ସାଇବର ଠକେଇକୁ ନେଇ ମୋଦିଙ୍କ ମନ୍ତ୍ରଣା, କହିଲେ ଏହି ନମ୍ବରକୁ କଲ୍ କରି ଜଣାନ୍ତୁ…
ନୂଆଦିଲ୍ଲୀ: ଆଜି ‘ମନ କୀ ବାତ୍’ କାର୍ଯ୍ୟକ୍ରମରେ ପୂରା ଦେଶକୁ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୧୫ତମ ‘ମନ କୀ ବାତ୍ କାର୍ଯ୍ୟକ୍ରମରେ ଆଜି ଆନିମେସନ, ଭୋକାଲ ଫର୍ ଲୋକାଲ, ଆତ୍ମନିର୍ଭର ଭାରତ ଏବଂ ସାଇଭର ଠକେଇ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ…