Latest Odisha News

BREAKING NEWS

Yearly Archives

2024

୪୦ ବର୍ଷ ପରେ ନିଦ୍ରାହୀନତାର ସମସ୍ୟା ସାଜିପାରେ ‘ନିରବ ଘାତକ’

୪୦ ବର୍ଷ ବୟସ ପରେ ଶୋଇବା କିମ୍ବା ଅନିଦ୍ରା ହେବା ସ୍ୱାସ୍ଥ୍ୟଗତ ସମସ୍ୟା ହେବାର ସଙ୍କେତ ହୋଇପାରେ। ଏକ ରିସର୍ଚରୁ ଜଣାପଡିଛି ଯେ ୪୦ ବର୍ଷ ପରେ ଆମ ଶରୀରର ନିଦ୍ରାର ଗୁଣ କମିଯାଏ, ଯେଉଁ କାରଣରୁ ଶରୀର ପର୍ଯ୍ୟାପ୍ତ ବିଶ୍ରାମ ପାଇ ନଥାଏ। ଏହି ଅବସ୍ଥାକୁ 'ନୀରବ ଘାତକ' ବା ସାଇଲେଣ୍ଟ କିଲର୍…

ଗର୍ଭବତୀ କର୍ମଚାରୀଙ୍କୁ ମେଡିକାଲ ଛାଡ଼ିଲେନି ସିଡିପିଓ: ଚାଲିଗଲା ନିଷ୍ପାପ ଶିଶୁର ଜୀବନ

ଡେରାବିଶ: ନିଷ୍ଠୁର ହୋଇଗଲେ ସିଡିପିଓ। ଅଧୀନସ୍ଥ ଗର୍ଭବତୀ ମହିଳା କର୍ମଚାରୀଙ୍କୁ ମେଡିକାଲ ଯିବାକୁ ଅନୁମତି ନଦେବାରୁ ଅଫିସରେ ଗର୍ଭ ଯନ୍ତ୍ରଣାରେ ଛଟପଟ ହୋଇଥିଲେ ମହିଳା କର୍ମଚାରୀ।  ଶେଷରେ ଜନ୍ମ ପୂର୍ବରୁ ଗୋଟିଏ ନିଷ୍ପାପ ଶିଶୁର ଜୀବନ ଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା…

ବିଏମଡବ୍ଲ୍ୟୁରେ ଆସି ଦୋକାନ ସାମ୍ନାରୁ ନେଇଗଲେ ଫୁଲ କୁଣ୍ଡ, ଲୋକେ କହିଲେ… 

ନୂଆଦିଲ୍ଲୀ: ବିଏମଡବ୍ଲ୍ୟୁରେ ଆସି ଦୋକାନ ସାମ୍ନାରୁ ନେଇଗଲେ ଫୁଲ କୁଣ୍ଡ। ସୋସିଆଲ ମିଡିଆରେ ଏଭଳି ଏକ ଚୋରି ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ବିଏମଡବ୍ଲୁ ଚଲାଉଥିବା ଜଣେ ମହିଳା ଉତ୍ତରପ୍ରଦେଶର ନୋଏଡାସ୍ଥିତ ଏକ ଦୋକାନ ବାହାରେ ରଖାଯାଇଥିବା ଫୁଲ କୁଣ୍ଡକୁ ଚୋରି କରୁଥିବାର…

ପୁରୀ ସ୍ୱର୍ଗଦ୍ୱାରରେ ଏଣିକି ଗୋବର ଘଷିରେ ହେବ ଶବଦାହ

ଭୁବନେଶ୍ୱର: ଓଡିଶା ସରକାର ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ପାଇଁ ଜାଳେଣି କାଠ ବଦଳରେ ଗୋବର ଘଷି ବ୍ୟବହାର ଉପରେ ଚିନ୍ତା କରୁଛନ୍ତି ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମଙ୍ଗଳବାର ସୂଚନା ଦେଇଛନ୍ତି। ଶବଦାହ କରିବା ପାଇଁ ଗୋବର ଭିତ୍ତିକ ଜୈବ ଇନ୍ଧନ…

ଆହୁରି ସଶକ୍ତ ହେବ ଅଗ୍ନିଶମ ବିଭାଗ; ରୋବଟ୍ ଲିଭାଇବ ନିଆଁ

ଭୁବନେଶ୍ବର: ଏଥର ଭୟଙ୍କର ନିଆଁ ଲିଭାଇବା ହେବ ସହଜ । ଯେଉଁ ସ୍ଥାନରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ପାରୁ ନାହାନ୍ତି ସେଠାରେ ଏବେ ନିଆଁ ଲିଭାଇବ ରୋବଟ୍ । ଓଡ଼ିଶାରେ ପ୍ରଥମ ଥର ପାଇଁ ନିଆଁ ଲିଭାଇବା କାର୍ଯ୍ୟାରେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ରୋବଟକୁ ବ୍ୟବହାର କରାଯିବ । ଏହାର ନାଁ…

ଧନତେରାସରେ କାହିଁକି ଜଳାଯାଏ ଯମ ଦୀପ, ଜାଣନ୍ତୁ ଏହାର କାରଣ …

ଭୁବନେଶ୍ୱର: ଆଜି ପବିତ୍ର ଧନତେରାସ l ପବିତ୍ର ଧନତେରାସ ଅବସରରେ ଚଳଚଞ୍ଚଳ ଦିଲ୍ଲୀଠୁ ପଲ୍ଲୀ । ପ୍ରଥା ରହିଛି ଆଜିର ହିଁ ଦିନରେ ଏହି ସବୁ ଜିନିଷ କିଣିଲେ ଏହା ସାଙ୍ଗରେ ମା’ ଲକ୍ଷ୍ମୀ ଘର ଭିତରେ ବାସ କରନ୍ତି । ସମୃଦ୍ଧି ଆଉ ଖୁସି ଆଣେ ଏହି ସବୁ ଜିନିଷ । ଧନତେରାସକୁ ଧନତ୍ରୟୋଦଶୀ ବୋଲି…

ପୁଣି ଓଡ଼ିଶା ଆସିବ ଆଉ ୫ ବାଘୁଣୀ

ଭୁବନେଶ୍ବର: ପୁଣି ଓଡ଼ିଶା ଆସିବ ଆଉ ୫ ବାଘୁଣୀ । ନିକଟରେ ଶିମିଳିପାଳ ଅଭୟାରଣ୍ୟକୁ ମହାରାଷ୍ଟ୍ରର ତଡ଼ବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଗୋଟିଏ ବାଘୁଣୀ ଆସିଥିବାବେଳେ ଆଉ ୫ଟି ବାଘୁଣୀ ଆସିବେ । ପଳରେ ରାଜ୍ୟରେ ବାଘ ବଂଶ ବିସ୍ତାର ହେବ । ଖୁବଶୀଘ୍ର ମହାରାଷ୍ଟ୍ରରୁ ୫ଟି ବାଘୁଣୀ ଆସିବେ…

ଅଭିନବ ଆରୋରା କିଏ ? କାହିଁକି ତାଙ୍କୁ ହତ୍ୟା ଧମକ ଦେଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ନୂଆଦିଲ୍ଲୀ: ସଲମାନ ଖାନ ପରେ ଏବେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ହାବୁଡରେ ୧୦ ବର୍ଷୀୟ କୁନି ପ୍ରବଚକ ଅଭିନବ ଆରୋରା। ଅଭିନବଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ହତ୍ୟା ଧମକ ଦେଇଛି। ତାଙ୍କୁ ହତ୍ୟା ଧମକ ଦେଇଥିବା ଅଭିନବଙ୍କ ମାଆ ଥାନାରେ ଅଭିଯୋଗ କରିଛନ୍ତି। ମେସେଜ୍ ଯୋଗେ ହତ୍ୟା ଧମକ ମିଳିଥିବା…

ଅନେକ ଫ୍ଲପ ଫିଲ୍ମ ପରେ ମଧ୍ୟ କାହିଁକି ‘ସିଙ୍ଘମ୍ ଏଗେନ’ ପାଇଁ ଅର୍ଜୁନଙ୍କୁ ବାଛିଥିଲେ ରୋହିତ ….

ମୁମ୍ବାଇ: ଅନେକ ଫ୍ଲପ ଚଳଚ୍ଚିତ୍ର ପରେ ମଧ୍ୟ ସବୁବେଳେ ଚର୍ଚ୍ଚାରେ ଥିବା ଅଭିନେତା ଅର୍ଜୁନ କପୁରଙ୍କ କ୍ୟାରିୟର ଏବେ ସଫଳତାକୁ ଆଉ ଏକ ପାଦ ଆଗକୁ ବଢ଼ାଇଛି l 2012 ରେ ରିଲିଜ ହୋଇଥିବା 'ଇଶକଜାଦେ' ଚଳଚ୍ଚିତ୍ରରେ ସେ ପ୍ରଥମେ ଡେବ୍ୟୁ କରିଥିଲେ। ନିଜ କ୍ୟାରିୟରରେ ସେ ଅନେକ କଷ୍ଟ ସମୟ ମଧ୍ୟ…

ଶିଳ୍ପାଙ୍କ ଫଟୋ ଭାଇରାଲ ପ୍ରସଙ୍ଗ: ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିର ପରିସର ଭିତରେ ଶିଳ୍ପାଙ୍କ ଫଟୋ ଓ ଭିଡିଓ ଭାଇରାଲ ପ୍ରସଙ୍ଗରେ ସେବାୟତଙ୍କୁ ଗଲା ନୋଟିସ୍ । ଶିଳ୍ପାଙ୍କ ସହ ଫଟୋରେ ନଜର ଆସିଥିବା ମନ୍ଦିର ସୁପରଭାଇଜର ରାଜକିଶୋର ମହାପାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ନୋଟିସ୍ ଜାରି ହୋଇଥିବା ନେଇ…