Latest Odisha News

BREAKING NEWS

Yearly Archives

2024

‘ଲରେନ୍ସ ବିଷ୍ଣୋଇକୁ ଏନକାଉଣ୍ଟରେ ଉଡେଇ ଦିଅ, ୧ କୋଟିରୁ ଅଧିକ ପୁରସ୍କାର ଦେବୁ’

ନୂଆଦିଲ୍ଲୀ: ଦିନକୁ ଦିନ ବଢିବାରେ ଲାଗିଛି ଲରେନ୍ସ ବିଷ୍ଣୋଇ ଗାଙ୍ଗର ପାଦ୍ରୁଭାବ । ପକେଟ ମାର୍, ଚୋରି ତସ୍କରିରୁ ନିଜର କଳାବଜାରୀ ଆରମ୍ଭ କରିଥିବା କରିଥିବା ଲରେନ୍ସ ଅଣ୍ଡର ଓ୍ବାର୍ଲ୍ଡର ଏକ ବଡ ନାମ ପାଟଲିଲାଣି । ବିଭିନ୍ନ ହାଇପ୍ରୋଫାଇଲ ମର୍ଡରରେ ନିଜକୁ ଖୁଲମ ଖୁଲା ଦାୟୀ କରୁଛି…

ଏହି ଗାଁ ଲୋକଙ୍କ ପାଇଁ ଜୋତା ନିଷେଧ, ଆଦୌ ପିନ୍ଧନ୍ତିନି ଚପଲ

ଚେନ୍ନାଇ: ଭାରତରେ ଏପରି ଅନେକ ଗ୍ରାମ ଅଛି ଯାହାର ନିଜର ଅନନ୍ୟ ପରମ୍ପରା ଏବଂ ରୀତିନୀତି ପାଇଁ ସେ ବେଶ୍ ଜଣାଶୁଣା। ଏହି ଗ୍ରାମଗୁଡିକ ମଧ୍ୟରୁ ଗୋଟିଏ ଏପରି ଗ୍ରାମ ଅଛି ଯେଉଁଠାରେ ଲୋକଙ୍କ ପାଇଁ ଜୋତା ପିନ୍ଧିବା ସମ୍ପୂର୍ଣ୍ଣ ନିଷେଧ। ଆପଣ ଏହା ଠିକ୍ ଶୁଣିଥିବେ, ଦକ୍ଷିଣ ଭାରତର ଏକ ଗାଁ ଅଛି…

ମିଳିଲା ହିଜବୁଲ୍ଲା ବଙ୍କର; ରହିଛି ୫୦୦ ନିୟୁତ ଡ଼ଲାରରୁ ଅଧିକ ସୁନା ଓ ଟଙ୍କା

ନୂଆଦିଲ୍ଲୀ: ହିଜବୁଲ୍ଲା ବଙ୍କର ଠାବ। ହିଜବୁଲକୁ ନେଇ ଏକ ବଡ଼ ଖୁଲାସା କରିଛି ଇସ୍ରାଏଲ। ଇସ୍ରାଏଲ ସେନା (ଆଇଡ଼ିଏଫ)ର ମୁଖ୍ୟ ମୁଖପାତ୍ର ରିୟର ଏଡ଼ମିରଲ ଡ଼େନିୟଲ ହାଗରୀ ଦାବି କରିଛନ୍ତି ଯେ, ହିଜବୁଲ ମୁଖ୍ୟ ହସନ ନସରଲ୍ଲାହଙ୍କୁ ଯେଉଁ ବଙ୍କରରେ ହତ୍ୟା କରାଯାଇଥିଲା ସେଠାରେ ବହୁ ମୂଲ୍ୟବାନ ଜିନିଷ…

୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡା: କ୍ରିକେଟ, ହକି, ବ୍ୟାଡମିଂଟନ, କୁସ୍ତି ହଟିଲା

ନୂଆଦିଲ୍ଲୀ: ଗ୍ଲାସଗୋରେ ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡା ଖେଳାଯିବ । ତେବେ ଏଥିରୁ ଆଶ୍ଚର୍ଯ୍ୟଜନକ ଭାବେ କ୍ରିକେଟ, ହକି, ବ୍ୟାଡମିଂଟନ, କୁସ୍ତି ଓ ଶୁଟିଂ ପରି ଲୋକପ୍ରିୟ ଖେଳକୁ ହଟେଇ ଦିଆଯାଇଛି । ଏପରିକି ଟେନିସ, ସ୍କ୍ୱାଶ ଓ ଟ୍ରାଏଥଲନ ପ୍ରତିଯୋଗିତାକୁ ମଧ୍ୟ ସାମିଲ କରାଯାଇ ନାହିଁ । ବଜେଟକୁ…

କ’ଣ ସତରେ ବିଷ୍ଣୋଇ ସମାଜର ମହିଳାମାନେ କୃଷ୍ଣସାର ମୃଗକୁ ପିଆନ୍ତି ନିଜ କ୍ଷୀର ….

ନୂଆଦିଲ୍ଲୀ: ଥର ଥର କରି ଏହାରି ଭିତରେ ଅନେକ ଥର ଅଭିନେତା ସଲମାନ ଖାନଙ୍କୁ ହତ୍ୟା କରିବାର ଧମକ ଦେଇ ଚାଲିଛି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ l ଏହାରି ଭିତରେ ସଲମାନ ଖାନଙ୍କ ପିତା ସଲିମ ଖାନଙ୍କ ଏକ ବିବୃତ୍ତି ଜାରି କରି ସଲମାନ କ’ଣ ପାଇଁ କ୍ଷମା ମାଗିବେ ବୋଲି ଯୁକ୍ତି କରିଛନ୍ତି l…

ଅକ୍ଟେବାର ୨୨: ଚନ୍ଦ୍ରକୁ ପଢିବାକୁ ପ୍ରଥମ ଥର ପାଇଁ ଅଣ୍ଟା ଭିଡିଥିଲା ଭାରତ

ନୂଆଦିଲ୍ଲୀ: ଆଜିର ଦିନରେ ହିଁ ପ୍ରଥମ ଥର ପାଇଁ ଚନ୍ଦ୍ରକୁ ପଢିବାକୁ ଯାତ୍ରା ଆରମ୍ଭ କରିଥିଲା ଭାରତ । ୨୦୦୮ ମସିହା ଅକ୍ଟୋବର ୨୨ ତାରିଖରେ ଭାରତର ପ୍ରଥମ ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-୧ ଚନ୍ଦ୍ର ଅଭିମୁଖେ ଉଡାଣ ଭରିଥିଲା । ଆଜି ସେହି ସଫାଳତାକୁ ୧୬ ବର୍ଷ ପୂରିଛି । ଏହି ସଫଳ ପ୍ରୟାସ…

କାଲିଠୁ ପ୍ରବଳ ବର୍ଷିବ; ସବୁ ବନ୍ଦରକୁ ୧ନଂ ବିପଦ ସଙ୍କେତ ଜାରି

ଭୁବନେଶ୍ବର: ଧୀରେ ଧୀରେ ଘନାଉଛି ସମ୍ଭାବ୍ୟ ବାତ୍ୟା ଦାନା । ଆଜି ସକାଳେ ସୁଦୃଶ୍ୟ ଲଘୁଚାପ ଅବପାତରେ ପରିଣତ ହୋଇଛି ।  ଏବେ ଏହା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି । ପରେ ଏହା ଗଭୀର ଅବପାତର ରୂପ ନେଇ ଆସନ୍ତାକାଲି ବାତ୍ୟାର ରୂପ ନେବ । ଏହି ବାତ୍ୟା ୨୪ ସକାଳ ଆଡକୁ…

କାଲି ସନ୍ଧ୍ୟାରୁ ବଦଳିବ ପାଗ, କିଛି ସ୍ଥାନରେ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ନେଇ ସୂଚନା ଦେଇଛି ପାଣିପାଗ ବିଭାଗ l ସେଥିପାଇଁ ୭ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ବିଭାଗ l ସେହିପରି ୧୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ବିଭାଗ l କାଲି ସନ୍ଧ୍ୟାରୁ ବଦଳିବ ପାଗ l କିଛି…

ପଞ୍ଜିକା କରିଥିଲା ଭବିଷ୍ୟବାଣୀ, ‘୧୯୯୯ ଭଳି ଭୟଙ୍କର ବାତ୍ୟା’

ଭୁବନେଶ୍ବର: ସତ ହେବାକୁ ଯାଉଛି ପଞ୍ଜିକାର ଭବିଷ୍ୟବାଣୀ। ଅକ୍ଟୋବରରେ ବଡ ବାତ୍ୟା ନେଇ ଖଡୀରତ୍ନ ପଞ୍ଜିକାରେ ହୋଇଛି ପୂର୍ବାନୁମାନ। ୨୦୨୪ ଅକ୍ଟୋବରରେ କିପରି ପୁଣି ଏକ ବଡ ବାତ୍ୟାର ସମ୍ମୁଖୀନ ହେବାକୁ ଯାଉଛି ଓଡିଶା ତାହା ପୁର୍ବରୁ ଉଲ୍ଲେଖ ହୋଇଛି ।  ରାଜ୍ୟର ଉପକୂଳ ଅଞ୍ଚଳ ପୁରୀ, କଟକ,…

ବିଷ ବଳୟରେ ଦିଲ୍ଲୀ-ଏନସିଆର ବାୟୁ, ଲାଗୁ ହେଲା ଜିଆରଏପି-୨

ନୂଆଦିଲ୍ଲୀ: ଦିନକୁ ଦିନ ଭୟଙ୍କର ହେଉଛି ଦିଲ୍ଲୀର ବାୟୁ ପ୍ରଦୂଷଣ। ବିଷ ବଳୟରେ ପୁରା ରାଜଧାନୀ ଦିଲ୍ଲୀ। ବିଷାକ୍ତ ବାୟୁରେ ଅସ୍ତବ୍ୟସ୍ତ ଦିଲ୍ଲୀବାସୀ। ଦୀପାବଳି ପୂର୍ବରୁ ଡରାଇଲାଣି ପ୍ରଦୂଷଣ। ଦାପାବଳି ବେଳକୁ ଦିଲ୍ଲୀର ବାୟୁ ସ୍ଥିତି ଅଧିକ ଖରାପ ହେବ। ରାଜଧାନୀ ଦିଲ୍ଲୀ ସବୁଠାରୁ ଅଧିକ ବାୟୁ…