Latest Odisha News

BREAKING NEWS

Yearly Archives

2024

ସଲମାନ କୌଣସି ମୃଗ ଶିକାର କରିନାହାଁନ୍ତି କି ତାଙ୍କ ପାଖେ ବନ୍ଧୁକ ନାହିଁ: ସଲିମ ଖାନ

ମୁମ୍ବାଇ: ଏପଟେ ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ମାମଲାରେ ତଦନ୍ତ ଚାଲିଥିବା ବେଳେ ସେପଟେ ବଢ଼ିବାରେ ଲାଗିଛି ଅଭିନେତା ସଲମାନ ଖାନଙ୍କ ଉପରେ ବିପଦ l ସଲମାନ ଖାନଙ୍କୁ ବାରମ୍ବାର ଧମକ ମେସେଜ ଆସିବା ସହ ତାଙ୍କ ଉପରେ କଡା ନଜର ରଖିଛି ବିଷ୍ଣୋଇ ଗ୍ୟାଙ୍ଗ l ଯାହାକୁ ନେଇ ଅଭିନେତାଙ୍କ…

ପୂର୍ବତନ ଓଡି଼ଶା ବିଧାୟକ ଉତ୍କଳ କେଶରୀ ପରିଡ଼ାଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ରାଜନୀତିଜ୍ଞ ତଥା ଓଡି଼ଶାର ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ାଙ୍କ ଶନିବାର ଦିନ ଭୁବନେଶ୍ୱରର ଏକ ହସ୍ପିଟାଲରେ ଦେହାନ୍ତ ହୋଇଛି। ପରିବାର ବର୍ଗଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡାର ୬୫ ବର୍ଷୀୟ ଏହି ପୂର୍ବତନ ବିଧାୟକ ଭୁବନେଶ୍ୱରର ଏକ ଘରୋଇ…

ନିଜ ସ୍ୱାମୀଙ୍କ ସହ ୫ ଥର ବିବାହ କରିଛନ୍ତି ଏହି ଅଭିନେତ୍ରୀ, ଲାଇମ୍ ଲାଇଟରେ ଅଛନ୍ତି ଦମ୍ପତି

ମୁମ୍ବାଇ: ବାଲାଜୀ ଟେଲିଫିଲ୍ମର ଏକତା କପୁରଙ୍କ ଦ୍ୱାରା ନିର୍ମିତ ୨୦୦୯ର ସବୁଠାରୁ ଲୋକପ୍ରିୟ ଟିଭି ସିରିଏଲ୍ 'ପବିତ୍ର ରିସ୍ତା' ସହିତ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଅଙ୍କିତା ଲୋଖଣ୍ଡେ। ସେ ତାଙ୍କ କୋ-ଷ୍ଟାର ତଥା ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ…

ରାଜଧାନୀରେ ଚାଲିଥିଲା ସ୍ପା ନାଁରେ ସେକ୍ସ ରାକେଟ୍

ଭୁବନେଶ୍ବର: ରାଜଧାନୀରେ ଫିଟିଲା ସେକ୍ସ ରାକେଟର କଳା କାର୍ଣ୍ଣାମା । ରାଜଧାନୀ ଭୁବନେଶ୍ୱରରେ ଏକ ସେଲୁନ୍ ଆଣ୍ଡ ସ୍ପା ନାଁରେ ଭିତରେ ଚାଲିଥିବା ସେକ୍ସ ରାକେଟ୍ ଠାବ କରିଛି ପୋଲିସ୍ ।  ରବି ଟକିଜ୍ ଛକର ଏକ ସେଲୁନ୍ ଆଣ୍ଡ୍ ସ୍ପାରେ ପୋଲିସର ରେଡ୍ ପରେ ଏଭଳି କାଣ୍ଡ ସାମ୍ନାକୁ ଆସିଛି ।…

ନିବେଶକଙ୍କୁ ନିମନ୍ତ୍ରଣ ଦେଲେ ମୁଖ୍ୟମନ୍ତ୍ରୀ, ଆଜି ମୁମ୍ବାଇରେ କରିବେ ରୋଡ ଶୋ

ନୂଆଦିଲ୍ଲୀ: ରାଜ୍ୟରେ ଆଗାମୀ ୫ବର୍ଷରେ ୫ଲକ୍ଷ କୋଟି ଟଙ୍କାର ପୁଞ୍ଜିବିନିଯୋଗ କରିବାର ଲକ୍ଷ୍ୟ ରଖିଛନ୍ତି ସରକାର। ଏଥିପାଇଁ କିପରି ଅଧିକରୁ ଅଧିକ ଶିଳ୍ପ କାରଖାନା ଓଡିଶାରେ ସ୍ଥାପନ କରାଯିବ ଏନେଇ ନିବେଶକଙ୍କୁ ଆମନ୍ତ୍ରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁମ୍ବାଇ ଗସ୍ତରେ ଯାଇଛନ୍ତି।…

୨୪ରେ ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରିବେ ରାଷ୍ଟ୍ରପତି, ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ୨୪ରେ ଶ୍ରୀକ୍ଷେତ୍ର ଆସୁଛନ୍ତି ମହାମହିମ ରାଷ୍ଟ୍ରପତି । ଗର୍ଭଗୃହରେ ମହାପ୍ରଭୁଙ୍କୁ ଦର୍ଶନ କରି ତାଙ୍କ ସାନିଧ୍ୟ ଲୋଡିବେ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଭାବେ ନୀତି ନିର୍ଘଣ୍ଟ ହୋଇଛି । ରାଷ୍ଟ୍ରପତି ଶ୍ରୀମନ୍ଦିରରେ ପହଞ୍ଚିବାର ଦେଢ ଘଣ୍ଟାପୂର୍ବରୁ ସାଧାରଣ…

ତାମିଲନାଡୁକୁ ଭାରତଠାରୁ ଅଲଗା କରିବାକୁ ଚେଷ୍ଟା କରାଯାଉଛି… ଏପରି କାହିଁକି କହିଲେ ରାଜ୍ୟପାଳ ?

ଚେନ୍ନାଇ: ତାମିଲନାଡୁର ରାଜ୍ୟପାଳ ଆର.ଏନ୍ ରବି ଶୁକ୍ରବାର ରାଜ୍ୟ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ତାମିଲନାଡୁକୁ ଭାରତଠାରୁ ଅଲଗା କରିବା ପାଇଁ ଉଦ୍ୟମ କରାଯାଉଛି ଏବଂ ଏଭଳି ଉଦ୍ୟମ ସଫଳ ହେବ ନାହିଁ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ତାମିଲନାଡୁ ହେଉଛି ଦେଶର ଏକମାତ୍ର ରାଜ୍ୟ…

ଭୟଙ୍କର ହେଉଛି ଦିଲ୍ଲୀ ବାୟୁ ପ୍ରଦୂଷଣ, ୧୩ଟି ହଟ୍‌ସ୍ପଟ୍‌ ସ୍ଥାନ ଚିହ୍ନଟ

ନୂଆଦିଲ୍ଲୀ: ଦିନକୁ ଦିନ ଭୟଙ୍କର ହେଉଛି ଦିଲ୍ଲୀର ବାୟୁ ପ୍ରଦୂଷଣ। ବିଷ ବଳୟରେ ପୁରା ରାଜଧାନୀ ଦିଲ୍ଲୀ । ବିଷାକ୍ତ ବାୟୁରେ ଅସ୍ତବ୍ୟସ୍ତ ଦିଲ୍ଲୀବାସୀ। ଦୀପାବଳି ପୂର୍ବରୁ ଡରାଇଲାଣି ପ୍ରଦୂଷଣ। ଦାପାବଳି ବେଳକୁ ଦିଲ୍ଲୀର ବାୟୁ ସ୍ଥିତି ଅଧିକ ଖରାପ ହେବ ବୋଲି ଆକଳ କରାଯାଉଛି। ଏବେଠାରୁ…

ଆଣ୍ଡାମାନରେ ଘୂର୍ଣ୍ଣିବଳୟ: ୨୨ରୁ ପ୍ରବଳ ବର୍ଷିବ, ଓଡ଼ିଶାକୁ ବାତ୍ୟା ଭୟ !

ଭୁବନେଶ୍ୱର: ଆସନ୍ତାକାଲି ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ। ଏହା ଅତି ଭୀଷଣ ବାତ୍ୟା ରୂପ ନେଇପାରେ। ପବନର ବେଗ ୧୫୦କିମି ଡେଇଁପାରେ। ଏହା ପୂର୍ବରୁ ଆଜି ରାଜ୍ୟର କିଛି ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ଘଡ଼ଘଡ଼ି ସହ ବର୍ଷା ନେଇ ରାଜ୍ୟର ୧୪ ଜିଲ୍ଲାକୁ ଜାରି ହୋଇଛି ୟେଲୋ…

ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜରଙ୍କୁ ଆକ୍ରମଣ ଘଟଣା, ପନ୍ତିବଡ଼ୁ ସେବକ ନିଲମ୍ବିତ

ପୁରୀ: ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କ ଉପରେ ଆକ୍ରମଣ ଘଟଣା । ଘଟଣାରେ ସମ୍ପୃକ୍ତି ନେଇ ରିପୋର୍ଟ ଆସିବା ପରେ କଡା କାର୍ଯ୍ୟାନୁଷ୍ଠାନ ନେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଘଟଣାର ଅଭିଯୋଗରେ ପନ୍ତିବଡ଼ୁ ସେବକ ଚନ୍ଦନ ସାମନ୍ତରା ନିଲମ୍ବିତ । ଶ୍ରୀ…