ହସପିଟାଲରୁ ୧୦୦ ହମାସ ଆତଙ୍କବାଦୀ ଗିରଫ
ଗାଜା: ହମାସକୁ ଟାର୍ଗେଟ କରୁଥିବା ଇସ୍ରାଏଲ ସେନାକୁ ମିଳିଛି ବଡ଼ ସଫଳତା । ଉତ୍ତର ଗାଜାର କମଲ ଅଦୱାନ ହସ୍ପିଟାଲରେ ଚଢ଼ାଉ କରିଛି ସେନା। ପ୍ରାୟ ୧୦୦ ସନ୍ଦିଗ୍ଧ ହମାସ ଆତଙ୍କବାଦୀଙ୍କୁ ଗିରଫ କରିଛି ଇସ୍ରାଏଲ ସେନା । ଏ ସଂପର୍କରେ ଇସ୍ରାଏଲ ସୁରକ୍ଷା ବାହିନୀ ସୋମବାର ସୂଚନା ଦେଇଛି।…