୧ ରନରେ ପଡିଲା ୮ ୱିକେଟ
ପର୍ଥ: ପର୍ଥର ୱାକା ଗ୍ରାଉଣ୍ଡରେ ଅନୁଷ୍ଠିତ ଅଷ୍ଟ୍ରେଲିଆର ଏକ ଘରୋଇ କ୍ରିକେଟ ପ୍ରତିଯୋଗିତାରେ ମାତ୍ର ୧ ରନରେ ୮ ଟି ୱିକେଟ ପଡିଛି । ତାସମାନିଆ ବିପକ୍ଷରେ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ୨ ୱିକେଟ ବିନିମୟରେ ୫୨ ରନ କରି ବ୍ୟାଟିଂ କରୁଥିଲା । ଏହା ପରେ ନାଟକୀୟ ଢ଼ଙ୍ଗରେ ୱିକେଟର ପତନ ଘଟିବାକୁ…