ପାଖେଇ ପାଖେଇ ଆସିଲାଣି ‘ଦାନା’: ପ୍ରଭାବରେ ରାଜଧାନୀରେ କାଚୁଛି ବର୍ଷା
ଭୁବନେଶ୍ୱର: ସ୍ଥଳଭାଗ ମୁହାଁ ହେବା ପୂର୍ବରୁ ନିଜର ପ୍ରଭାବ ଜାହିର କଲାଣି ବାତ୍ୟା ଦାନା। ଯେତେ ପାଖେଇ ପାଖେଇ ଆସୁଛି, ତାହାର ପ୍ରଭାବ ସେତିକି ଅନୁଭୂତ ହୋଇଛି। ସକାଳୁ ରାଜଧାନୀରେ ଏହାର ପ୍ରଭାବରେ ଝିପି ଝିପି ମେଘ ତୁହାକୁ ତୁହା ଲାଗିରହିଥିବା ବେଳେ ଏବେ ବର୍ଷାର ପରିମାଣ ବଢ଼ିଛି। ରାଜଧାନୀ…