Latest Odisha News

BREAKING NEWS

Yearly Archives

2024

ସଲମାନ କ୍ଷମା ମାଗିନିଅ, ନହେଲେ ଲରେନ୍ସ କେତେବେଳେ ମାରିଦେବ: ରାକେଶ ଟିକାୟତ

ନୂଆଦିଲ୍ଲୀ: କୃଷ୍ଣସାର ମୃଗ ଶିକାର ମାମଲାରେ ବିଷ୍ଣୋଇ ସମ୍ପ୍ରଦାୟକୁ କ୍ଷମା ମାଗିବାକୁ କୃଷକ ନେତା ରାକେଶ ଟିକାୟତ ସଲମାନ ଖାନଙ୍କୁ ନିବେଦନ କରିଛନ୍ତି। ଏଥିସହ ସେ ଅଭିନେତାଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି ସେ ତାହା ନକରନ୍ତି ତେବେ ତାଙ୍କୁ ପରିଣାମ ଭୋଗିବାକୁ ପଡିବ। ସେ ଆହୁରି…

ଅବାସ୍ତବିକ ଭଲପାଇବା: ସଫଳ ନହେବାରୁ ଜୀବନ ହାରିଲେ ନାବାଳକ

ନୂଆଦିଲ୍ଲୀ: ପ୍ରେମରେ ପ୍ରତାରଣା କିମ୍ବା ବିଫଳ ହେବା ପରେ ଜଣେ ନିଜର ଜୀବନ ହାରିବା କଥା ତ ଆପଣ ଶୁଣିଥିବେ । ସେମିତି ଜଣେ ୧୪ ବର୍ଷର ପୁଅକୁ ପ୍ରେମ ହେଲା, ପ୍ରେମ କେବେବି ମିଳିବନି ଜାଣିବା ପରେ ସେ ନିଜର ଜୀବନ ହାରିଦେଇଛି । ଆପଣ ଭାବୁଥିବେ ଏଥିରେ ନୂଆ କ’ଣ? ଆଜିକାଲିତ ଏଭଳି ଅନେକ ଘଟଣା…

ବାତ୍ୟା ‘ଦାନା’ରେ ପ୍ରଭାବିତ ହୋଇଛି ୧୦୮ ବ୍ଲକର ୧୬୭୧ ପଞ୍ଚାୟତ

ଭୁବନେଶ୍ଵର: ବାତ୍ୟା ପରର ସ୍ଥିତି ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା । ବାତ୍ୟା 'ଦାନା' ପ୍ରଭାବରେ ପ୍ରଭାବିତ ହୋଇଛି ୧୪ ଜିଲ୍ଲାର ୧୦୮ ବ୍ଲକର ୧୬୭୧ ପଞ୍ଚାୟତ । ସେହିପରି ୩୧ ସହରାଞ୍ଚଳର ୪୨୬ଟି ୱାର୍ଡ ବାତ୍ୟା ଯୋଗୁଁ ପ୍ରଭାବିତ ହୋଇଛି ବୋଲି କହିଛନ୍ତି ରାଜସ୍ବ…

ବିବାଦରେ ସାଇ ପଲ୍ଲବୀ, ଭାରତୀୟ ସେନାକୁ ନେଇ ଏଭଳି କହିଥିଲେ… 

ନୂଆଦିଲ୍ଲୀ: ଅଭିନେତ୍ରୀ ସାଇ ପଲ୍ଲବୀଙ୍କ ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଭାରତୀୟ ସେନା ଉପରେ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ସେ ଏବେ ବିବାଦରେ ରହିଛନ୍ତି। ସେ କହିଥିଲେ ଯେ ଭାରତୀୟ ସେନାକୁ ପାକିସ୍ତାନରେ ଆତଙ୍କବାଦୀ ଗୋଷ୍ଠୀ ଭାବରେ ଦେଖାଯାଉଛି। କିନ୍ତୁ…

କ୍ୟାରିୟରର ଖରାପ ଫର୍ମରେ କିଙ୍ଗ କୋହଲି

ପୁଣେ: ବିରାଟ କୋହଲି ୨୦୦୮ରେ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ । ସେବେଠାରୁ ସେ ଆଉ ପଛକୁ ଚାହିଁ ନାହାନ୍ତି । ତେବେ କିଙ୍ଗ କୋହଲି ଆଖ୍ୟା ପାଇଥିବା ଏହି ମହାନ ବ୍ୟାଟ୍ସମ୍ୟାନ ଏବେ କ୍ୟାରିୟରର ସବୁଠାରୁ ଖରାପ ଫର୍ମ ଦେଇ ଗତି କରୁଛନ୍ତିଚ ୨୦୦୮ରେ କୋହଲି ୫ଟି ମ୍ୟାଚ ଖେଳି ୩୧.୮୦…

ଚିନ୍ତା ବଢାଇଲା ଦିଲ୍ଲୀ ବାୟୁ ପ୍ରଦୂଷଣ, ଅଣନିଶ୍ଵାସୀ ରାଜଧାନୀବାସୀ

ନୂଆଦିଲ୍ଲୀ: ବିଷ ବଳୟରେ ଦିଲ୍ଲୀ ବାୟୁ। ପ୍ରଦୂଷଣ ଉପରେ ଲାଗୁନି ବ୍ରେକ୍‌। ଦିନକୁ ଦିନ ଏହା ବଢ଼ି ଚାଲିଛି। ଏବେଠାରୁ ଜହର ପାଲଟିଲାଣି ଦିଲ୍ଲୀ ବାୟୁ। ଯୁଆଡ଼େ ଦେଖିବ ସିଆଡ଼େ କେବଳ ଧୂଆଁ ଆଉ ଧୂଆଁ। ଫଳରେ ଲୋକେ ଅଣନିଶ୍ଵାସୀ ହେଲେଣି ରାଜଧାନୀବାସୀ। ଏବେଠାରୁ ନିଶ୍ୱାସ ନେବାକଷ୍ଟକର ହୋଇପଡ଼ିଛି।…

ଭାରତ-ଚୀନ୍ ଚୁକ୍ତି: ସଫଳତା ପଛରେ ସେନା ଏବଂ କୂଟନୀତିକୁ ଶ୍ରେୟ

ନୂଆଦିଲ୍ଲୀ: ଲାଇନ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ରେ ପାଟ୍ରୋଲିଂ ସମ୍ପର୍କରେ ଭାରତ ଏବଂ ଚୀନ୍ ମଧ୍ୟରେ ହୋଇଥିବା ଚୁକ୍ତିନାମା ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ସାମରିକ ତଥା ଦକ୍ଷ କୂଟନୀତିକୁ ଶ୍ରେୟ ଦେଇଛନ୍ତି। ଚୀନ୍‌ ଓ ଭାରତ ମଧ୍ୟରେ ଦୀର୍ଘ ୪ ବର୍ଷରୁ ଉର୍ଦ୍ଧ୍ୱ…

୨୦ ଲକ୍ଷ ଲୋକଙ୍କୁ ୬ ମାସ ଭିତରେ ମିଳିବ ଘର

ବାଲେଶ୍ବର: ୬ ମାସ ଭିତରେ ୨୦ ଲକ୍ଷ ଲୋକଙ୍କୁ ଘର ଦିଆଯିବ । ବାଲେଶ୍ବର ସୋରରେ ବାତ୍ୟା ପରର ସ୍ଥିତି ସମୀକ୍ଷା କରିବା ପରେ ଏଭଳି ମନ୍ତବ୍ୟ ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ । ତେବେ ବାତ୍ୟାରେ ଯେଉଁମାନଙ୍କ ଘର ଭାଙ୍ଗିଯାଇଛି ସେମାନଙ୍କୁ ସରକାରଙ୍କ ପକ୍ଷରୁ ପକ୍କାଘର…

ନିର୍ବାଚନ ଲଢିବ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ! ନାମାଙ୍କନ ପତ୍ର କିଣିଲା ଉତ୍ତର ଭାରତୀୟ ବିକାଶ ସେନା

ମୁମ୍ବାଇ: ନିର୍ବାଚନ ଲଢିବ କି ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ । ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ ପୂର୍ବରୁ ଉତ୍ତର ଭାରତୀୟ ବିକାଶ ସେନା ନାମକ ଏକ ରାଜନୈତିକ ଦଳ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ତରଫରୁ ନାମାଙ୍କନ ଦାଖଲ କରିବା ପାଇଁ ରିଟର୍ଣ୍ଣିଂ ଅଫିସରଙ୍କ ଠାରୁ ଫର୍ମ…

ମୋଦୀଙ୍କ ମନ କି ବାତ୍ ରେ ଛୋଟା ଭିମ୍ ଚର୍ଚ୍ଚା, ଜାଣନ୍ତୁ କଣ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମନ୍ କୀ ବାତ୍ କାର୍ଯ୍ୟକ୍ରମର ୧୧୫ ତମ ଏପିସୋଡରେ ଦେଶକୁ ସମ୍ବୋଧନ କରୁଛନ୍ତି ପିଏମ୍ ମୋଦୀ । କାର୍ଯ୍ୟକ୍ରମରେ ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ଆଗକୁ ଦୁଇ ମହାନ ବ୍ୟକ୍ତିଙ୍କ ୧୫୦ ତମ ଜନ୍ମ ଜୟନ୍ତି ଆସୁଛି । ଏହି ଅବସରରେ ମୋତେ ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥାନ…