Latest Odisha News

BREAKING NEWS

Yearly Archives

2024

ଅଧିକ ଶିଶୁ ଜନ୍ମ କର; ଜନତାଙ୍କୁ କାହିଁକି ଏଭଳି ଅପିଲ୍ କଲେ ଚନ୍ଦ୍ରବାବୁ ନାଇଡୁ

ହାଇଦ୍ରାବାଦ: ଅଧିକ ଶିଶୁ ଜନ୍ମ କର। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଏଭଳି ଏକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ଲୋକମାନେ ଅଧିକରୁ ଅଧିକ ଶିଶୁ ଜନ୍ମ କରିବା ଉଚିତ୍। ଏହି ଅଞ୍ଚଳରେ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଯାହା…

ଆଇଓସିଏଲ ପାଇପ ଲାଇନରୁ ଲିକ୍ ହେଲା ତେଲ

ପାରାଦୀପ: ଆଇଓସିଏଲ ପାଇପଲାଇନରୁ ତେଲ ଲିକ୍ ହୋଇଛି। ଏହି ଘଟଣା ଅଠରବାଙ୍କିରୁ ନେହରୁବଙ୍ଗଳା ରାସ୍ତାକଡରେ ଦେଖିବାକୁ ମିଳିଛି।  ଅଠରବାଙ୍କିରୁ ନେହରୁବଙ୍ଗଳା ରାସ୍ତାକଡରେ ଅଣ୍ଡରଗ୍ରାଉଣ୍ଡ ପାଇପରୁ ହଜାର ହଜାର ଲିଟର ତେଲ ଲିକ୍ ହେଉଥିବା ଜଣାପଡ଼ିଛି । ଏହି ଅଶୋଧିତ ତୈଳ ମାଟିରେ ମିଶିଥିବାର…

ବିଗିଡିବାରେ ଲାଗିଛି ଯମୁନା ଅବସ୍ଥା, କାହିଁକି ପ୍ରତିବର୍ଷ ଦେଖାଯାଏ ଏପରି ବିଷାକ୍ତ ଫେଣ

ନୂଆଦିଲ୍ଲୀ: ଦିନକୁ ଦିନ ଅଧିକ ବିଷାକ୍ତ ହେବାରେ ଲାଗିଛି ଯମୁନା । ଯମୁନା ନଦୀରେ ଧଳା ଚାଦର। ଖଣ୍ଡ ଖଣ୍ଡ ହୋଇ ଭାସୁଛି ବିଶାକ୍ତ ଫେଣ। ଦିଲ୍ଲୀରେ ପ୍ରଦୂଷଣ ବଢ଼ିବା ସହିତ ଯମୁନା ନଦୀ ମଧ୍ୟ ଦୂଷିତ ହେବାରେ ଲାଗିଛି। ଏବେ ଯମୁନା ନଦୀର ପାଣିରେ ବିଷାକ୍ତ ଫେଣ ଦେଖିବାକୁ ମିଳିଛି। ପ୍ରତି ବର୍ଷ…

ଆସୁଛି ନୂଆ ଫିଚର୍, ଏଣିକି ହ୍ବାଟ୍ସଆପ ମନେରଖିବ ଜରୁରୀ ତଥ୍ୟ

ନୂଆଦିଲ୍ଲୀ: ହ୍ବାଟ୍ସଆପ ଏହାର ଉପଭୋକ୍ତାମାନଙ୍କ ପାଇଁ ସମୟ ସମୟରେ ନୂତନ ଫିଚର୍ସ ଆଣିଥାଏ। ଏହି କ୍ରମରେ କମ୍ପାନୀ ଏଣିକି ମେଟା ଏଆଇ ପାଇଁ ଚାଟ୍ ମେମୋରୀ ଫିଚର ଆଣୁଛି। ହ୍ବାଟ୍ସଆପର ଏହି ନୂତନ ଫିଚର ସମ୍ପର୍କରେ WABetanfo ସୂଚନା ଦେଇଛି। WABetaInfo ଗୁଗୁଲ୍ ପ୍ଲେ ଷ୍ଟୋରରେ ଉପଲବ୍ଧ…

ବିଜେଡି ଆଉ ରହିବ ନାହିଁ… , ନବୀନ ବାବୁଙ୍କ ବୟସ ବହୁତ ହୋଇଗଲାଣି: ଯୋଗାଣ ମନ୍ତ୍ରୀ

କଟକ : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରବିବାର ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଏହାକୁ ନେଇ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି। ନବୀନ ବାବୁଙ୍କ ବୟସ ଅଧିକ ହୋଇଗଲାଣି। ସେ ଆଉ ବୁଲାବୁଲି କରିପାରୁନାହାନ୍ତି। ପାଣ୍ଡିଆନଙ୍କୁ ଆଗକୁ…

ବାତ୍ୟାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ସରକାର ପ୍ରସ୍ତୁତ ଅଛନ୍ତି: ମନ୍ତ୍ରୀ

ଭୁବନେଶ୍ବର: କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇଛି । ଏହା ଉତ୍ତର ପଶ୍ଚିମ ଦିଗକୁ କ୍ରମଶଃ ଗତି କରି ଆସନ୍ତା ବୁଧବାର ୨୩ ତାରିଖ ସୁଦ୍ଧା ଅବପାତ ରୂପ ନେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୁର୍ବାନୁମାନ କରିଛି ।…

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ: ଆସନ୍ତୁ ଜାଣିବା ଫାଇନାଲ ପ୍ରବେଶ ପାଇଁ ଭାରତକୁ କେତୋଟି ମ୍ୟାଚରେ ଜିତିବା ଜରୁରୀ

ବେଙ୍ଗାଲୁର: ନ୍ୟୁଜିଲାଣ୍ଡ ନିକଟରୁ ପ୍ରଥମ କ୍ରିକେଟ ଟେଷ୍ଟ ହାରିବା ପରେ ଭାରତ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିପାରିବ କି ନାହିଁ ସେ ନେଇ ପ୍ରଶଂସକ ଦ୍ୱନ୍ଦ୍ୱରେ ପଡିଛନ୍ତି । ଭାରତ ଏବେ ବି ଡବ୍ଲ୍ୟୁଟିସି ପଂଏଟ ଟେବୁଲରେ ଶୀର୍ଷ ସ୍ଥାନ ବଜାୟ ରଖିଛି । ୧୨ଟି ମ୍ୟାଚରୁ…

ପଙ୍କରେ ପଦ୍ମ, ଚମକିଲେ ବଣ୍ଡା ଘାଟି ଝିଅ ବିନି

ମାଲକାନଗିରି: କୁହନ୍ତି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଇଚ୍ଛା ଶକ୍ତି ଆଗରେ ସବୁ କିଛି ସତେ ଯେମିତି ହାର ମାନିଥାଏ । ବାପା ହାଇସ୍କୁଲର ରୋଷେୟା ଓ ମାଆ ଜଣେ ଅଙ୍ଗନବାଡି କର୍ମୀ । ପିଲାବେଳୁ ଜଣେ ଅଫିସର ହେବା ପାଇଁ ଇଚ୍ଛା ଥିଲା କିନ୍ତୁ ଅର୍ଥ ସାଜିଥିଲା ବାଧକ । ଶେଷରେ ଆଶାର ବାଡି…

ସାମନ୍ଥା ଟ୍ବିଟ୍ କରି କଙ୍ଗନାଙ୍କ ପାଇଁ ଲେଖିଲେ ଏପରି କିଛି…

ମୁମ୍ବାଇ: ଫିଲ୍ମ 'ଏମରଜେନ୍ସି' ରିଲିଜକୁ ନେଇ କଙ୍ଗନା ରାନାୱତ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସୁଥିଲେ । ଅଭିନେତ୍ରୀ କଙ୍ଗନା ଜଣେ ସୋସିଆଲ ମିଡିଆ 'ଏକ୍ସ' ବ୍ୟବହାରକାରୀଙ୍କୁ ଜାବାବ ଦେଇଛନ୍ତି ଯିଏ ଲେଖିଛନ୍ତି ଯେ, 'ଲୋଗୋଁକୋ ଉହ୍ନେ ଜଲାନେବୋଲଁସେ ଡରନା ଚାହିଏ' । ଏହି ପୋଷ୍ଟ ଉପରେ ଏକ…

ଠକେଇ ମାମଲାରେ ଛନ୍ଦି ହେଲେ ପ୍ରସିଦ୍ଧ କୋରିଓଗ୍ରାଫର୍ ରେମୋ ଡି’ସୁଜା

ମୁମ୍ବାଇ: ଠକେଇ ମାମଲାରେ ଛନ୍ଦି ହେଲେ କୋରିଓଗ୍ରାଫର ରେମୋ ଡି’ସୁଜା ଏବଂ ତାଙ୍କ ପତ୍ନୀ ଲିଜେଲ ଡି’ସୁଜା । ମହାରାଷ୍ଟ୍ରର ଥାନେରେ ଉଭୟଙ୍କ ବିରୋଧରେ ମାମଲା ଦାୟର କରାଯାଇଛି । ଉଭୟଙ୍କ ବିରୋଧରେ ଏକ ଡ୍ୟାନ୍ସ ଗ୍ରୁପ ଠାରୁ ୧୧.୯୬ କୋଟି ଟଙ୍କା ହଡପ କରିଥିବା ନେଇ ଅଭିଯୋଗ ହୋଇଛି । ତେବେ ଏହି…