Latest Odisha News

BREAKING NEWS

Yearly Archives

2024

ଜମ୍ମୁ-କଶ୍ମୀର ବିପକ୍ଷ ରୋମାଂଚକ ମ୍ୟାଚରେ ଓଡିଶା ହାତେଇଲା ୩ ପଂଏଟ

କଟକ: ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ଓଡିଶା-ଜମ୍ମୁ ଏବଂ କଶ୍ମୀର ରଣଜୀ ଟ୍ରଫି ଏଲିଟ ଗ୍ରୁପ ଏ ମ୍ୟାଚ ଡ୍ରରେ ସମାପ୍ତ ହୋଇଛି । ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ଓଡିଶା ୩ ପଂଏଟ ହାସଲ କରିବାରେ ସଫଳ ହୋଇଛି । ଜମ୍ମୁ ଏବଂ କଶ୍ମୀର ପ୍ରଥମେ ବ୍ୟାଟିଂ କରି ୨୭୦ ରନ ସଂଗ୍ରହ କରିଥିଲା । ଏହାର…

କାହିଁକି କୁହାଯାଏ ‘କୁମ୍ଭୀର କାନ୍ଦଣା’, ମିଛ କାନ୍ଦଣା….

ଭୁବନେଶ୍ବର: ଆମେମାନେ ପିଲାବେଳୁ ଏକ ରୂଢି ବାକ୍ୟ ଶୁଣି ଆସିଛେ, ଯାହା ହେଉଛି ‘କୁମ୍ଭୀର କାନ୍ଦଣା’ । ଅନେକ କଥାରେ ଲୋକେ କୁହନ୍ତି, ହେ ସେ କୁମ୍ଭୀର କାନ୍ଦଣା କାନ୍ଦୁଛି । ଅର୍ଥ, ମିଛରେ କାନ୍ଦୁଛି । ଅର୍ଥ ହେଲା କପଟୀର ଲୋକ ଦେଖା ପ୍ରଳାପ । ତେବେ କ’ଣ ଆପଣ ଜାଣନ୍ତି, କାହିଁକି ଏହାକୁ…

ସାଉଦି ଆରବରେ ହୋଇପାରେ ଆଇପିଏଲର ମେଗା ନିଲାମ

ମୁମ୍ବାଇ: ଆଇପିଏଲ ୨୦୨୫ ମେଗା ନିଲାମ ସାଉଦି ଆରବରେ ହୋଇପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଆସନ୍ତା ମାସ ୨୪ ଓ ୨୫ରେ ଏହି ନିଲାମ ପ୍ରକ୍ରିୟା ଆୟୋଜିତ ହେବ । ରିୟାଦ ସହରରେ ଆଇପିଏଲ ନିଲାମ କରିବା ପାଇଁ ବିସିସିଆଇ ବିଚାର କରୁଛି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି । ଅବଶ୍ୟ ବିଧିବଦ୍ଧ…

ପରିବାର ଖାତାରେ ଟିକେଟ୍

ନୂଆଦିଲ୍ଲୀ: କେଉଁଠି ବାପାଙ୍କ ଜାଗାରେ ଝିଅ, ବୋହୂ ତ କେଉଁଠି ସ୍ବାମୀଙ୍କ ଗଡ଼ରେ ସ୍ତ୍ରୀଙ୍କୁ ଟିକେଟ୍ । ମହାରାଷ୍ଟ୍ର, ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ହେଉ କି ଲୋକସଭା ନିର୍ବାଚନ ପରେ ଖାଲି ପଡିଥିବା ସିଟରେ ଉପନିର୍ବାଚନ । ପରିବାରରୁ ହିଁ ରାଜନୀତିର ଉତ୍ତରାଧିକାରୀ ବାଛୁଛନ୍ତି ଦଳ ।…

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ପରେ ଷ୍ଟାଲିନଙ୍କ ଅପିଲ୍, ସମୟ ଆସିଛି ୧୬ ସନ୍ତାନ ଜନ୍ମ କର

ଚେନ୍ନାଇ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ପରେ ବର୍ତ୍ତମାନ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଅଧିକ ସନ୍ତାନ ଜନ୍ମ ଉପରେ ଗୁରୁତ୍ବାରୋପ କରିଛନ୍ତି। ୧୬ରୁ ଅଧିକ ସନ୍ତାନ ଜନ୍ମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଲୋକଙ୍କୁ ନିବେଦନ କରିଛନ୍ତି।…

ସୀମାରେ ଚାଇନା ସହିତ ତୁଟିଲା ବିବାଦ, ଏଲଏସିରେ ହେଲା ପାଟ୍ରୋଲିଂ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି

ନୂଆଦିଲ୍ଲୀ: ଏଲଏସି ଉପରେ ବିବାଦକୁ ରୋକିବା କିମ୍ବା ହ୍ରାସ କରିବା ଦିଗରେ ଭାରତ ଏବଂ ଚୀନ୍ ଏକ ସକରାତ୍ମକ ପଦକ୍ଷେପ ନେଇଛି। ଲାଇନ୍ ଅଫ୍ ଆକ୍‌ଚୁଆଲ୍ କଣ୍ଟ୍ରୋଲ୍ (ଏଲଏସି) ରେ ପାଟ୍ରୋଲିଂ ସମ୍ପର୍କରେ ଦୁଇ ଦେଶ ମଧ୍ୟରେ ଏକ ଚୁକ୍ତିନାମା ହୋଇଛି। ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ…

ଦୀପାବଳି ପୂର୍ବରୁ ବିଗୁଡୁଛି ରାଜଧାନୀର ଏକ୍ୟୁଆଇ

ନୂଆଦିଲ୍ଲୀ: ଦିଲ୍ଲୀରେ ଦୀପାବଳିର ଏକ ସପ୍ତାହ ପୂର୍ବରୁ ବିଗିଡିଲାଣି ବାୟୁ ଗୁଣବତ୍ତା (ଏକ୍ୟୁଆଇ)। ସୋମବାର ଦିନ ବାୟୁ ଗୁଣବତ୍ତା 'ଅତ୍ୟନ୍ତ ନିମ୍ନଶ୍ରେଣୀ' କୁ ଖସି ଆସିଛି। ସଫାର-ଇଣ୍ଡିଆ ତଥ୍ୟ ଅନୁଯାୟୀ ରାଜଧାନୀର ଅନେକ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୦୦ରୁ ଅଧିକ…

କେଉଁ ଋତୁରେ ବେଶୀ ଖୁସି ନଜର ଆସନ୍ତି ଭାରତୀୟ?

ଭାରତରେ ବର୍ଷକୁ ୬ଟି ଋତୁ ଅନୁଭବ କରନ୍ତି। ଶୀତ, ଗ୍ରୀଷ୍ମ ଏବଂ ବର୍ଷା ଋତୁ ଭାରତୀୟଙ୍କ ମନୋବଳକୁ ପରିବର୍ତ୍ତନ କରିଥାଏ। କେତେବେଳେ ମନ ଅଧିକ ଖୁସି ରହେ ତ ଆଉ କେତେବେଳେ ମନ ଉଦାସ ମଧ୍ୟ ରହିଥାଏ। ଅର୍ଥାତ୍ ପାଣିପାଗ ବଦଳିଲେ ମନ ବି ପରିବର୍ତ୍ତନ ହୁଏ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠେ ଯେ…

ବାଲିଗୁଡ଼ାରେ ଟିକା ନେଇ ୫୦ରୁ ଉର୍ଦ୍ଧ୍ୱ ଅସୁସ୍ଥ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରେ ଅଘଟଣ। ଯକ୍ଷ୍ମା (ଟିବି)ରୁ ରକ୍ଷା ପାଇଁ ଦିଆଯାଉଥିବା ବିସିଜି ଟିକା ନେଇ ୫୦ରୁ ଉଦ୍ଧ୍ବ ବ୍ୟକ୍ତି ଅସୁସ୍ଥ ହୋଇପଡ଼ିଥିବା ଅଭିଯୋଗ ହୋଇଛି । ଟିକା ନେବାର ୨ ରୁ ୩ ଦିନ ଯନ୍ତ୍ରଣା ପରେ ଉକ୍ତ ସ୍ଥାନରେ ଘା’ ସଂକ୍ରମଣ ହୋଇ ଯାଉଥିବା ଜଣାପଡିଛି ।…

ଚର୍ଚ୍ଚାରେ ନିହତ ହମାସ ମୁଖ୍ୟଙ୍କ ପତ୍ନୀ, ୨୭ ଲକ୍ଷର ଦାମୀ ହ୍ୟାଣ୍ଡବ୍ୟାଗ ସହ ନଜର… 

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ପାଲେଷ୍ଟାଇନର ଗାଜା ସହରକୁ ଭଗ୍ନାବଶେଷରେ ପରିଣତ କରିଛି । ଗତ ଏକ ବର୍ଷ ଧରି ଚାଲିଥିବା ଯୁଦ୍ଧ ଏ ପର୍ଯ୍ୟନ୍ତ ବନ୍ଦ ହୋଇନଥିବା ବେଳେ ଅକ୍ଟୋବର ୭ ତାରିଖରେ ହମାସ ମୁଖ୍ୟ ୟାହୟା ସିନୱାର ନିହତ ହୋଇଛନ୍ତି । ତାଙ୍କ ମୃତ୍ୟୁ ପରେ ଇସ୍ରାଏଲ ୟାହୟା ସିନୱାରଙ୍କ…