Latest Odisha News

BREAKING NEWS

Yearly Archives

2024

ଆଇଇଡି ବିସ୍ଫୋରଣରେ ୨ ଆଇଟିବିପି ଯବାନ ଶହୀଦ

ରାୟପୁର: ଶନିବାର ଛତିଶଗଡର ନକ୍ସଲ ପ୍ରଭାବିତ ନାରାୟଣପୁର ଜିଲ୍ଲାରେ ହୋଇଥିବା ଆଇଇଡି ବିସ୍ଫୋରଣରେ ଦୁଇ ଜଣ ଆଇଟିବିପି କର୍ମଚାରୀ ଶହୀଦ ହୋଇଛନ୍ତି। ଏହାସହ ଦୁଇଜଣ ପୋଲିସ ଆହତ ହୋଇଛନ୍ତି। ଦୁଇ ଜଣ ଇଣ୍ଡୋ-ତିବେତାନ ବୋର୍ଡର୍ ପୋଲିସ (ITBP) ଯବାନ ଶହୀଦ ହୋଇଛନ୍ତି। ବିସ୍ଫୋରଣ ପରେ ସେମାନଙ୍କୁ…

ସର୍ଫରାଜ, ପନ୍ତଙ୍କ ଆକର୍ଷଣୀୟ ବ୍ୟାଟିଂ ସତ୍ୱେ ପୂନର୍ବାର ବ୍ୟାକଫୁଟରେ ଟିମ ଇଣ୍ଡିଆ

ବେଙ୍ଗାଲୁର: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ପୂନର୍ବାର ହରଡଘଣାରେ ଟିମ ଇଣ୍ଡିଆ ପଡିଛି । ଦ୍ୱିତୀୟ ଇନିଂସରେ ଟିମ ଇଣ୍ଡିଆ ୪୬୨ ରନ କରି ଅଲଆଉଟ ହୋଇଯିବା ଫଳରେ ଏବେ ଭ୍ରମଣକାରୀ ଦଳ ସମ୍ମୁଖରେ ୧୦୭ ରନର ଟାର୍ଗେଟ ରହିଛି । ହାତରେ ଆଉ ଗୋଟିଏ ଦିନ ଖେଳ ବାକି ଥିବାରୁ…

ଲୁଣ ପାଲଟିଛି ମୃତ୍ୟୁର କାରଣ, ଚିନ୍ତା ପ୍ରକଟ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: ଯଦି ଖାଦ୍ୟରେ ଲୁଣ ନଥାଏ ତେବେ ଖାଦ୍ୟର ସ୍ୱାଦ ବିଗିଡ଼ିଯାଏ। ଆମ ପାଟିରୁ ରୁଚେ ନାହିଁ। ତେଣୁ ଲୁଣ ବିନା ନିଜ ଜୀବନକୁ କଳ୍ପନା କରିହେବ ନାହିଁ। ଆମ ଜୀବନରେ ଲୁଣ କେତେ ଗୁରୁତ୍ୱପୂର୍ଣ୍ଣ ତାହା ନିଜେ ଜାଣିପାରୁଥିବେ। ଏହି ଲୁଣ ପାଇଁ ଦିନେ ଭାରତରେ ଦେଶବ୍ୟାପୀ ଆନ୍ଦୋଳନ ମଧ୍ୟ…

ପୁଣି ଏକ ବୁଲେଟ୍ ପ୍ରୁଫ୍ କାର୍ କିଣିଲେ ସଲମାନ ଖାନ୍, କଣ ରହିଛି ଏହାର ବିଶେଷତା ?

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନ ଅନେକ ଦିନରୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଟାର୍ଗେଟରେ ଅଛନ୍ତି। ବାବା ସିଦ୍ଧିକିଙ୍କ ହତ୍ୟା ପରେ ସଲମାନଙ୍କୁ ଲଗାତାର ଜୀବନରୁ ମାରିଦେବାର ମିଳୁଛି ଧମକ। ଯାହାପରେ ତାଙ୍କର ସିକ୍ୟୁରିଟିକୁ ଆହୁରି ବଢାଯାଇଛି। ସଲମାନ ଖାନଙ୍କ ନିକଟରେ ପୂର୍ବରୁ ଏକ ବୁଲେଟ…

ଏଣିକି ବାଲିଯାତ୍ରାରେ ଗଡ଼ବ ଇ-ରିକ୍ସା, ଭୁଆଶୁଣୀ ଗଡ଼ାରୁ କ୍ୟାଣ୍ଟନ୍‌ମେଣ୍ଟ ପର୍ଯ୍ୟନ୍ତ ମାଗଣାରେ ଚାଲିବ ବସ୍‌

କଟକ: ଏଣିକି ବାଲିଯାତ୍ରାରେ ଚାଲିବ ଇ-ରିକ୍ସା। ପୁରୀରୁ ଆସିବ ୩୦ଟି ଇ-ରିକ୍ସା। ବାଲିଯାତ୍ରାର ତଳ ପଡ଼ିଆରେ ଭିନ୍ନକ୍ଷମ, ବରିଷ୍ଠ ନାଗରିକ, ମହିଳା, ଛୋଟ ପିଲାଙ୍କୁ ବୁଲାଇବା ପାଇଁ ଇ-ରିକ୍ସା ଚାଲିବ। ଯେତିକି ଇ-ରିକ୍ସାର ଆବଶ୍ୟକତା ରହିଛି ସେଥିରୁ ୩୦ଟି ଇ-ରିକ୍ସା ପୁରୀରୁ ଅଣାଯିବ। ତେବେ ଏହା…

ବୋମା ଧମକ ପରେ ଅନେକ ବିମାନ ସେବା ବାଧାପ୍ରାପ୍ତ

ନୂଆଦିଲ୍ଲୀ: ବିମାନରେ ବୋମା ଥିବା ନେଇ ଗତ କିଛି ଦିନ ହେବ ଧମକ ମିଳିବା ଜାରି ରହିଛି। ଶନିବାର ଦିନ ଦେଶର ୨୦ରୁ ଅଧିକ ବିମାନରେ ବୋମା ଥିବା ଧମକ ମିଳିଥିଲା। ଯାହାକୁ ନେଇ ସୁରକ୍ଷା ଏଜେନ୍ସି ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି। ସୂଚନାନୁସାରେ, ଏୟାର ଇଣ୍ଡିଆ, ଇଣ୍ଡିଗୋ, ଆକାସ ଏୟାର,…

ବିକଶିତ ହେବ ୭୫ଟି ଲାଇଟ୍ ହାଉସ, ଆକୃଷ୍ଟ ହେବେ ପର୍ଯ୍ୟଟକ

ପୁରୀ: ଭାରତବର୍ଷରେ ସମୁଦାୟ ୨୦୩ଟି ଲାଇଟ ହାଉସ ରହିଛି। ଏହା ମଧ୍ୟରୁ ୭୫ଟି ଲାଇଟ ହାଉସକୁ ପର୍ଯ୍ୟଟନ ଦୃଷ୍ଟି କୋଣରୁ ବିକଶିତ କରାଯାଉଛି। ତା ମଧ୍ୟରେ ୧୩ଟି ଲାଇଟ ହାଉସରେ ଲିଫ୍ଟର ବ୍ୟବହାର ହେବ। ଏ ନେଇ ଜାହାଜ ଓ ବନ୍ଦର ମନ୍ତ୍ରଣାଳୟ ସହ ପର୍ଯ୍ୟଟନ ବିଭାଗ କାର୍ଯ୍ୟ ଆରମ୍ଭ କରିସାରିଛି।…

ପୁରୀରୁ ୪୦୦ ଗ୍ରାମରୁ ଅଧିକ ବ୍ରାଉନସୁଗର ଜବତ 

ପୁରୀ: ପୁରୀ ବାସେଳୀ ସାହି ଥାନା ଅଞ୍ଚଳରୁ ୪୦୪ ଗ୍ରାମର ବ୍ରାଉନସୁଗର ଜବତ କରିଛି ପୁରୀ ପୋଲିସ। ସୂଚନା ଅନୁଯାୟୀ, ଶ୍ରୀ ସେତୁ ନିକଟରେ ବ୍ରାଉନସୁଗର ବିକ୍ରି କରାଯାଉଥିବା ଖବର ପାଇ ବାସେଳୀ ସାହି ଥାନା ପୋଲିସ ଚଢ଼ାଉ କରି ୩ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ମହିଳା…

ପିଏମ୍ ଇଣ୍ଟର୍ନସିପ୍ ସ୍କିମ୍: ଆଉ ମାତ୍ର ୬ ଦିନ, ଶୀଘ୍ର କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଦେଶର ଯୁବକଙ୍କ ଭବିଷ୍ୟତରେ ଉନ୍ନତି ଆଣିବା ପାଇଁ ପିଏମ୍ ଇଣ୍ଟର୍ନସିପ୍ ସ୍କିମ୍ ନାମକ ଏକ ନୂତନ ଯୋଜନା ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ଏଥିପାଇଁ ଅନଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି l ତେବେ ଇଣ୍ଟର୍ନସିପ୍ କରୁଥିବା ଯୁବକମାନେ ମାସକୁ ୫…

‘ସ୍ତ୍ରୀ-୨’କୁ ନେଇ ବଡ଼ ଖୁଲାସା: ଫିଲ୍ମର ସଫଳତାକୁ ନେଇ ଶ୍ରଦ୍ଧା ଭାଙ୍ଗିଲେ ନୀରବତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ଆଜିକାଲି ତାଙ୍କ ଫିଲ୍ମ ପାଇଁ ଚର୍ଚ୍ଚାରେ ଅଛନ୍ତି। 'ସ୍ତ୍ରୀ-୨'ର ବଡ ସଫଳତା ପରେ ଶ୍ରଦ୍ଧା ଇନଷ୍ଟାଗ୍ରାମରେ ତୃତୀୟ ସର୍ବାଧିକ ଅନୁସରଣକାରୀ ହୋଇଥିଲେ ଏବଂ ବର୍ତ୍ତମାନ ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ସ୍ତ୍ରୀ-୩' ପାଇଁ ଖବରରେ ଅଛନ୍ତି।…