Latest Odisha News

BREAKING NEWS

Yearly Archives

2024

ଦାମୀ ବ୍ୟାଗ ପାଇଁ ଟ୍ରୋଲ ହେଉଛନ୍ତି ଜୟା କିଶୋରୀ, ଜାଣନ୍ତୁ କେତେ ରହିଛି ଦାମ୍

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଟ୍ରୋଲ୍ ହେଉଛନ୍ତି ପ୍ରବଚିକା ଜୟା କିଶୋରୀ। ଭାଇରାଲ ହୋଇଥିବା ଏକ ଭିଡିଓରେ ଜୟା କିଶୋରୀଙ୍କୁ ଏୟାରପୋର୍ଟରେ ଦେଖାଯାଇଛି। ଧଳା ଡ୍ରେସ୍ ପିନ୍ଧିଥିବା ଜୟା ନିଜ ଲଗେଜ ଓ ଏକ ପର୍ସ ସହ ନଜର ଆସିଛନ୍ତି ୲ ସୂଚନା ଅନୁଯାୟୀ ଜୟା କିଶୋରୀ ଏକ ବ୍ୟାଗ ସାଙ୍ଗରେ…

କାହିଁକି ଧନତେରାସରେ ସୁନା-ରୂପା-ଚାନ୍ଦି କିଣିବାକୁ ଶୁଭ ମଣାଯାଏ?

ଭୁବନେଶ୍ବର: ଆଜି ଧନତେରାସର ଅବସରରେ ମା’ ଧନଲକ୍ଷ୍ମୀଙ୍କ ସ୍ବାଗତ ପାଇଁ ଚଳଚଞ୍ଚଳ ଦିଲ୍ଲୀଠୁ ପଲ୍ଲୀ । ଆଜି ଦିନରେ ଚାନ୍ଦି ଏବଂ ସୁନା ରୂପର ଗହଣା, ବାସନ, ଝାଡୁ, ହଲ୍ଦି, ଧନିଆ ଆଦି କିଣିବାକୁ ଶୁଭ ମଣାଯାଏ । ପ୍ରଥା ରହିଛି ଆଜିର ହିଁ ଦିନରେ ଏହି ସବୁ ଜିନିଷ କିଣିଲେ ଏହା ସାଙ୍ଗରେ ମା’…

ମୋମୋ ନେଲା ମହିଳାଙ୍କ ଜୀବନ, ୨୦ ଜଣ ଅସୁସ୍ଥ

ହାଇଦ୍ରାବାଦ: ବ୍ୟସ୍ତ ବହୁଳ ଜୀବନରେ ଆଜିକାର ପିଢି ଅଧିକ ଫାଷ୍ଟଫୁଡ ଉପରେ ନିର୍ଭରଶୀଳ। ସନ୍ଧ୍ୟା ହେବା ମାତ୍ରେ ଷ୍ଟ୍ରିଟ୍ ଫୁଡ୍ ଖାଇବାକୁ ବାହାରି ଯାଆନ୍ତି। ଏଥିରେ ସ୍ଵାସ୍ଥ୍ୟ କଥା କେହି ଚିନ୍ତା କରନ୍ତିନି। ଫାଷ୍ଟଫୁଡ ନାଁ ଶୁଣିଲେ ଅଧିକାଂଶ ଲୋକଙ୍କ ପାଟିରୁ ଲାଲ ବୋହି ଆସେ। ଏଥିରେ ମୋମୋ…

ଉଇକିପିଡ଼ିଆ ଏବଂ ଏଏନଆଇ ବିବାଦ: ଖୁବଶୀଘ୍ର ସବିଶେଷ ତଥ୍ୟ ଦେବ ଉଇକିପିଡ଼ିଆ

ନୂଆଦିଲ୍ଲୀ: ଉଇକିପିଡ଼ିଆ ଏବଂ ଏଏନଆଇ ମଧ୍ୟରେ ଚାଲିଥିବା ମାନହାନି ମାମଲାରେ ଗତକାଲି ଉଇକିପିଡ଼ିଆ ଦିଲ୍ଲୀ ହାଇକୋର୍ଟଙ୍କୁ କହିଛି ସେ ଖୁବ ଶୀଘ୍ର ଏସିଆନ ନ୍ୟୁଜ୍ ଇଣ୍ଟରନ୍ୟାସନାଲ (ANI) ବିଷୟରେ ପୃଷ୍ଠା ସମ୍ପାଦନା କରୁଥିବା ଉପଭୋକ୍ତାମାନଙ୍କ ବିଷୟରେ ସୂଚନା ପ୍ରଦାନ କରିବ। ନ୍ୟୁଜ…

ବାତ୍ୟା ‘ଦାନା’ ପରେ ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ମୟୂରଭଞ୍ଜ: ବାତ୍ୟା ‘ଦାନା’ କାରଣରୁ ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି ବନ୍ଦ କରାଯାଇଥିବା ଶିମିଳିପାଳ ଅଭୟାରଣ୍ୟକୁ ଆଜିଠୁ ପୁଣି ଖୋଲିଦିଆଯାଇଛି । ଫଳରେ ପୁଣି ଥରେ ଶିମିଳିପାଳରେ ପର୍ଯ୍ୟଟକଙ୍କ ସମାଗମ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ବାତ୍ୟା ‘ଦାନା’ କାରଣରୁ ଅକ୍ଟୋବର ୨୩ ତାରିଖରୁ…

କାଲି ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ, ଜାଣନ୍ତୁ କେଉଁ ସମୟରେ….

ପୁରୀ: ଆସନ୍ତାକାଲି ୫ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ । ଆସନ୍ତାକାଲି ଅର୍ଥାତ୍ ୩୦ ତାରିଖ ବୁଧବାର ଦିନ କାର୍ତ୍ତିକ ମାସ କୃଷ୍ଣ ତ୍ରୟୋଦଶୀ ତିଥି । ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକଲାଗି ଏକ ଗୁପ୍ତସେବା ହୋଇଥିବାରୁ ଏଥିପାଇଁ ଏହି ସମୟରେ…

ଲିଙ୍ଗରାଜ ମନ୍ଦିର ପରିସରରେ ଶିଳ୍ପାଙ୍କ ଫଟୋ ପ୍ରସଙ୍ଗ: ଗୁରୁତର ତ୍ରୁଟି ବୋଲି କହିଲେ ବିଧାୟକ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ପରିସରରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫଟୋ ଭାଇରାଲ ପ୍ରସଙ୍ଗ l ଏହା ଗୁରୁତର ତ୍ରୁଟି ବୋଲି କହିଲେ ଭୁବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂ l ଯେଉଁମାନେ ନିୟମ ଉଲ୍ଲଙ୍ଘନ କରିଛନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେଉ ବୋଲି କହିଲେ ବିଧାୟକ l…

୩୦ ଘଣ୍ଟା ହେଲା ପଡିରହିଛି ଶବ: ଶେଷକୃତ୍ୟ ପାଇଁ ମିଳୁନି ଜାଗା

ନବରଙ୍ଗପୁର: ୩୦ ଘଣ୍ଟା ହେଲା ଘର ଭିତରେ ପଡିରହିଛି ଶବ । ଦୁର୍ଗନ୍ଧ ହେବା ବି ଆରମ୍ଭ ହେଲାଣି । ହେଲେ ଟିକିଏ ଜାଗା ମିଳୁନି ଶବ ଦାହ କରିବା ପାଇଁ । ଗ୍ରାମବାସୀ ତାଙ୍କ ଜିଦରେ ଅଟଳ, ଶେଷକୃତ୍ୟ ପାଇଁ ଗାଁ ଶ୍ମଶାନରେ ଦେବୁନାହିଁ ଜାଗା । ଏମିତି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ପୁଣି ସଲମାନ ଖାନ ଓ ଜିଶାନ ସିଦ୍ଦିକଙ୍କୁ ମିଳିଲା ହତ୍ୟା ଧମକ

ମୁମ୍ବାଇ: ଅଭିନେତା ସଲମାନ ଖାନ ଏବଂ ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକଙ୍କୁ ପୁଣିଥରେ ହତ୍ୟା ଧମକ ଦିଆଯାଇଛି। ଏହି ଧମକପୂର୍ଣ୍ଣ କଲ ଜିଶାନ ସିଦ୍ଦିକିଙ୍କ ବାନ୍ଦ୍ରା ଇଷ୍ଟ ସ୍ଥିତ ଜନସମ୍ପର୍କ କାର୍ଯ୍ୟାଳୟକୁ ଆସିଛି। ପୋଲିସର ସୂଚନା ଅନୁସାରେ ଏହି ଧମକ ପୂର୍ଣ୍ଣ କଲ ଗତ ଶୁକ୍ରବାର…

ନଭେମ୍ବର ପ୍ରଥମ ସପ୍ତାହରୁ ରାଜ୍ୟରେ ବଢିବ ଶୀତ

ଭୁବନେଶ୍ବର: ଚାଲି ଯାଇଛି ବାତ୍ୟା ‘ଦାନା’ । ହେଲେ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ରପତ୍ତନଠାରୁ ୫.୮ କିମି ଊର୍ଦ୍ଧ୍ୱରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହି କ୍ରମଶଃ ଦକ୍ଷିଣ-ପଶ୍ଚିମ ଦିଗରେ ଅଗ୍ରସର ହେଉଛି । ଯାହାର ପ୍ରଭାବରେ…