Latest Odisha News

BREAKING NEWS

Yearly Archives

2024

ଅଟଳ ବିହାରୀ ବାଜପେୟୀଙ୍କୁ ମନେପକାଇ ଭାବବିହ୍ବଳ ହେଲେ ମୋଦି

ନୂଆଦିଲ୍ଲୀ: ଆଜି ହେଉଛି ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ ତମ ଜନ୍ମ ଜୟନ୍ତୀ । ଏନେଇ ତାଙ୍କୁ ମନେପକାଉଛି ସାରା ଦେଶ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ମନେ ପକାଇ ଭାବବିହ୍ବଳ…

ସାଣ୍ଟା କ୍ଲଜ ଲୁକରେ କେଜ୍ରିୱାଲ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଖ୍ରୀଷ୍ଟମାସ ପର୍ବ ଆନନ୍ଦ ଉଲ୍ଲାସ ସହିତ ପାଳନ କରାଯାଉଛି। ଭାରତର ବିଭିନ୍ନ ସ୍ଥାନରେ ଖ୍ରୀଷ୍ଟମାସ କାର୍ନିଭାଲ ଏବଂ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ ମଧ୍ଯ କରାଯାଉଛି। ଏହି ସମୟରେ ଆମ୍ ଆଦମୀ ପାର୍ଟି ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ…

ଯଦି ବିଶ୍ୱର ଜନସଂଖ୍ୟା ଅଧା ହୋଇଯାଏ ତେବେ କ’ଣ ହେବ?

ବିଶ୍ୱର ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଆମେରିକାର ଜନଗଣନା ବ୍ୟୁରୋ ଅନୁଯାୟୀ, ଜାନୁଆରୀ ୧, ୨୦୨୪ ସୁଦ୍ଧା ବିଶ୍ୱର ସମୁଦାୟ ଜନସଂଖ୍ୟା ୮.୦୨ ବିଲିୟନ ଥିଲା। କିନ୍ତୁ ପ୍ରଶ୍ନ ହେଉଛି ଯଦି ବିଶ୍ୱର ଜନସଂଖ୍ୟା ହଠାତ୍ ଅଧାକୁ କମିଯାଏ, ତେବେ ଏହା ଲାଭ ହେବ ନା ଅସୁବିଧା ହେବ? ଆଜି ଆମେ…

ପରଦାରେ ‘ବେବି ଜନ୍’; ଶୁଭେଚ୍ଛା ଜଣାଇଲେ ଥାଲାପତି ବିଜୟ 

ମୁମ୍ବାଇ: ବରୁଣ ଧୱନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ବେବି ଜନ୍ ଆଜି ଅର୍ଥାତ୍ ଡିସେମ୍ବର ୨୫ରେ ମୁକ୍ତିଲାଭ କରିଛି। ଏହା ୨୦୧୬ରେ ରିଲିଜ ହୋଇଥିବା ତାମିଲ ଚଳଚ୍ଚିତ୍ର 'ଥେରି'ର ରିମେକ। ଯେଉଁଥିରେ ଥାଲାପତି ବିଜୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ​​ଏବଂ ଏଟଲି ଏହାର ନିର୍ଦ୍ଦେଶନା…

କୋର୍ଟରେ ଶୁଣାଣି ବେଳେ ହଠାତ୍ ଓକିଲଙ୍କ ଫାଇଲରୁ ବାହାରିଲା ବିଷାକ୍ତ ସାପ, ଆଉ ତାପରେ..

ମୁମ୍ବାଇ: ମହାରାଷ୍ଟ୍ରରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ମୁମ୍ବାଇର ଏକ କୋର୍ଟରେ ଶୁଣାଣି ବେଳେ ହଠାତ୍ ସାମ୍ନାକୁ ଆସିଲା ଏକ ସାପ। କୋର୍ଟରେ ଫାଇଲ ଗଦା ଭିତରୁ ଏକ ସାପ ବାହାରିବା ପରେ କୋର୍ଟ କୋଠରୀରେ ବିଶୃଙ୍ଖଳା ଦେଖାଦେଇଥିଲା। କୋର୍ଟ କୋଠରୀରେ ଉପସ୍ଥିତ ଥିବା ସମସ୍ତେ ସାପକୁ ଭୟ କରି…

ଇଏସଆଇସି ଆଇଟି ସିଷ୍ଟମକୁ କଲା ଅପଗ୍ରେଡ୍ ; ଲୋକମାନେ ଉନ୍ନତ ସ୍ୱାସ୍ଥ୍ୟସେବା ପାଇବେ

ନୂଆଦିଲ୍ଲୀ: କୋଟିଏ କର୍ମଚାରୀଙ୍କ ପାଇଁ ବଡ ଖବର, ସେମାନେ କିପରି ଉପକୃତ ହେବେ ଜାଣନ୍ତୁ । ESIC (କର୍ମଚାରୀଙ୍କ ରାଜ୍ୟ ବୀମା ନିଗମ) ଅଧୀନରେ ଥିବା କୋଟି କୋଟି କର୍ମଚାରୀଙ୍କ ପାଇଁ ଏକ ବଡ ଖୁସି ଖବର ଆସିଛି | କର୍ମଚାରୀମାନେ ପୂର୍ବ ଅପେକ୍ଷା ବର୍ତ୍ତମାନ ଉନ୍ନତ ସ୍ଵାସ୍ଥ୍ୟ ସୁବିଧା ପାଇବେ |…

ନକାରାତ୍ମକ ଚିନ୍ତାଧାରା ଛାଡନ୍ତୁ, ନୂତନ ବର୍ଷରୁ ପୁଣି କିଛି ନୂଆ ଆରମ୍ଭ କରନ୍ତୁ

ନକାରାତ୍ମକ ଚିନ୍ତାଧାରା ଯୋଗୁଁ ଚାପ ବହୁତ ବଢିଥାଏ ଏବଂ ପ୍ରତିଯୋଗିତାରେ ପରିପୂର୍ଣ୍ଣ ଏହି ଜୀବନରେ ଲୋକମାନେ ବ୍ୟକ୍ତିଗତ-ବୃତ୍ତିଗତ ସନ୍ତୁଳନ କରିବାବେଳେ ଏତେ ଚିନ୍ତିତ ହୁଅନ୍ତି ଯେ ସେମାନେ ସବୁକିଛି ବିଷୟରେ ଚିନ୍ତା କରିବା ଆରମ୍ଭ କରନ୍ତି। ପ୍ରତିଯୋଗିତାରେ ଆଗକୁ ବଢନ୍ତୁ କିମ୍ବା…

ଶରୀରରେ ଡିମେନ୍ସିଆ ରୋଗର ଦେଖାଯାଏ ଏହି ସବୁ ସଙ୍କେତ, କିପରି ଜାଣିବେ?

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ମାନସିକ ରୋଗ ବହୁତ ବୃଦ୍ଧି ପାଇଛି । ଡିମେନ୍ସିଆ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ । ଏହି ମସ୍ତିଷ୍କ ରୋଗ ବିଶେଷ ଭାବରେ ମାନସିକ ସ୍ବାସ୍ଥ୍ୟ ସହିତ ଜଡିତ, ଯେଉଁଥିରେ ଜଣେ ବ୍ୟକ୍ତିକୁ ମନେରଖିବା, ଭୁଲିଯିବା, ଚିନ୍ତା କରିବା, ଜିନିଷ ବୁଝିବା ଏବଂ ଧ୍ୟାନ ଦେବାରେ…

ଦିଲ୍ଲୀରେ କଂଗ୍ରେସର ଭିତିରି ଗେମ, ବିଜେପିକୁ ଫାଇଦା ! ଅଡୁଆରେ ଆପ୍

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବିଧାନସଭା ନିର୍ବାଚନକୁ ନେଇ ସବୁ ଦଳ ଆରମ୍ଭ କରିଛନ୍ତି କସରତ। ଆମ ଆଦମି ପାର୍ଟି ସବୁ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ବିଜେପି ନିର୍ବାଚନୀ ତାରିଖ ଘୋଷଣା ପୂର୍ବରୁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିବାକୁ ଲକ୍ଷ୍ୟ ରଖିଛି। ଦିଲ୍ଲୀରେ ଶାସକ ଦଳ ଆପ୍ ଓ ବିଜେପି…

ଭୁଲରେ ବି କରନ୍ତୁ ନାହିଁ ଏହି ଭୁଲ୍, ଫାଟିପାରେ ଆପଣଙ୍କ ମୋବାଇଲ

ଭୁବନେଶ୍ଵର: କିଛି ଦିନ ପୂର୍ବରୁ ହିମାଚଳ ପ୍ରଦେଶରେ ମୋବାଇଲ୍ ବ୍ୟାଟେରୀ ବିସ୍ଫୋରଣରେ ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଥିଲା। ରାଜ୍ୟରେ ଏହା ପ୍ରଥମ ଘଟଣା ଥିଲା। ଯଦିଓ ମୋବାଇଲ୍ ଫୋନ୍ ଆଜିକାଲି ଜୀବନର ଏକ ଅତ୍ୟାବଶ୍ୟକ ଅଂଶ ହୋଇପାରିଛି, ତଥାପି ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ । ବେଳେବେଳେ…