ଥମୁନି ଯୁଦ୍ଧ: ଏୟାରଷ୍ଟ୍ରାଇକରେ ଗଲା ୫ ସାମ୍ବାଦିକଙ୍କ ଜୀବନ
ନୂଆଦିଲ୍ଲୀ: ଥମୁନି ଇସ୍ରାଏଲ- ଗାଜା ଯୁଦ୍ଧ । ଆଜି ସକାଳୁ ସକାଳୁ ପୁଣି ଗାଜା ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ ମାଡରେ ୧୦ ଜଣଙ୍କ ଜୀବନ ଯାଇଛି । ସେଥିମଧ୍ୟରୁ ୫ ଜଣ ସେଠାରେ ଖବର ପ୍ରସାରଣ କରୁଥିବା ସାମ୍ବାଦିକ ମୃତ୍ୟୁ ହୋଇଥିବା ଜଣାପଡିଛି ।
ଆଜି ପ୍ରତ୍ୟୁଷରେ ଗାଜା ଉପରେ ଇସ୍ରାଏଲୀ…