Latest Odisha News

BREAKING NEWS

Yearly Archives

2024

ଲାଞ୍ଚ ନେଇ ଫସିଗଲେ ପୋଲିସ୍ ବାବୁ, ମାଡିବସିଲା ଭିଜିଲାନ୍ସ

ଖଣ୍ଡପଡା: ଲାଞ୍ଚ ନେଉଥିଲେ ପୋଲିସ୍ ଏସଆଇ । ମାଡିବସିଲା ଭିଜିଲାନ୍ସ । ମଦବେପାରୀଙ୍କ ଠାରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଖଣ୍ଡପଡା ଏସଆଇ ଶେଖ୍ ରେହମାନଙ୍କୁ ବାନ୍ଧିଛି ଭିଜିଲାନ୍ସ । ଭିଜିଲାନ୍ସ ପୋଲିସ୍ ବାବୁଙ୍କୁ ଗିରଫ କରିବା ସହ ଲାଞ୍ଚ ଟଙ୍କାତକ ଜବତ କରିଛି । ତେବେ…

ପ୍ରଥମ ଥର ପାଇଁ ମହିଳା ଟି୨୦ ବିଶ୍ୱକପ ଜିତିଲା ନ୍ୟୁଜିଲାଣ୍ଡ

ଦୁବାଇ: ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୩୨ ରନରେ ହରାଇ ନ୍ୟୁଜିଲାଣ୍ଡ ପ୍ରଥମ ଥର ପାଇଁ ମହିଳା ଟି୨୦ ବିଶ୍ୱକପ ଟାଇଟଲ ହାସଲ କରିଛି । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ୱିକେଟ ହରାଇ ୧୫୮ ରନ କରିଥିଲା । ବ୍ରୁକ ହେଲେଡେ…

ପୁଣି ବିଜେଡିକୁ ସୌମ୍ୟଙ୍କ କଡା କଟାକ୍ଷ, ‘ଅହଂକାର ବୁଡାଇଲା’

ବାଙ୍କୀ: ପୁଣି ବିଜେଡିକୁ ଶାଣିତ ଆକ୍ରମଣ କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ବିଜେଡି କାହିଁକି ହାରିଲା କାରଣ ଦର୍ଶାଇ କଟାକ୍ଷ କରି କହିଛନ୍ତି । ସୌମ୍ୟ କହିଛନ୍ତି, ବିଜେଡି କାହିଁକି ହାରିଛି କେହି ଆଲୋଚନା ପାଇଁ ପ୍ରସ୍ତୁତ ନାହାନ୍ତି । ଓଡିଶାବାସୀଙ୍କ ମନରେ ବିଜେଡିକୁ ବୁଦ୍ଧି ଶିଖାଇବା…

ବାତ୍ୟା ପାଇଁ ଅଣ୍ଟା ଭିଡିଲାଣି ପ୍ରଶାସନ, ଜଗତସିଂହପୁରରେ ବ୍ୟାପକ ପ୍ରସ୍ତୁତି

ଜଗତସିଂପୁର: ଆସୁଛି ବାତ୍ୟା ‘ଦାନା’ । ବାତ୍ୟା ଆସନ୍ତା ୨୩ ତାରିଖରେ ବାତ୍ୟା ସୃଷ୍ଟି ହୋଇ ୨୪ ତାରିଖ ସକାଳେ ଏହା ଓଡ଼ିଶା ଛୁଇଁବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ତେବେ ଏହି ସାମୁଦ୍ରିକ ଝଡ ଭୀଷଣ ବାତ୍ୟାର ରୂପ ନେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଯାହାକୁ ନେଇ ଆତଙ୍କିତ…

ମାଲ ବୋଝେଇ ଟ୍ରେନ ଲାଇନଚ୍ୟୁତ: କୋରାପୁଟ-କୋଥାଭାଲାସା ରେଳପଥରେ ରେଳ ଚଳାଚଳ ବନ୍ଦ

କୋରାପୁଟ: ପୁଣି ଲାଇନଚ୍ୟୁତ ହେଲା ମାଲ୍ ବୋଝେଇ ଟ୍ରେନ। କୋରାପୁଟ-କୋଥାଭାଲାସା ରେଳପଥରେ ରେଳ ଚଳାଚଳ ବନ୍ଦ। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର। ଏହି ଘଟଣାରେ ଗୋଟାଏ ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ରହିଛି। ଘଟଣାସ୍ଥଳରେ ରେଳ ବିଭାଗ କର୍ତ୍ତୃପକ୍ଷ ଓ ବୈଷୟିକ ଟିମ ପହଞ୍ଚି ଅନୁଧ୍ୟାନ କରୁଛନ୍ତି।…

ଝାଡଖଣ୍ଡରେ ବିଜେପିର ‘ସୁଭଦ୍ରା’ ଫର୍ମୂଲା: ‘ଗୋଗୋ ଦିଦି ଯୋଜନା’

ରାଞ୍ଚି: ଆଗକୁ ଝାଡଖଣ୍ଡ ନିର୍ବାଚନ । ସୋରେନ୍ ସରକାର ଏବଂ ବିଜେପି ମଧ୍ୟରେ ଛକାପଞ୍ଝା ଲାଗିରହିଛି । ଝାଡଖଣ୍ଡବାସୀଙ୍କ ବିଶ୍ବାସଭାଜନ ହେବାକୁ ଉଭୟ ନିଜ ନିଜର ରଣନୀତି ପ୍ରସ୍ତୁତ କରିଚାଲିଛନ୍ତି । ନିର୍ବାଚନ ପୂର୍ବରୁ ମହିଳା ଭୋଟରଙ୍କୁ ହାତେଇବା ପାଇଁ ସ୍ବତନ୍ତ୍ର କାର୍ଡ ଖେଲିଛି ବିଜେପି ।…

ସୃଷ୍ଟି ହେଲା ଲଘୁଚାପ: ୨୩ରେ ବାତ୍ୟା, ୨୪ରେ ପୁରୀ-ପାରାଦୀପ ମଝିରେ ଲ୍ୟାଣ୍ଡଫଲ୍!

ଭୁବନେଶ୍ୱର: ସୋମବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପ ପରିଣତ ହୋଇଛି। ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ୨୨ ତାରିଖରେ ଅବପାତ ରୂପ ନେବ। ଓଡିଶାରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା ଦାନା। ପୁରୀରୁ ପାରାଦୀପ ମଧ୍ୟରେ ଛୁଇଁପାରେ ସ୍ଥଳଭାଗ।…

ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ଜନସମ୍ପର୍କ ପଦଯାତ୍ରା, ଚାଲିଛି ସଭ୍ୟ ସଂଗ୍ରହ ଅଭିଯାନ

ଭୁବନେଶ୍ଵର: ଆଜିଠୁ ସାରା ରାଜ୍ୟରେ ବିଜେଡିର ଦ୍ଵିତୀୟ ପର୍ଯ୍ୟାୟ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହେବ। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଦ୍ଵିତୀୟ ପର୍ଯ୍ୟାୟ ପଦଯାତ୍ରା ଚାଲିବ। ଅକ୍ଟୋବର ୨ ‘ଗାନ୍ଧୀ ଜୟନ୍ତୀ’ ଠାରୁ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନସମ୍ପର୍କ ପଦଯାତ୍ରା…

୨୩ରେ ନାମାଙ୍କନ ଦାଖଲ କରିବେ ପ୍ରିୟଙ୍କା

ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆସନ୍ତା ୨୩ ତାରିଖରେ ୱାୟନାଡ ଲୋକସଭା ଆସନରୁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ନାମାଙ୍କନ ଦାଖଲ ବେଳେ ତାଙ୍କ ଭାଇ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଉପସ୍ଥିତ ରହିବେ। ପରେ ଉଭୟ ଏକ ରୋଡ ଶୋରେ ସାମିଲ ହେବେ। ସୂଚନା…

କେନ୍ଦୁଘାଟିରେ ଦୁର୍ଘଟଣା, ୨୦ ଫୁଟ ତଳକୁ ଓଲଟିଲା ଯାତ୍ରୀବାହି ବସ

ମୋହନା: ଗଜପତି ଜିଲ୍ଲା ମୋହନା ଥାନା ଲିଲିଗଡ଼ ନିକଟସ୍ଥ କେନ୍ଦୁଘାଟିରେ ଭୟଙ୍କର ଦୁର୍ଘଟଣା। ୨୦ ଫୁଟ ତଳକୁ ଓଲଟିଲା ଯାତ୍ରୀବାହି ବସ। ମାଲକାନଗିରି-ପୁରୀ ଜଗନ୍ନାଥ ବସ ଏବଂ ପିକଅପ୍ ଦୁର୍ଘଟଣା ଘଟିଛି। ପଛରୁ ଧକ୍କା ଦେଇଥିବା ବସ୍‌ର ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି। ଶ୍ରୀ…