Latest Odisha News

BREAKING NEWS

Yearly Archives

2024

ଜେଲରେ ଲରେନ୍ସ ବିଷ୍ଣୋଇର ଇଣ୍ଟରଭିୟ୍ୟୁ ଘଟଣା, ୭ ପୋଲିସ କର୍ମୀ ନିଲମ୍ବିତ

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ବିବାଦୀୟ ସାକ୍ଷାତକାର ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପଞ୍ଜାବ ସରକାର ଡିଏସପି ଗୁରୁଶର ସିଂ ସାନ୍ଧୁଙ୍କ ସମେତ ସାତ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି୲ ସୂଚନା ଅନୁଯାୟୀ, ୨୦୨୨ ମସିହା ଏପ୍ରିଲ୍ ମାସରେ ଖରାରର ସିଆଇଏ…

ଲାଗିରହିଛି ବର୍ଷା ବିତ୍ପାତ: ଆହୁରି ୩ ଦିନ ବନ୍ଦ ରହିବ ଶିମିଳିପାଳ

ମୟୂରଭଞ୍ଜ: ବାତ୍ୟା ଦାନା ପ୍ରଭାବରେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗରହିଛି। ତୁହାକୁ ତୁହା ବର୍ଷା ବନ୍ୟା ଆଶଙ୍କା ସୃଷ୍ଟି କଲାଣି। ପ୍ରବଳ ବର୍ଷା କାରଣରୁ କିଛି କିଛି ସ୍ଥାନରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଶିମିଳିପାଳ ଅଭୟାରଣ୍ୟରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଥିବାରୁ ଆଉ…

ବିପନ୍ନଙ୍କୁ କଟୁ କଥା କହି ୪ ସରକାରୀ ଅଧିକାରୀ ନିଲମ୍ବିତ

ଭୁବନେଶ୍ବର: ବାତ୍ୟା ସମୟରେ କାର୍ଯ୍ୟରେ ଅବହେଳା କାରଣରୁ ୪ ଜଣ ସରକାରୀ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ୩ ଜଣ ପିଇଓ ଓ ଜଣେ ଆରଆଇ । ଖବର ମୁତାବକ, ବାତ୍ୟା ଦାନାର ମୁକାବିଲା ସମୟରେ ୪ ଅଧିକାରୀ ନିଜ ଦାୟିତ୍ୱରେ ଖିଲାପ କରିବା ସହ ଲୋକଙ୍କୁ ଦୁର୍ବ୍ୟବହାର…

ବାଲେଶ୍ୱରରେ ବନ୍ୟା ସ୍ଥିତି, ୧୦ ଗାଁ ବିଚ୍ଛିନ୍ନ

ବାଲେଶ୍ୱର: ଚାଲି ଯାଇଛି ବାତ୍ୟା ଦାନା ହେଲେ ବେହାଲ କରିଦେଇଛି ଜନଜୀବନ । ଦାନା କାରଣରୁ ଲଗାଣ ବର୍ଷା ହେତୁ ବାଲେଶ୍ୱର ଜିଲ୍ଲାରେ ଉପୁଜିଛି ବନ୍ୟା ସ୍ଥିତି । ଜିଲ୍ଲାର ୧୦ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଯାଇଥିବା ଖବର ରହିଛି । ତେବେ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳରେ ପ୍ରବଳ…

ରାଜଧାନୀରେ ବାଘ ଆତଙ୍କ, ବିମାନବନ୍ଦର ନିକଟରେ ମିଳିଲା ପାଦ ଚିହ୍ନ

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦର ନିକଟରେ ବାଘ ଆତଙ୍କ । ଆଜି ସକାଳ ପ୍ରାୟ ୯ ଟା ୨୯ ମିନିଟ ବେଳକୁ ଭୁବନେଶ୍ୱର ବିମାନବନ୍ଦର ଡ୍ରଂପିଙ୍ଗୟାର୍ଡ ନିକଟରେ ଏକ ଭାଗ ବୁଲୁଥିବାର ସେଠି କାମ କରୁଥିବା କିଛି ଲୋକ ଦେଖିବାକୁ ପାଇଥିଲେ। ସ୍ଥାନୀୟ ଅଞ୍ଚଳରେ ଏହା ପରେ ଭୟର ବାତାବରଣ ସୃଷ୍ଟି…

ଆଇପିଏଲ ୨୦୨୪ ଖେଳିବା ନେଇ ସୂଚନା ଦେଲେ ଧୋନୀ

ଚେନ୍ନାଇ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଚଳିତ ବର୍ଷ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗରେ ଖେଳିବା ନେଇ ସୂଚନା ଦେଇଛନ୍ତି । ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ମୁଁ ଆଉ କିଛି ବର୍ଷ କ୍ରିକେଟକୁ ଉପଭୋଗ କରିବାକୁ ଚାହୁଁଛି । ଚେନ୍ନାଇ ସୁପର କିଙ୍ଗସକୁ ଧୋନୀ ଏ…

ଓଡି଼ଶାର ୬ ଜିଲ୍ଲାରେ ବନ୍ଦ ରହିଛି ବିଦ୍ୟାଳୟ

ଭୁବନେଶ୍ୱର: ବାତ୍ୟା 'ଦାନା' ଯୋଗୁ ରାଜ୍ଯର ୬ଟି ଜିଲ୍ଲାରେ ବିଦ୍ୟାଳୟ ଛୁଟିକୁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ପ୍ରଶାସନ। ଖରାପ ପାଗ ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦ୍ରାପଡା ଏବଂ କେନ୍ଦୁଝର ଜିଲ୍ଲାରେ ବିଦ୍ୟାଳୟଗୁଡ଼ିକୁ ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତ୍ତି…

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ନନ୍ଦନକାନନ

ଭୁବନେଶ୍ୱର: ସ୍ଵାଭାବିକ ହେଲା ନନ୍ଦନକାନନ ବୁଲା। ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ନନ୍ଦନକାନନ। ବାତ୍ୟା ଦାନା ପାଇଁ ଗତ ୨୪, ୨୫ ଦୁଇଦିନ ନନ୍ଦନକାନନ କର୍ତ୍ତୁପକ୍ଷଙ୍କ ପକ୍ଷରୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଥିଲା। ଉଭୟ ଜୀବଜନ୍ତୁ ଓ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି…

ଦାନା ପ୍ରଭାବରେ ଲଗାଣ ବର୍ଷା: ବେହାଲ ହେଲାଣି ପରିସ୍ଥିତି

ଭୁବନେଶ୍ୱର: ବାତ୍ୟା ଦାନା ପ୍ରଭାବରେ ଏବେ ଡରାଇଲେଣି ରାଜ୍ୟର ପ୍ରମୁଖ ନଦୀ। ଲଗାଣ ବର୍ଷାରେ ଏବେ ପୂରି ଉଠିଲାଣି ନଦୀ ନାଳ। ଏମିତିକି ରାସ୍ତାରେ ଚାଲିଲାଣି ଆଣ୍ଠୁଏ ପାଣି। ବାତ୍ୟା କିଛି ମାତ୍ର ତଳିଥିବ ବେଳେ ଏବେ ଦାଉ ସାଧୁଛି ବର୍ଷା।ଗୋଟେ ପଟେ ବର୍ଷା ପାଣି ଅନେକ ଲୋକଙ୍କ ଘରେ ପଶିଥିବା…

ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଘୋଷଣା ହେଲା ଭାରତୀୟ ଦଳ

ନୂଆଦିଲ୍ଲୀ: ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳର ଘୋଷଣା କରାଯାଇଛି । ୫ ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଦଳରେ ୧୮ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି । କୁଲଦୀପ ଯାଦବଙ୍କ ବିଶ୍ରାମ ଦିଆଯାଇଥିବା ବେଳେ ୱାଶିଂଟନ…