Latest Odisha News

BREAKING NEWS

Yearly Archives

2024

ବାଘ ନୁହେଁ ବଣଭୂଆଁ, ସ୍ପଷ୍ଟ କଲା ବନବିଭାଗ

ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରେ ନିକଟରେ ବାଘ ବୁଲୁଥିବାର ଯେଉଁ ଗୁଜବ ଉଠିଥିଲା, ସେନେଇ ସ୍ପଷ୍ଟିକରଣ ରଖିଛି ବନବିଭାଗ ଏହା କଲରାପତରିଆ ବାଘ ନୁହେଁ, ବଣଭୂଆଁ ନେଇ ସ୍ପଷ୍ଟ କରିଛି ବନ ବିଭାଗ । ତେବେ ରାତି ତମାମ ଖାନ୍ ତଲାସୀ ବେଳେ ଆଜି ଭୋର୍ ସମୟରେ କର୍ମଚାରୀମାନେ ଏକ ବଣଭୂଆଁ…

ଜମ୍ମୁରେ ପୁଣି ଯବାନଙ୍କୁ ସଫଳତା, ଆତଙ୍କବାଦୀଙ୍କ କ୍ୟାମ୍ପ ଧ୍ବଂସ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ପୁଣି ଯବାନଙ୍କୁ ମିଳିଲା ସଫଳତା। ଜମ୍ମୁକାଶ୍ମୀର ପୁଞ୍ଚରେ ଆତଙ୍କବାଦୀଙ୍କ କ୍ୟାମ୍ପ ଧ୍ବଂସ କଲେ ଯବାନ। ଘଟଣାସ୍ଥଳରୁ ପାକିସ୍ତାନୀ ବନ୍ଧୁକ ସହ ହାଣ୍ଡ ଗ୍ରେନେଡ୍‌ ମଧ୍ୟ ଜବତ କରାଯାଇଥିବା ବେଳେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏବେ ସର୍ଚ୍ଚ ଅପରେଶନ ଜାରି ରହିଛି।…

ଚିକିତ୍ସାଧୀନ ଅବସ୍ଥାରେ ଜଣେ ହବିଷ୍ୟାଳୀଙ୍କ ମୃତ୍ୟୁ

ପୁରୀ: ଜଣେ ହବିଷ୍ୟାଳୀଙ୍କ ମୃତ୍ୟୁ ହୋଇଛି। ବୃନ୍ଦାବତୀ ନିବାସରେ ରହୁଥିବା ରତ୍ନମଣୀ ମଙ୍ଗରାଜ ପ୍ରାୟ ୬୯ ବର୍ଷ ବୟସରେ ମୃତ୍ୟୁ ହୋଇଛି।   ସୂଚନା ଅନୁସାରେ ଆଜି ସକାଳ ସମୟରେ ଅସୁସ୍ଥତା କାରଣରୁ ତାଙ୍କୁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭକରାଯାଇଥିଲା। ସେ ଦୁର୍ବଳ ଅନୁଭବ କରିବ ସହିତ ପେଟ ଓ…

ତିନି ଯୁବକଙ୍କୁ ବନ୍ୟା ପାଣିରୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ବାଲେଶ୍ବର: ବାତ୍ୟା ପରେ ଲଗାଣ ବର୍ଷା ଯୋଗୁ ବାଲେଶ୍ବରରେ  ଜଳବନ୍ଦୀ ପରସ୍ଥିତି ସୃଷ୍ଟି ହୋଇଛି। ସୃଷ୍ଟି ହୋଇଥିବା ବନ୍ୟାରେ ବାଲେଶ୍ୱର ସହର ନିକଟ ଦହପଡ଼ାଠାରେ ବନ୍ୟା ପାଣିରେ ଭାସିଯାଇଥିବା ତିନି ଯୁବକଙ୍କୁ  ଉଦ୍ଧାର କରାଯାଇଛି। ଅଗ୍ନିଶମ ବାହିନୀ ଏକ ରବର ବୋଟ ସାହାଯ୍ୟରେ ସେମାନଙ୍କୁ…

ପାଟ୍ରୋଲିଂ ସମୟରେ ବିପୁଳ ବେଆଇନ ବାଣ ଜବତ କଲା ଜଟଣୀ ପୋଲିସ୍

ଭୁବନେଶ୍ୱର: ଜଟଣୀ ଅନ୍ତର୍ଗତ ଚର୍ଚ୍ଚ ପଡିଆ ମାର୍କେଟ କମ୍ପ୍ଲେକ୍ସ ନିକଟରୁ ଆଜି ଜବତ ହୋଇଛି ବିପୁଳ ପରିମାଣର ବେଆଇନ ବାଣ। ପାଟ୍ରୋଲିଂ ସମୟରେ ଜବତ କରିଛି ଜଟଣୀ ପୋଲିସ ଟିମ୍ ।  ସୂଚନା ଅନୁଯାୟୀ, ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର ଏକ ପାଟ୍ରୋଲିଂ ଟିମ ରାତ୍ରିକାଳୀନ…

ଇରାନ ଉପରେ ଇସ୍ରାଏଲର ପାଲଟା ଆକ୍ରମଣ

ନୂଆଦିଲ୍ଲୀ: ପାଲଟା ଆକ୍ରମଣ କରିଛି ଇସ୍ରାଏଲ। ୨୫ ଦିନ ପରେ ଇରାନ୍‌ ଉପରେ ପ୍ରତିଶୋଧ ମୂଳକ ହମ୍‌ଲା କରିଛି ଇସ୍ରାଏଲ। ଅକ୍ଟୋବର ୧ ତାରିଖରେ ଇରାନ୍‌ କରିଥିବା ହମ୍‌ଲାର ଜବାବ ଦେଇଛି ଇସ୍ରାଏଲ। ଭୋରୁ ଇରାନ୍‌ର ସୈନ୍ୟ ଆଡ୍ଡା ଉପରେ ହୋଇଛି ବୋମା ବର୍ଷା। ୧୦୦ ଯୁଦ୍ଧ ବିମାନରେ ଏୟାର ଷ୍ଟ୍ରାଇକ୍‌…

‘ଦାନା’ର ସଫଳ ମୁକାବିଲା ପାଇଁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ବାତ୍ୟା ଦାନାର ସଫଳ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରିବା ସହ ବାତ୍ୟା ମୁକବିଲାରେ ସହଭାଗୀ ହୋଇଥିବା ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି।  ସେ କହିଛନ୍ତି, ପ୍ରଭୁ ଜଗନ୍ନାଥଙ୍କ, ଅପାର କରୁଣାରୁ, ଆମ ରାଜ୍ୟ ଉପରୁ, ଏତେ ବଡ…

ଆରମ୍ଭ ହେଲା ମୃତ୍ତିକା ୨୦୨୪, ଅଂଶଗ୍ରହଣ କରିଛନ୍ତି ୩୦୦ ରୁ ଊର୍ଦ୍ଧ୍ଵ କାରିଗର

ଭୁବନେଶ୍ୱର: ସ୍ଥାନୀୟ ୟୁନିଟ୍-୩ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଆଜିଠାରୁ ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ମୃତ୍ତିକା-୨୦୨୪’ ଆରମ୍ଭ ହୋଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ  ଅରବିନ୍ଦ କୁମାର ପାଢୀ ଯୋଗ ଦେଇ…

ଆପାର୍ଟମେଣ୍ଟରେ ଲାଗିବ IP କ୍ୟାମେରା

ଭୁବନେଶ୍ୱର: ଆପାର୍ଟମେଣ୍ଟଗୁଡ଼ିକରେ ଚୋରି ରୋକିବାକୁ ଅଣ୍ଟା ଭିଡ଼ିଛି କମିଶନରେଟ ପୋଲିସ୍‌ । କଟକ ଓ ଭୁବନେଶ୍ୱରରେ ଥିବା ଆପାର୍ଟମେଣ୍ଟଗୁଡ଼ିକର ପ୍ରବେଶ ଓ ପ୍ରସ୍ଥାନ ସ୍ଥାନ ମାନଙ୍କରେ ଲାଗିବ IP କ୍ୟାମେରା। ଏହି କ୍ୟାମେରା ଲଗାଇବା ପାଇଁ ସମସ୍ତ ଆପାର୍ଟମେଣ୍ଟର ବାସିନ୍ଦା କଲ୍ୟାଣ ସଂଘଗୁଡ଼ିକୁ…

ଗୁଜୁରାଟର ୧୦ ହୋଟେଲକୁ ବୋମା ଧମକ

ରାଜକୋଟ: ଗୁଜୁରାଟର ରାଜକୋଟର ୧୦ଟି ହୋଟେଲକୁ ଇମେଲ ମାଧ୍ୟମରେ ବୋମା ଧମକ ମିଳିଛି। ଏହି ହୋଟେଲ ଗୁଡିକରେ ଇମ୍ପେରିଆଲ ପ୍ୟାଲେସ, ଗ୍ରାଣ୍ଡ ରେଜେନ୍ସି, ହୋଟେଲ ସାୟାଜୀ, ହୋଟେଲ ସିଜନ ଆଦି ରହିଛନ୍ତି୲ ଏହି ସମସ୍ତ ହୋଟେଲରେ ଯାଞ୍ଚ କଡାକଡି କରାଯାଇଥିବା ବେଳେ ବୋମା ସ୍କ୍ବାଡ୍ ଏବଂ ସନ୍ଧାନୀ…