Latest Odisha News

BREAKING NEWS

Yearly Archives

2024

ବାତ୍ୟା ସମୟରେ ପ୍ରବଳ ବର୍ଷା ଯୋଗୁଁ ୧୬ ଜିଲ୍ଲାରେ ବନ୍ୟା ଆଶଙ୍କା

ଭୁବନେଶ୍ୱର: ସମୁଦ୍ରରୁ ବଳ ଗୋଟାଇ ଉପକୂଳ ଅଭିମୁଖେ ପ୍ରବଳ ବେଗରେ ମାଡି ଆସୁଛି ବାତ୍ୟା ‘ଦାନା’ । ସଦ୍ୟ ସୂଚନା ଅନୁଯାୟୀ ଏହା ଏବେ ପାରାଦ୍ୱୀପ ଠାରୁ ୧୦୦ କିଲୋମିଟର ଏବଂ ଧାମରା ଠାରୁ ୧୩୦ କିଲୋମିଟର ଦୂରରେ ରହିଛି । ଯାହାର ପ୍ରଭାବ ଅନେକ ଜିଲ୍ଲାରେ ଦେଖାଯିବା ଆରମ୍ଭ ହୋଇଯାଇଛି ।…

ବାତ୍ୟା ସମୟରେ ନେଟୱର୍କ ସିଷ୍ଟମ ଉପରେ ବଡ ସୂଚନା ଦେଲେ ମନ୍ତ୍ରୀ

ଭୁବନେଶ୍ୱର: ସ୍ଥଳଭାଗକୁ ମାଡି ଆସୁଛି ବାତ୍ୟା ‘ଦାନା’ । ଏହାର ପ୍ରଭାବ ବର୍ତ୍ତମାନ ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳୁଛି । ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ ମଧ୍ୟ ବଢିବାରେ ଲାଗିଲାଣି । ତେବେ ଗୁରୁବାର ରାତି ୩ଟାରୁ ଶୁକ୍ରବାର ପୂର୍ବାହ୍ନ ଯାଏଁ ବାତ୍ୟାର ଲ୍ୟାଣ୍ଡଫଲ୍…

ଉପକୂଳ ମୁହାଁ ‘ଦାନା’, ପାରାଦ୍ୱୀପରୁ ମାତ୍ର ଏତିକି ଦୂରରେ ଅଛି…

ଭୁବନେଶ୍ବର: ଭୀଷଣ ବାତ୍ୟାର ରୂପ ନେଇ ଓଡ଼ିଶା ଉପକୂଳ ମୁହାଁ ହେଉଛି ‘ଦାନା’ । ପାରାଦୀପରୁ ଠାରୁ ଏବେ ୧୦୦ କିମି ଦୂରରେ ରହିଛି । ସେହିଭଳି ଧାମରାର ଦକ୍ଷିଣ ଓ ଦକ୍ଷିଣ-ପୂର୍ବରେ ୧୩୦ କିମି ଦୂରରେ ରହିଛି ଦାନା । ଆଜି ମଧ୍ୟରାତି ଓ କାଲି ସକାଳ ମଧ୍ୟରେ ଭିତରକନିକା ଓ ଧାମରା ମଧ୍ୟରେ ରାତି…

ଅଜବ ମ୍ୟାନେଜର, କହିଲେ ମୃତ୍ୟୁ ବ୍ୟତୀତ ଅନ୍ୟ କୌଣସି ବାହାନା ଚଳିବନି

ନୂଆଦିଲ୍ଲୀ: ଆମ ଜୀବନରେ ଅନେକ ଥର ଏମିତି ଘଟିଥାଏ ଯେ ଚାକିରି ଓ ସହକର୍ମୀମାନେ ମଧ୍ଯ ଭଲ ମିଳିଥାନ୍ତି କିନ୍ତୁ ମ୍ୟାନେଜର ସେପରି ନଥାନ୍ତି। ତୁମେ ଯେତେ ଭଲ କାମ କଲେ ମଧ୍ଯ ପ୍ରଶଂସା ମିଳି ନ ଥାଏ ୲ ବର୍ତ୍ତମାନ ସୋସିଆଲ ମିଡିଆରେ ସେହିଭଳି ଏକ ପୋଷ୍ଟ ଭାଇରାଲ୍ ହୋଇଛି। ଯାହାକୁ ପଢିବା ପରେ…

୫୦ ପଇସା ଫେରାଇଲାନି ପୋଷ୍ଟ ଅଫିସ୍, ଏବେ ଦେବ ୧୫ ହଜାର

ଚେନ୍ନାଇ: ଗ୍ରାହକଙ୍କୁ ୫୦ ପଇସା ନ ଫେରାଇବାରୁ କ୍ଷତିପୂରଣ ବାବଦରେ ଏକ ପୋଷ୍ଟ ଅଫିସକୁ ୧୫ ହଜାର ଟଙ୍କା ଫାଇନ ଦେବାକୁ ପଡିଛି। ଚେନ୍ନାଇର ଗିରୁଗମ୍ବାକ୍କମର ବାସିନ୍ଦା ମନସା ଡିସେମ୍ବର ୨୦୨୩ରେ ଚିଠି ପୋଷ୍ଟ କରିବାକୁ ପୋଲିଚାଲୁର ଡାକଘରକୁ ଯାଇଥିଲେ। ଡାକଘର ଫି ୨୯.୫୦ ଟଙ୍କା ଥିଲା…

ବାତ୍ୟା ‘ଦାନା’ ପାଇଁ ବନ୍ଦ ରହିବ ଧଉଳି ଶାନ୍ତି ସ୍ତୁପ

ଭୁବନେଶ୍ୱର: ବାତ୍ୟା 'ଦାନା' ପାଇଁ ଦୁଇ ଦିନ ଧଉଳି ଶାନ୍ତି ସ୍ତୁପ ପର୍ଯ୍ୟଟକ ମାନଙ୍କ ନିମନ୍ତେ ବନ୍ଦ ରହିବ। ସମ୍ଭାବ୍ୟ ବାତ୍ୟା ଦାନା ର ଗଭୀର ପ୍ରଭାବ ରେ ଜିଲ୍ଲାର ସମୁନ୍ଦ୍ର ଉପକୂଳ ଅଞ୍ଚଳ ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ପାଗ ଖରାପକୁ ଦୃଷ୍ଟିରେ ଆଖି ଆଗରେ ରଖି ଆଜି ଠାରୁ…

ଲୋକମାନେ ଆତଙ୍କିତ ନହୋଇ ପ୍ରଶାସନିକ ନିର୍ଦ୍ଦେଶାବଳୀକୁ ପାଳନ କରନ୍ତୁ: ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟା "ଦାନା" ର ମୁକାବିଲା ତଥା ଲୋକଙ୍କ ସୁରକ୍ଷା ପାଇଁ ସମସ୍ତ ପ୍ରକାର ପ୍ରଶାସନିକ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ନିମନ୍ତେ ସମୀକ୍ଷା କରିବା ସହ ଧାମରା ବନ୍ଦର ଗସ୍ତ କରିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଗତକାଲି ରାତିରେ ମନ୍ତ୍ରୀ ଶ୍ରୀ ସୂରଜ…

ଭୁବନେଶ୍ୱର ପରେ ଝାରସୁଗୁଡା ବିମାନବନ୍ଦରକୁ ବୋମା ଧମକ

ଝାରସୁଗୁଡା: ଭୁବନେଶ୍ୱରରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପରେ ଗୁରୁବାର ଦିନ ବୀର ସୁରେନ୍ଦ୍ର ସାଇ ବିମାନବନ୍ଦରକୁ ବୋମା ଧମକ ମିଳିଛି। ଇଣ୍ଡିଗୋ ଝାରସୁଗୁଡା-ବେଙ୍ଗାଲୁରୁ ବିମାନ (6E-128) ମଝି ଆକାଶରେ ଥିବା ବେଳେ ବୋମା ଧମକ ନେଇ ସୂଚନା ପାଇଥିଲା।  ଏହି ବିମାନ ଦିନ ୧୨ଟା…

‘ମୁସଲମାନମାନଙ୍କୁ ଭଲ ଚରିତ୍ରରେ ଦେଖାଯାଇ, ପଣ୍ଡିତମାନଙ୍କୁ ପରିହାସ କରାଯାଉଛି’

ମୁମ୍ବାଇ: ଭାରତରେ 'ଚକ୍ ଦେ! 'ଇଣ୍ଡିଆ' ଏକ ବହୁତ ଲୋକପ୍ରିୟ ଚଳଚ୍ଚିତ୍ର ଅଟେ । ଲୋକମାନେ ଏହି ଚଳଚ୍ଚିତ୍ରକୁ ବହୁତ ପସନ୍ଦ କରୁଥିବାବେଳେ ଏହାକୁ ସମାଲୋଚକମାନେ ମଧ୍ୟ ପ୍ରଶଂସା କରିଥିଲେ । ଶାହାରୁଖ ଖାନଙ୍କ ସହ କଳାକାରମାନଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଇଥିଲା । ବକ୍ସ ଅଫିସରେ ସଫଳ…