧିକାରୀ…

ଏହି ସବୁ ଅଭ୍ୟାସ ଆପଣଙ୍କ ରୋଗ ପ୍ରତିରୋଧକ କ୍ଷମତାକୁ କରେ ଦୁର୍ବଳ

ଏକ ସୁସ୍ଥ ଶରୀର ପାଇଁ ରୋଗ ପ୍ରତିରୋଧକ ଶକ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କେବଳ ଏହାର ସାହାଯ୍ୟରେ ଶରୀର ରୋଗ ସହ ଲଢିବାକୁ ସକ୍ଷମ ହୁଏ ଏବଂ ଅସୁସ୍ଥ ହେଲେ ଶୀଘ୍ର ସୁସ୍ଥ ହେବାକୁ ସକ୍ଷମ ହୁଏ। ରୋଗ ପ୍ରତିରୋଧ ସାମର୍ଥ୍ୟ ପ୍ରକୃତିଦତ୍ତ। ଏହାର ଦାୟିତ୍ୱ ନେବା ପାଇଁ ପ୍ରକୃତି ଶରୀରରେ ଖଞ୍ଜିଛି…

ଭୁଲ ଭୁଲେୟା ୩ ଓ ସିଙ୍ଘମ ଏଗେନ୍; ଆଡଭାନ୍ସଡ ବୁକିଂରେ କିଏ ଆଗରେ… 

ମୁମ୍ବାଇ: ଦୀପାବଳିରେ ରିଲିଜ ହେବାକୁ ଯାଉଛି 'ଭୁଲ ଭୁଲେୟା ୩' ଓ 'ସିଙ୍ଘମ ଏଗେନ୍'। ଏହି ଦୁଇଟି ଫିଲ୍ମର ଆଡଭାନ୍ସ ବୁକିଂ ମଧ୍ଯ ଆରମ୍ଭ ହୋଇଗଲାଣି। ରୋହିତ ଶେଟ୍ଟୀଙ୍କ 'ସିଙ୍ଘମ ଏଗେନ୍'କୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଖୁବ୍ ଉତ୍ସାହ ଭରି ରହିଛି। ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ୍ ପୁଣିଥରେ…

ବିହାରରେ ଦୁଇ ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟଣା: ୬ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗତ ୨୮ ତାରିଖରେ ବିହାରର ପାଟଣାଠାରେ ନିର୍ମାଣଧୀନ ମେଟ୍ରୋ ରେଳ ପ୍ରକଳ୍ପରେ ଦୁର୍ଘଟଣା ଘଟି ଦୁଇ ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହା ସହିତ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।…

ଗର୍ଭବତୀଙ୍କୁ ନିର୍ଯାତନା ଘଟଣାରେ ଉପମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ: ବିଦାହେଲେ ଡେରାବିଶ ସିଡିପିଓ

ଡେରାବିଶ: କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଶିଶୁ ବିକାଶ ବିଭାଗର ସିଡିପିଓ ସ୍ନେହଲତା ସାହୁ ସେଠାରେ କାର୍ଯ୍ୟରତ ବରିଷ୍ଠ କିରାଣି ବର୍ଷା ପ୍ରିୟଦର୍ଶିନୀ ମହାପାତ୍ରଙ୍କୁ ଗର୍ଭ ଯନ୍ତ୍ରଣାରେ ଛଟପଟ ଅବସ୍ଥାରେ ଡାକ୍ତରଖାନା ନଛାଡିବାରୁ ଗର୍ଭସ୍ଥ ଶିଶୁର ମୃତ୍ୟୁ ଅଭିଯୋଗ ମାମଲାରେ ତଦନ୍ତ…

ଶୀତ ଦିନେ ଚର୍ମ ଫଟାକୁ ନେଇ ଚିନ୍ତିତ କି ? ଏମିତି କରନ୍ତୁ ଉପଚାର

ଲୋକମାନେ ଶୀତ ଋତୁକୁ ଉପଭୋଗ କରିବା ପାଇଁ ଆନନ୍ଦର ସହିତ ଅପେକ୍ଷା କରିଥାନ୍ତି। କିନ୍ତୁ ଏହି ଥଣ୍ଡା ଦିନେ ସ୍ୱାସ୍ଥ୍ୟ ସହିତ ଚର୍ମ ପର୍ଯ୍ୟନ୍ତ ଅନେକ ସମସ୍ୟା ମଧ୍ୟ ଆସିଥାଏ। ବିଶେଷକରି ଏହି ଋତୁରେ, ଲୋକଙ୍କ ଚର୍ମ ବହୁତ ଶୁଷ୍କ ଏବଂ ଆଦ୍ର ହୋଇଯାଏ । ଶୀତ ଆରମ୍ଭ ନହେଉଣୁ ଲୋକଙ୍କ ଚର୍ମ ଶୁଷ୍କ…

ଏଥର ହେବ ଡିଜିଟାଲ ଜନଗଣନା, ଜାଣନ୍ତୁ କିପରି ହେବ ଏହା

ଭୁବନେଶ୍ୱର: ଆସନ୍ତା ବର୍ଷ ଅର୍ଥାତ 2025ରେ ହେବ ଜଣ ଗଣନା l କେନ୍ଦ୍ର ସରକାର ଏଥର ଡିଜିଟାଲ ଜନଗଣନା କରିବାକୁ ଯାଉଛନ୍ତି। ଏହି ଜନଗଣନା 2011 ମସିହାରେ ହୋଇଥିବା ଜନଗଣନାଠାରୁ ଭିନ୍ନ ହେବ l ବାସ୍ତବରେ, 2011 ରେ ହୋଇଥିବା ଜନଗଣନାରେ ଜନଗଣନା ଅଧିକାରୀମାନେ ଲୋକଙ୍କ ଘର ପରିଦର୍ଶନ କରି ପରିବାର…

ଆପାର୍ଟମେଣ୍ଟରୁ ମିଳିଲା ‘କଙ୍ଗୁଭା’ ଫିଲ୍ମର ଏଡିଟର ନିଶାଦ ୟୁସୁଫଙ୍କ ମୃତଦେହ

ହାଇଦ୍ରାବାଦ: ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ ଦୁଃଖଦ ଖବର ସାମ୍ନାକୁ ଆସିଛି। 'କଙ୍ଗୁଭା' ଫିଲ୍ମର ଏଡିଟର ନିଶାଦ ୟୁସୁଫଙ୍କର ମୃତ୍ୟୁ ଘଟିଛି। ତାଙ୍କ ଆପାର୍ଟମେଣ୍ଟରୁ ମୃତଦେହ ଉଦ୍ଧାର ହୋଇଛି। 'କଙ୍ଗୁଭା' ଫିଲ୍ମର ଏଡିଟର ନିଶାଦ ୟୁସୁଫଙ୍କର ମୃତଦେହ ବୁଧବାର ସକାଳେ କୋଚିରେ ଏକ…