୧୮ତମ ଗୁରୁ ଦେବପ୍ରସାଦ ପୁରସ୍କାର ଉତ୍ସବ, ଓଡ଼ିଶୀ ଓ ଭାରତନାଟ୍ୟମ୍ ନୃତ୍ୟରେ ଦର୍ଶକ ମନ୍ତ୍ରମୁଗ୍ଧ
ଭୁବନେଶ୍ୱର: ତ୍ରିଧାରା ଦ୍ୱାରା ଆୟୋଜିତ ୧୮ତମ ଗୁରୁ ଦେବପ୍ରସାଦ ପୁରସ୍କାର ଉତ୍ସବ ଉଦ୍ଯାପିତ ହୋଇଯାଇଛି। ତ୍ରିଧାରା ଗତ ତିନି ଦଶନ୍ଧି ଧରି ବିଶ୍ୱର କୋଣ ଅନୁକୋଣରେ ଉତ୍ସବ, ସେମିନାର, ଶିକ୍ଷା କର୍ମଶାଳା, କୋରିଓଗ୍ରାଫି ଆଦି ଆୟୋଜନ କରି ଗୁରୁଜୀଙ୍କ ପରମ୍ପରାକୁ ବଜାଇ ରଖିଆସିଛି।
ଏହା…