Latest Odisha News

BREAKING NEWS

Yearly Archives

2024

ୱାଇଭସ ଅଫ ବଲିଉଡ: ଉଜାଗର କରିବ ଷ୍ଟାର ପତ୍ନୀଙ୍କ ଗ୍ଲାମରସ ଦୁନିଆ

ମୁମ୍ବାଇ: ରାଷ୍ଟ୍ରୀୟ ପୁରସ୍କାର ବିଜେତା ଓ ପଦ୍ମଶ୍ରୀ ସମ୍ମାନ ପାଇଥିବା ମଧୂର ଭଣ୍ଡାରକର ତାଙ୍କର ଆଗାମୀ ଫିଲ୍ମର ନାମ ଘୋଷଣା କରିଛନ୍ତି । ସମାଜର କାଠୋର ସତ୍ୟତାକୁ ସେ ଫିଲ୍ମ ମାଧ୍ୟମରେ ସମ୍ମୁଖକୁ ଆଣିଥାନ୍ତି । ଚାନ୍ଦନୀ ବାର, ପେଜ ଥ୍ରୀ, ଟ୍ର‌୍ୟାଫିକ ସିଗ୍ନଲ, ହରୋଇନ ଓ ଇଣ୍ଡିଆ ଲକଡାଉନ…

ତମନ୍ନା ଭାଟିଆଙ୍କୁ ଇଡିର ଜେରା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ପଚରାଉଚରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଏଚପିଜେଡ ଆପ୍ ସ୍କାମରେ ଫଶିଛନ୍ତି ତମନ୍ନା । ଏହି ଅଭିନେତ୍ରୀ ଗୁରୁବାର ଗ୍ବହାଟୀର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ପଚରାଉଚରା ପାଇଁ ହାଜର ହୋଇଥିଲେ ।…

ରୋହିତଙ୍କ ବୟାନ ପରେ ସ୍ପଷ୍ଟ ହେଲା ପନ୍ତଙ୍କ ଆଘାତ ସମସ୍ୟା କେତେ ଗୁରୁତର

ବେଙ୍ଗାଲୁର: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସରେ ଭାରତର ୱିକେଟ କିପର ରିଷଭ ପନ୍ତ ଆହତ ହୋଇଛନ୍ତି । ୩୭ତମ ଓଭରରେ ରବୀନ୍ଦ୍ର ଜାଡେଜାଙ୍କ ଏକ ବଲ ତାଙ୍କ ଆଂଠୁରେ ବାଜିଥିଲା । ଏହା ପରେ ପନ୍ତ ପ୍ରବଳ ଯନ୍ତ୍ରଣା ଅନୂଭବ କରିଥିଲେ, ଫିଜିଓ ସହ ସେ ପଡିଆ ଛାଡିଥିଲେ ।…

ମିଳିଲା ଅନୁମତି, ଏହି ଦିନ ରିଲିଜ ହେବ ଫିଲ୍ମ ‘ଏମରଜନ୍ସି’

ମୁମ୍ବାଇ: କଙ୍ଗନା ରାନାୱତଙ୍କ ଫିଲ୍ମ 'ଏମରଜନ୍ସି'ର ରିଲିଜକୁ ନେଇ ଗତ କିଛି ସପ୍ତାହ ଧରି ବିବାଦ ଭିତରେ ରହିଥିଲା । କଙ୍ଗନାଙ୍କର ଏହି ଚଳଚ୍ଚିତ୍ର ସେନ୍ସର ବୋର୍ଡରେ ଅଟକି ରହିଥିଲା ​​। ସେନ୍ସର ବୋର୍ଡ ଫିଲ୍ମ ରିଲିଜ ଉପରେ ପ୍ରତିବନ୍ଧକ ଲଗାଇଥିଲା । ବର୍ତ୍ତମାନ ସେନ୍ସର ବୋର୍ଡ ଗୁରୁବାର ଏହି…

ନସରାଲ୍ଲାହ ପରେ ସିନୱାର ବି ମୃତ !

ଗାଜା: ଗାଜାରେ ଏବେ ଇସ୍ରାଏଲ ପକ୍ଷରୁ କ୍ରମାଗତ ଆକ୍ରମଣ ଜାରୀ ରହିଛି । ଏକ ଅପରେଶନରେ ୩ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା । ଏବେ ଇସ୍ରାଏଲ ସେନା ଏହି ଆତଙ୍କବାଦୀମାନଙ୍କ ମଧ୍ୟରେ ହମାସ ଚିଫ ୟାହ୍ୱା ସିନୱାର ରହିଥିବା କହିଛି । ସିନୱାର ମୃତ୍ୟୁବରଣ କରିଛନ୍ତି କି ନାହିଁ ତାର ତଦନ୍ତ ଜାରୀ…

ଅଗରତାଲା-ଲୋକମାନ୍ଯ ତିଲକ ଏକ୍ସପ୍ରେସର ୮ କୋଚ୍ ଲାଇନଚ୍ୟୁତ

ଅଗରତାଲା: ଆସାମର ଦିବାଲୋଙ୍ଗ ଷ୍ଟେସନରେ ଅଗରତାଲା-ଲୋକମାନ୍ଯ ତିଲକ ଏକ୍ସପ୍ରେସ ଦିନ ପ୍ରାୟ ୩ଟା ୫୫ମି.ରେ ଲାଇନଚ୍ୟୁତ୍ ହୋଇଛି। ଖବର ଅନୁଯାୟୀ, ଇଞ୍ଜିନ ସମେତ ୮ଟି କୋଚ୍ ଲାଇନଚ୍ୟୁତ୍ ହୋଇପଡିଛି। ଏଥିରେ କେହି ମୃତାହତ ହୋଇନାହାନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଲୁମଡିଙ୍ଗ ଡିଭିଜନ୍…

ଉପ ମହାଦେଶରେ ସର୍ବନିମ୍ନ ସ୍କୋର କଲା ଟିମ ଇଣ୍ଡିଆ

ବେଙ୍ଗାଲୁର: କିଛି ଦିନ ତଳେ କାନପୁରରେ ଚମତ୍କାର ପ୍ରଦର୍ଶନ କରିଥିବା ଟିମ ଇଣ୍ଡିଆ କିନ୍ତୁ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଦଳ ପ୍ରଥମେ ବ୍ୟାଟିଂ କରି ୩୧.୨ ଓଭରରେ ୪୬ ରନ କରି ଅଲଆଉଟ ହୋଇ ଯାଇଥିଲା । ଏହାର ଜବାବରେ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା…

କର୍ମଜୀବୀ ମହିଳାଙ୍କ କ୍ୟାରିୟର ନଷ୍ଟ କରୁଛି କି ‘ବିବାହ’? 

ନୂଆଦିଲ୍ଲୀ: ଅନେକ ସମୟରେ କାର୍ଯ୍ୟରତ ଝିଅମାନଙ୍କୁ ଶୁଣିବାକୁ ପଡିଥାଏ ଯେ ସେମାନେ ଠିକ୍ ସମୟରେ ବିବାହ କରିବା ଉଚିତ୍। ବିବାହ ପରେ ଚାକିରି କରିବା କଣ ନିହାତି ଦରକାର। ପୁଣି ଚାକିରି ଅପେକ୍ଷା ଶିଶୁ ଏବଂ ପରିବାରର ମଧ୍ୟ ଯତ୍ନ ନେବା ଜରୁରୀ ଅଟେ। ଭାରତୀୟ ସମାଜରେ କର୍ମଜୀବୀ ମହିଳାଙ୍କୁ ଏଭଳି…

ଅପମିଶ୍ରିତ ଆଇସକ୍ରିମ୍‌ ଫ୍ୟାକ୍ଟ୍ରିରେ ଚଢ଼ଉ

ରାଉରକେଲା: ପୂର୍ବରୁ ତେଲ, ଘିଅ ଏପରି ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ ହେଉଥିବା ଜିନିଷ ଅନେକ ସମୟରେ ଠାବ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ହେଲେ ଏବେ ଆଇସକ୍ରିମ୍ ରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି । ରାଉରକେଲା ଟାଉନ୍‌ରେ ଏହି ଆଇସକ୍ରିମ୍ ଫ୍ୟାକ୍ଟ୍ରି ମିଳିତ ଭାବେ ଠାବ କରିଛି…

ସାରା ଅଲି ଖାନ୍ କିଣିଲେ ନୂଆ ସମ୍ପତ୍ତି, ଦାମ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୁମ୍ଵାଇ: ବଲିଉଡର ବବଲି ଅଭିନେତ୍ରୀ ସାରା ଅଲି ଖାନ ବର୍ତ୍ତମାନ ଲାଇମ ଲାଇଟ୍‌ରେ ଅଛନ୍ତି। ସାରା ଏବଂ ତାଙ୍କ ମାଆ ଅମ୍ରିତା ସିଂ ଏବେ ମୁମ୍ବାଇରେ ନିଜର ପ୍ରପୋଟି କିଣିଛନ୍ତି। ସାରା ମୁମ୍ବାଇର ଆନ୍ଧେରି ୱେଷ୍ଟରେ ଦୁଇଟି ଅଫିସ୍ ସ୍ପେସ୍ କିଣିଛନ୍ତି। ଯାହାର ମୂଲ୍ୟ ଆପଣଙ୍କୁ ଚକିତ କରି ଦେବ।…