Latest Odisha News

BREAKING NEWS

Yearly Archives

2024

ପାଣିରେ ଏହି ଜିନିଷକୁ ମିଶାଇ ସ୍ନାନ କରନ୍ତୁ, ଝାଳ ଗନ୍ଧ ଦୂରାନ୍ତୁ

ଝାଳ ଶରୀରରେ ଏକ ପ୍ରାକୃତିକ ପ୍ରକ୍ରିୟା। କାରଣ ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ, ଯାହା ଚର୍ମକୁ ସୁସ୍ଥ ରଖେ ଏବଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। କିଛି ଲୋକଙ୍କର ଝାଳ ଯୋଗୁଁ ଶରୀରରୁ ଅଜବ ଦୁର୍ଗନ୍ଧର ସମସ୍ୟାର ସମ୍ମୁଖିନ ହୁଅନ୍ତି। ଏହା ପଛର କାରଣ ଝାଳ ନୁହେଁ ବରଂ…

ପୁଣି ସେନା ଗାଡ଼ି ଉପରେ ଆଖିବୁଜା ଗୁଳିମାଡ, ଆତଙ୍କବାଦୀ ଲୁଚି ରହିଥିବା ସୂଚନା

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଅଖନୁର ସେକ୍ଟରରେ ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। କିଛି ସନ୍ଦିଗ୍ଧ ଆତଙ୍କବାଦୀ ଆଜି ଏକ ଆର୍ମି ଗାଡ଼ି ଉପରକୁ ଗୁଳି ମାଡ଼ କରିଛନ୍ତି। ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ। ଜମ୍ମୁ କଶ୍ମୀର ପୁଲିସ ଏବଂ ସେନା ମିଳିତ ଭାବେ ସର୍ଚ୍ଚ ଅପରେସନକୁ…

କାଳୀପୂଜା ଓ ଦୀପାବଳୀ ଅମାବାସ୍ୟା ପାଳନ ନେଇ ଦ୍ବନ୍ଦ, ଜାଣନ୍ତୁ କେବେ ପାଳିବେ…

ପୁରୀ: ଚଳିତବର୍ଷ ପୁଣିଥରେ କାଳୀପୂଜା ଓ ଦୀପାବଳୀ ଅମାବାସ୍ୟା ପାଳନକୁ ନେଇ ଦ୍ବନ୍ଦ୍ୱ ଦେଖାଦେଇଛି । ଓଡିଶାରେ ଅକ୍ଟୋବର ୩୧ ତାରିଖ ଦିନ ରାତିରେ ଶ୍ୟାମାକାଳୀ ପୂଜା ଓ ନଭେମ୍ବର ୧ ତାରିଖ ଦିନ ପୟାଶ୍ରାଦ୍ଧ ଓ ଦୀପାବଳୀ ପାଳନ କରାଯିବ । ସାଧରଣତଃ ପ୍ରତ୍ୟୁଷ ଓ ପ୍ରଦୋଷ ସମୟକୁ ଭିତ୍ତି କରି…

ବଢିବ ସଡକ ସୁରକ୍ଷା: ନକଲି ହେଲମେଟ୍ ବିକ୍ରି ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଆଉ ଚାଲିବନି ନକଲି ହେଲମେଟ୍ । ଦେଶବାସୀଙ୍କ ସୁରକ୍ଷା ବୃଦ୍ଧିକୁ ନଜରରେ ରଖି ସରକାର ନିମ୍ନ ମାନର ହେଲମେଟ୍ ପ୍ରସ୍ତୁତ କରୁଥିବା କମ୍ପାନୀ ବିରୋଧରେ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଶିଳ୍ପ ମାନକ ପାଳନ ନକରିବାରୁ ୧୬୨ ଉତ୍ପାଦକଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି ।…

ଭୟଙ୍କର ହେଲାଣି ବାୟୁ ପ୍ରଦୂଷଣ: ୱାକ୍ କରିବା ପାଇଁ କେଉଁ ସମୟ ସର୍ବୋତ୍ତମ ?

ନୂଆଦିଲ୍ଲୀ: ଯେତେବେଳେ ବାୟୁରେ ମିଳୁଥିବା ବିଷାକ୍ତ କଣିକା ନିଶ୍ୱାସ ମାଧ୍ୟମରେ ମାନବ ଶରୀରରେ ପ୍ରବେଶ କରେ, ଏହା ଅନେକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ। ଦ୍ରୁତ ଗତିରେ ବଢୁଥିବା ପ୍ରଦୂଷଣ ଅନେକ ବିପଜ୍ଜନକ ରୋଗ ସୃଷ୍ଟି କରେ। ପ୍ରଦୂଷଣ ଅନେକ ଗମ୍ଭୀର ରୋଗକୁ ଆମନ୍ତ୍ରଣ କରିଥାଏ।…

ନଭେମ୍ବର ୧ରେ ବନ୍ଦ ରହିବ ୧୦୮ ଆମ୍ବୁଲାନ୍ସ ସେବା…

ଭୁବନେଶ୍ବର: ନଭେମ୍ବର ୧ରେ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ରଖିବେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ବନ୍ଦ ରହିବ ୧୦୮ ଆମ୍ବୁଲାନ୍ସ ସେବା । ଆନ୍ଦୋଳନରେ ବସିବେ ୬ ହଜାରରୁ ଅଧିକ ଆମ୍ବୁଲାନ୍ସ କର୍ମଚାରୀ । ମିଳିଥିବା ଖବର ଅନୁସାରେ, ଗ୍ରୀନ୍‌ ହେଲଥ୍‌ ସର୍ଭିସ ନାମକ ଏକ ଠିକା କମ୍ପାନୀ ଓଡ଼ିଶାରେ…

୫୦ହଜାର ଘରେ ବିଦ୍ୟୁତ୍ ସେବା ଠପ୍, ମୋବାଇଲ୍ ଚାର୍ଜ ପାଇଁ ଦେବାକୁ ପଡୁଛି ଏତିକି ଟଙ୍କା…

ଭୁବନେଶ୍ବର: ରାଜ୍ୟରେ ବାତ୍ୟା ଦାନା ରେ ପ୍ରଭାବିତ ଜିଲ୍ଲା ଗୁଡିକରେ ୫୦ରୁ ଅଧିକ ଘରେ ବିଦ୍ୟୁତ୍ ସେବା ଠପ୍ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାତ୍ୟା ପରବର୍ତ୍ତୀ ସ୍ଥିତିର ଅନୁଧ୍ୟାନ କରିବା ପରେ ରବିବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟର…

ଲୋକନୀତି ନିର୍ଦ୍ଧାରଣରେ ଲୋକଙ୍କ ଭାଗୀଦାରି ରହୁ: ଓମ୍‍ ବିର୍ଲା

ଭୁବନେଶ୍ୱର: ଦେଶ ଓ ରାଜ୍ୟରେ ସରକାର ଲୋକଙ୍କ ପାଇଁ ପ୍ରସ୍ତୁତ କରୁଥିବା ଲୋକନୀତିରେ ସାଧାରଣ ଲୋକଙ୍କ ଭାଗୀଦାରି ରହିବା ଉଚିତ। ଆଜି କିଟ୍‍ ସ୍କୁଲ୍‍ ଅଫ୍‍ ପବ୍ଲିକ୍‍ ପଲିସି ଉଦ୍‍ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି କହିଛନ୍ତି ଲୋକସଭା ବାଚସ୍ପତି ଓମ୍‍ ବିର୍ଲା।…

ଶ୍ରେଷ୍ଠ ସାର୍ବଜନୀନ ପରିବହନ ସୁବିଧା ଥିବା ସହର ପୁରସ୍କାର ଜିତିଲା ଭୁବନେଶ୍ୱର

ଭୁବନେଶ୍ୱର: କେନ୍ଦ୍ର ଆବାସ ଏବଂ ସହରାଞ୍ଚଳ ବ୍ୟାପାର ଏବଂ ଶକ୍ତି ମନ୍ତ୍ରୀ ମନୋହର ଲାଲ ଆଜି ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରରେ ତିନି ଦିନିଆ ସପ୍ତଦଶ ଅର୍ବାନ୍ ମୋବିଲିଟି ଇଣ୍ଡିଆ (ୟୁଏମ୍ଆଇ) ସମ୍ମିଳନୀ ଏବଂ ପ୍ରଦର୍ଶନୀ ୨୦୨୪ର ଉଦଯାପନୀ ଅଧିବେଶନକୁ ସମ୍ବୋଧିତ କରିବା ସହ…

ଧର୍ମେନ୍ଦ୍ରଙ୍କୁ ନେଇ ସନୀଙ୍କ ପୋଷ୍ଟ ପ୍ରଶଂସକଙ୍କୁ ପକାଇଲା ଚିନ୍ତାରେ

ମୁମ୍ବାଇ: ଦେଓଲ ପରିବାର ପ୍ରତି ଫିଲ୍ମ ପ୍ରଶଂସକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ରହିଛି । ନିକଟରେ ସନୀ ଦେଓଲ ସୋସିଆଲ ମିଡିଆରେ ବାପା ଧର୍ମେନ୍ଦ୍ରଙ୍କୁ ନେଇ ଏକ ପୋଷ୍ଟ କରିଥିଲେ । ଯାହାକୁ ନେଇ ପ୍ରଶଂସକଙ୍କ ମାନେ ଦ୍ୱନ୍ଦ୍ୱରେ ପଡି ଯାଇଥିଲେ । ଧର୍ମେନ୍ଦ୍ରଙ୍କ ଏକ ଫଟୋ ଶେୟାର କରି ସନୀ…