ଶୀତ କାକରରେ ରାତି କାଟିଲେ ଶହ ଶହ ଅଣପଞ୍ଜିକୃତ ହବିଷ୍ୟାଳି
ପୁରୀ: ଶୀତ କାକରରେ ରାତି କାଟିଲେ ଶହ ଶହ ଅଣପଞ୍ଜିକୃତ ହବିଷ୍ୟାଳି । ବୃନ୍ଦାବତୀ ନିବାସ ଓ ବଗଲା ଧର୍ମଶାଳା ବାହାରେ ରାତି କାଟିଲେ ହବିଷ୍ୟାଳି । ଅନଲାଇନ୍ ଆବେଦନ ସତ୍ତ୍ୱେ ମେସେଜ୍ ଆସିନଥିବାରୁ ପ୍ରଶାସନ ରଖୁନଥିବା ଅଭିଯୋଗ ହୋଇଛି । ରହଣି ଦାବି କରି କାଲିଠୁ ଧାରଣାରେ ବସିଛନ୍ତି ଶତାଧିକ…