ଆଜି ଲଘୁଚାପ ଓ ୨୩ରେ ବାତ୍ୟା: କେଉଁଠି କରିବ ଲ୍ୟାଣ୍ଡଫଲ୍ ?
ଭୁବନେଶ୍ୱର: ଆଜି ଲଘୁଚାପ କ୍ଷେତ୍ରରେ ପରିଣତ ହେବ ଘୂର୍ଣ୍ଣିବଳୟ। ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହୋଇ ଏହା ପଶ୍ଚିମ-ଉତ୍ତରପଶ୍ଚିମକୁ ଗତି କରିବ। ଏହା ପର୍ଯ୍ୟାୟକ୍ରମେ ୨୩ରେ ଅବପାତ ଏବଂ ବାତ୍ୟାର ରୂପ ନେବ ବୋଲି ପୂର୍ବାନୁମାନ କରିଛି ଆଇଏମଡି। ତେବେ ବାତ୍ୟାର ନାଁ…