ଟି୨୦ ମହିଳା ବିଶ୍ୱକପ: ଏଥର ମିଳିବ ନୂଆ ବିଜେତା
ଶାରଜା: ଟି୨୦ ମହିଳା ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ୮ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିବା ବେଳେ ଦ୍ୱିତୀୟ ସେମିରେ ୱେଷ୍ଟଇଣ୍ଡିଜକୁ ୮ ରନରେ ନ୍ୟୁଜିଲାଣ୍ଡ ମାତ ଦେଇଛି । ଦକ୍ଷିଣ…