Latest Odisha News

BREAKING NEWS

Yearly Archives

2024

ଆଜି ଓଡ଼ିଶାରେ ଶୁଭାରମ୍ଭ ହେବ ଆୟୁଷ୍ମାନ ଯୋଜନା

ଭୁବନେଶ୍ଵର: ଆଜିଠୁ ଓଡିଶାରେ ଆରମ୍ଭ ହେବ ଆୟୁଷ୍ମାନ ଯୋଜନା । ଭିସି ମାଧ୍ୟମରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ସାମିଲ ହେବେ ୭୦ ବର୍ଷରୁ ଅଧିକ ବୟସ୍କ । ୭୦ ବର୍ଷ ଉପରେ ଥିବା ସମସ୍ତ ଧନୀ ଗରିବ ସମସ୍ତଙ୍କୁ ମିଳିବ ଏହି ଚିକିତ୍ସା ସୁବିଧା । ୨୦୨୫ ମାର୍ଚ୍ଚ ସୁଦ୍ଧା ୧ କୋଟିଙ୍କୁ…

ଦିପାବଳୀରେ ବାଣ ଧୂଆଁରୁ ଆଖିକୁ ରକ୍ଷା ପାଇଁ ଆପଣାନ୍ତୁ ଏହି ୫ ଉପାୟ…

ଭୁବନେଶ୍ବର: ଦିପାବଳୀକୁ ଆଉ ମାତ୍ର ଦୁଇ ଦିନ ବାକି ଅଛି । ପ୍ରାୟ ସମସ୍ତେ ଏହି ପର୍ବ ପାଇଁ ପ୍ରସ୍ତୁତି କରିଥାନ୍ତି । ନିଜ ଘରକୁ ସଜେଇବା ସହ ସୁସ୍ୱାଦୁ ଖାଦ୍ୟ ରାନ୍ଧନ୍ତି । ପରସ୍ପରର ଘରକୁ ଯାଇ ଅଭିନନ୍ଦନ ଜଣାଇଥାନ୍ତି । ଏହା ସହିତ ଆଉ ଏକ ଜିନିଷ ଅଛି ଯାହା ଏହି ପର୍ବକୁ ଆହୁରି ସୁନ୍ଦର ସହ…

ଭୁବନେଶ୍ୱର ଆସି ବିବାଦରେ ଫଶିଲେ ଶିଳ୍ପା ସେଟ୍ଟୀ

ଭୁବନେଶ୍ୱର: ବିବାଦରେ ଫଶିଲେ ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ସୋମବାର ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ ଶିଳ୍ପା । ଏହି ସମୟ ମଧ୍ୟରେ ସେ ବାବା ଲିଙ୍ଗରାଜଙ୍କୁ ଦର୍ଶନ ପାଇଁ ଯାଇଥିଲେ । ଏହି ସମୟରେ ସେ ଶ୍ରୀଲିଙ୍ଗରାଜ ମନ୍ଦିର ଭିତରେ ଫଟୋ ଉଠାଇ…

ରୋଜଗାର ମେଳା, ୫୧ ହଜାର ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଅନୁଷ୍ଠିତ ହେବ ପ୍ରଧାନମନ୍ତ୍ରୀଙ୍କ ରୋଜଗାର ମେଳା । ଏଥର ରୋଜଗାର ମେଳାରେ ୫୧ ହଜାର ନବନିଯୁକ୍ତ ସରକାରୀ କର୍ମଚାରୀମାନଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ । ପୂର୍ବାହ୍ନ ସାଢେ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ନବ ନିଯୁକ୍ତ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର…

ଆଜି ଧନତେରାସ, ଗହଣା ଦୋକାନରେ ଜମିବ ଭିଡ, ଜାଣନ୍ତୁ କେତେ ରହିଛି ସୁନା ଦର

ଭୁବନେଶ୍ଵର: ଆଜି ହେଉଛି ଧନତେରାସ। ଆଉ ଆଜିଠୁ ଆରମ୍ଭ ହୋଇଥାଏ ଆଲୋକର ପର୍ବ ଦୀପାବଳି । ଶାସ୍ତ୍ର ଅନୁସାରେ ଧନତେରାସ ଦିନ ସମୁଦ୍ର ମନ୍ଥନ ସମୟରେ ଦେବତାଙ୍କ ଚିକିତ୍ସକ ଭଗବାନ ଧନ୍ବନ୍ତରୀ ଅମୃତ କଳସ ନେଇ ପ୍ରକଟ ହୋଇଥିଲେ। ଧନତେରାସ ଭଗବାନ ଧନ୍ବନ୍ତରୀଙ୍କ ପୂଜା ସହ ଧନ-ଧାନ୍ୟ ବର୍ଷା କରିବାର…

ସ୍କୁଲ ବସ ସହ ଯାତ୍ରୀବାହୀ ବସ ଧକ୍କା, ୧୦ ଛାତ୍ରୀ ଆହତ

କଟକ: କଟକ ଖାନନଗର ଟ୍ରାଫିକ ଛକରେ ଦୁର୍ଘଟଣା । ଆଜି ସକାଳେ ଏକ ସ୍କୁଲ ବସ୍‌ ସହ ଯାତ୍ରୀବାହୀ ବସ୍‌ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୧୦ ଜଣ ଛାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଯାତ୍ରୀବାହୀ ବସ ଟି ଫେରାର…

ମୋଦୀ ଏବଂ ଜିନପିଙ୍ଗ ବୈଠକରେ ମୁଖ୍ୟ ଭୂମିକା ତୁଲାଇଥିଲା ଋଷ!

ନୂଆଦିଲ୍ଲୀ: କଜାନରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଭେଟଘାଟ । ଉଭୟଙ୍କ ମଧ୍ୟରେ ହୋଇଥିବା ସକରାତ୍ମକ ବୈଠକକୁ ନେଇ ସୂଚନା ଦେଇଛନ୍ତି ରୁଷ ରାଷ୍ଟ୍ରଦୂତ ଡେନିସ ଅଲିପୋଭ । ପିଏମ ମୋଦୀ ଏବଂ ଜିନପିଙ୍ଗଙ୍ ମଧ୍ୟରେ ହୋଇଥିବା ବୈଠକରେ ଋଷ କୌଣସି ଭୂମିକା ଗ୍ରହଣ କରିନାହିଁ…

ଭୟଙ୍କର ବିଷାକ୍ତ ବାଣ ଧୂଆଁ: ହୋଇପାରେ ଆଖି ସମସ୍ୟା, ଜାଣନ୍ତୁ ..

ଭୁବନେଶ୍ୱର: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ଦୀପାବଳିରେ ଆଲୋକ ସାଙ୍ଗକୁ ଅଧିକାଂଶ ଲୋକ ବାଣ ଫୁଟେଇ ଖୁବ ଖୁସି ଅନୁଭବ କରିଥାନ୍ତି। ବିଭିନ୍ନ ପ୍ରକାରର ବାଣ ଆଖିକୁ ସୁନ୍ଦର ଦେଖ ଯାଉଥିଲେ ମଧ୍ୟ ସେଥିରୁ ବାହାରୁଥିବା ଧୂଆଁ ଆଖିର କ୍ଷତି କରିଥାଏ। ଏଥିରୁ ନିର୍ଗତ ଧୂଆଁରେ ଥିବା ରାସାୟନିକ…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି : ସଲୀମାଙ୍କ ନେତୃତ୍ୱରେ ଭାରତୀୟ ମହିଳା ଦଳର ଘୋଷଣା

ପାଟନା: ବିହାରର ନବ ନିର୍ମିତ ରାଜଗୀର ହକି ଷ୍ଟାଡିୟମରେ ୧୧ରୁ ୨୦ ନଭେମ୍ବର ପର୍ଯ୍ୟନ୍ତ ଏସିଆନ ମହିଳା ଚାମ୍ପିୟନ୍ସ ଟ୍ରଫି ଆୟୋଜିତ ହେବ । ଏଥିପାଇଁ ସଲୀମା ଟେଟେଙ୍କ ନେତୃତ୍ୱରେ ୧୮ ସଦସ୍ୟା ବିଶିଷ୍ଟ ଭାରତୀୟ ଦଳର ଘୋଷଣା କରାଯାଇଛି । ନବନୀତ କୌରଙ୍କୁ ଉପ ଅଧିନାୟିକା ନିଯୁକ୍ତ କରାଯାଇଛି ।…

ବନ୍ୟାରୁ ରକ୍ଷା ପାଇଁ ନୂଆ ଯୋଜନା, ଖର୍ଚ୍ଚ ହେବ ୨୦୦ କୋଟି

ଭୁବନେଶ୍ବର : ଅଧିକ ଜଳପ୍ରବାହ ଯୋଗୁ ରାଜ୍ୟର ତଳିଆ ଅଞ୍ଚଳରେ ସୃଷ୍ଟି ହେଉଥିବା ବନ୍ୟା ପରିସ୍ଥିତିକୁ ରୋକିବା ଉଦ୍ଦେଶ୍ୟରେ ସରକାର ଏକ ନୂଆ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନାରେ ୫ ବର୍ଷରେ ଖର୍ଚ୍ଚ କରାଯିବ ୨୦୦କୋଟି। ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଏହି ଅର୍ଥ ବହନ କରିବେ। ‘ବନ୍ଧ…