ରେନୁକାସ୍ବାମୀ ହତ୍ୟା ମାମଲା, ଅଭିନେତା ଦର୍ଶନଙ୍କୁ ମିଳିଲା ଜାମିନ
ବେଙ୍ଗାଲୁରୁ: କର୍ଣ୍ଣାଟକ ହାଇକୋର୍ଟ ବୁଧବାର ରେନୁକାସ୍ବାମୀ ହତ୍ୟା ମାମଲାରେ ଅଭିଯୁକ୍ତ ଅଭିନେତା ଦର୍ଶନ ଥିଗୁଦେପାଙ୍କୁ ମେରୁଦଣ୍ଡ ଅସ୍ତ୍ରୋପଚାର ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି।
ଜଷ୍ଟିସ୍ ଏସ୍. ବିଶ୍ୱଜିତ ଶେଟ୍ଟୀଙ୍କ ବେଞ୍ଚ ମେଡିକାଲ ଗ୍ରାଉଣ୍ଡରେ ଦର୍ଶନଙ୍କୁ ୬ ସପ୍ତାହ…