Latest Odisha News

BREAKING NEWS

Yearly Archives

2024

କାହାର ଚ୍ୟବନପ୍ରାଶ୍ ଅଧିକ ପ୍ରଭାବଶାଳୀ; କୋର୍ଟରେ ଡାବର ଓ ପତଞ୍ଜଳି

ନୂଆଦିଲ୍ଲୀ: କାହାର ଚ୍ୟବନପ୍ରାଶ୍ ଅଧିକ ପ୍ରଭାବଶାଳୀ। ଯାହାକୁ ନେଇ ଚ୍ୟବନପ୍ରାଶ ବନାଉଥିବା ବହୁ ପୁରୁଣା କମ୍ପାନୀ ଡାବର୍ ଏବଂ ପତଞ୍ଜଳି ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ନିକଟରେ ପତଞ୍ଜଳି ଦ୍ୱାରା ପ୍ରକାଶ ପାଇଥିବା ଏକ ବିଜ୍ଞାପନକୁ ବିରୋଧ କରି ଡାବର୍ ଏକ ମାମଲା ରୁଜୁ କରିଛି।…

କାଜାଖସ୍ତାନରେ ବିମାନ କ୍ରାସ, ୭୦ ଯାତ୍ରୀ ରହିଥିଲେ

ଆକଟା: କାଜାଖସ୍ତାନର ଆକଟା ସହର ନିକଟରେ ବୁଧବାର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୭୦ ଯାତ୍ରୀ ଥିବା କୁହାଯାଉଛି। ଦୁର୍ଘଟଣା ପରେ ତୁରନ୍ତ ଜରୁରୀକାଳୀନ ସେବା ଘଟଣାସ୍ଥଳରେ ପହଞ୍ଚିଥିଲା। ବିମାନରେ ନିଆଁ ଲିଭାଇବା କାର୍ଯ୍ୟ ଜାରି ରହିଛି। ସୋସିଆଲ ମିଡିଆରେ ଏହି…

ଏ କି ଚମତ୍କାର! ଗୋଟିଏ କୁକୁଡ଼ା ଅଣ୍ଡାରୁ ବାହାରିଲା ଦୁଇଟି ଚିଆଁ, ଲୋକେ ଆଶ୍ଚର୍ଯ୍ୟ

ହାଇଦ୍ରାବାଦ: ଏହି ଦୁନିଆରେ ଅନେକ ଅଜବ ଜିନିଷ ଘଟିଥାଏ। ପ୍ରତିଦିନ କିଛି ନା କିଛି ନୂଆ ଜିନିଷର ସାମ୍ନାକୁ ଆସେ। ଏହି ଘଟଣାଗୁଡ଼ିକ ମଧ୍ୟରୁ କେତେକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଏପରି ଏକ ଘଟଣା ତେଲେଙ୍ଗାନାର ଆଦିଲାବାଦ ଜିଲ୍ଲାରୁ ସାମ୍ନାକୁ ଆସିଥିଲା। ଜିଲ୍ଲାର ସୋନାଲା ଗ୍ରାମରେ ଗୋଟିଏ…

ରାଜ୍ୟରେ ଆହୁରି ୨୪ ଘଣ୍ଟା ବର୍ଷା

ଭୁବନେଶ୍ଵର: ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିବ ବର୍ଷା। ଆଜି ସୁନ୍ଦରଗଡ଼ ସମେତ ଗୋଟିଏ ଦୁଇଟି ଜିଲ୍ଲାକୁ ଛାଡ଼ିଲେ ବାକି ସମସ୍ତ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସମ୍ଭାବନା ରହିଛି । ବର୍ଷା ସାଙ୍ଗକୁ ସାରା ରାଜ୍ୟରେ କୋହଲା ପାଗ ଲାଗିରହିଛି।…

ଏହି ଦିନ ରିଲିଜ ହେବ ‘ନୋ ଏଣ୍ଟ୍ରି ୨’, ନଜର ଆସିବେ ଏହି ତାରକା

ମୁମ୍ବାଇ: ୨୦୦୫ ମସିହାରେ ରିଲିଜ୍ ହୋଇଥିଲା ରୋମାଣ୍ଟିକ୍ କମେଡି ଫିଲ୍ମ ନୋ ଏଣ୍ଟ୍ରି। ବର୍ତ୍ତମାନ ତାହାକୁ ନେଇ ଚର୍ଚ୍ଚା ରହି ଆସିଛି। ସଲମାନ ଖାନ, ଅନୀଲ କପୁର, ଫରଦିନ୍ ଖାନଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ' ନୋ ଏଣ୍ଟ୍ରି 'ର ସିକ୍ଵେଲ ବିଷୟରେ କଳ୍ପନାଜଳ୍ପନା ଜାରି ରହିଥିବା ବେଳେ ଜାନୁଆରୀରୁ…

‘ବୁର୍ଖା ହଟାନ୍ତୁ, ହଟେଇବି ନାହିଁ’ ; ହାଇକୋର୍ଟ ବିଚାରପତିଙ୍କ ଉପରେ ରାଗିଗଲେ ମହିଳା ଓକିଲ

ନୂଆଦିଲ୍ଲୀ : ଭାରତ ସମେତ ଅନେକ ଦେଶରେ କିଛି ବୃତ୍ତିକୁ ନେଇ ଡ୍ରେସ କୋଡ୍ ରହିଛି। ଯେମିତି ଓକିଲଙ୍କ ପାଇଁ କଳା କୋଟ ସେହିପରି ଡାକ୍ତରଙ୍କ ପାଇଁ ଧଳା କୋଟ ଆଉ ପୋଲିସଙ୍କ ପାଇଁ ଖାକି ପୋଷାକ । ଏପରି ଅନ୍ୟ କିଛି ବୃତ୍ତିରେ ମଧ୍ୟ ଭିନ୍ନ ଭିନ୍ନ ଡ୍ରେସ କୋଡ୍ ରହିଛି। ହେଲେ ଆପଣଙ୍କ ମନରେ ବି…

ବନ ବିଭାଗ ପାଇଁ ବଢିଲା ଚିନ୍ତା: ମରାଠୀ ବାଘୁଣୀ ଜିନତର ମିଳୁନି ପତ୍ତା

ଭୁବନେଶ୍ୱର: ମରାଠୀ ବାଘୁଣୀ ଜିନତ ଗାଏବ। ଗତକାଲିଠାରୁ ବାଘୁଣୀର ମିଳୁନି ସଠିକ୍ ପତ୍ତା। ବାଘୁଣୀ ଜିନତକୁ ଓଡ଼ିଶା ଛାଡ଼ି ୨ ସପ୍ତାହ ପୂରିଛି। ଶିମିଳିପାଳରୁ ଭାୟା ଝାଡ଼ଖଣ୍ଡ ଦେଇ ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାର ବାନ୍ଦ୍ୱାନ୍ ଜଙ୍ଗଲରେ ଘୂରି ବୁଲୁଥିଲା ବାଘୁଣ । କିନ୍ତୁ ଗତକାଲିଠାରୁ ତା ସଠିକ୍…

ମହାକାଶରେ ଖ୍ରୀଷ୍ଟମାସ ସେଲିବ୍ରେସନ କଲେ ସୁନୀତା ୱିଲିୟମ୍ସ…

ନୂଆଦିଲ୍ଲୀ: ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଦୀର୍ଘ ମାସ ଧରି ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍)ରେ ଫସି ରହିଛନ୍ତି। ଏହାରି ମଧ୍ୟରେ ସେ ଚଳିତ ବର୍ଷ ସେଠାରେ ଖ୍ରୀଷ୍ଟମାସ ସେଲିବ୍ରେସନ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ନାସା ପକ୍ଷରୁ ସୁନୀତା ୱିଲିୟମ୍ସ…

‘ଏବି ପିଏମ-ଜେଏୱାଇ’ ଯୋଜନାର କିପରି ଲାଭ ଉଠାଇ ପାରିବେ ଆସନ୍ତୁ ଜାଣିବା..

ନୂଆଦିଲ୍ଲୀ: ବର୍ତ୍ତମାନ ୭୦ ବର୍ଷରୁ ଅଧିକ ବୟସ୍କ ଲୋକମାନେ 'ଏବି ପିଏମ-ଜେଏୱାଇ' ଯୋଜନାର ଲାଭ ପାଇପାରିବେ | ଏଥିରେ କୌଣସି ଆୟ ସୀମା ରହିବ ନାହିଁ ଓ ସେମାନଙ୍କୁ  ୫ଲକ୍ଷ ଟାଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳିବ । ପୂର୍ବରୁ ଏହି ଯୋଜନା କେବଳ ଗରିବ ପରିବାର ଏବଂ ଆଶା କର୍ମୀଙ୍କ…

ଚୋରି ସନ୍ଦେହରେ ଯୁବକକୁ ପିଟି ପିଟି ମାରିଦେବା ଘଟଣା: ଏସଆଇ ସସ୍‌ପେଣ୍ଡ

ଜଳେଶ୍ୱର: ଲୁଗା ଦୋକାନରୁ ଚୋରି ଅଭିଯୋଗରେ ଯୁବକଙ୍କୁ ପିଟି ପିଟି ମାରିଦେବା ଘଟଣାରେ ଅଭିଯୁକ୍ତ ବାପା ଓ ପୁଅ ଗିରଫ। ଏହି ଘଟଣାରେ ଦାୟିତ୍ବରେ ଅବହେଳା ପାଇଁ ସାର୍ଥା ଫାଣ୍ତି ଅଧିକାରୀ ଚନ୍ଦ୍ର ଶେଖର ମହାନ୍ତି ନିଲମ୍ବିତ ହୋଇଛନ୍ତି। ସିଂଲା ଥାନା ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ…