ପ୍ରଥମଥର ପାଇଁ ଏହି ଫିଲ୍ମରେ ନଜର ଆସିବେ ଅକ୍ଷୟ କୁମାର ଓ ଆର୍ ମାଧବନ
ମୁମ୍ବାଇ: ଶୁକ୍ରବାର ସି ଶଙ୍କରନ ନାୟରଙ୍କ ବାୟୋପିକ ଉପରେ ଆଧାରିତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଘୋଷଣା କରି ଧର୍ମା ପ୍ରଡକ୍ସନ୍ସ ସମସ୍ତଙ୍କୁ ସରପ୍ରାଇଜ୍ କରିଛି । କରଣ ଜୋହରଙ୍କ ଏହି ନୂଆ ଚଳଚ୍ଚିତ୍ରର ନାମ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ଏହି ଚଳଚ୍ଚିତ୍ରରେ ଜାଲିଆନୱାଲା ବାଗ…