Latest Odisha News

BREAKING NEWS

Yearly Archives

2024

ଶେଖ ହସିନାଙ୍କ ବିରୋଧରେ ଗିରଫ ପରୱାନା ଜାରି

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଅଡୁଆ ବୃଦ୍ଧି ପାଇବାରେ ଲାଗିଛି। ବାଂଲାଦେଶ କୋର୍ଟ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି। ନଭେମ୍ବର ୧୮ ସୁଦ୍ଧା ଶେଖ ହସିନାଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଶେଖ ହସିନାଙ୍କ ବ୍ୟତୀତ ୪୫ ଜଣଙ୍କ…

କାହିଁକି ସଲମାନଙ୍କ ମରଣ ଚାହୁଁଛି ବିଷ୍ଣୋଇ ଗାଙ୍ଗ୍?

ମୁମ୍ବାଇ: ବଲିଉଡ ଦବଙ୍ଗ ହିରୋଙ୍କ ଜୀବନ ପ୍ରତି କଳା ବାଦଲ ହୋଇ ଛାଇ ରହିଛି ବିଷ୍ଣୋଇ ଗାଙ୍ଗ । କେମିତି ତାଙ୍କ ଜୀବନ ନେବ, ପ୍ରାଣପ୍ରଣେ ଚେଷ୍ଟା ଜାରି ରଖିଛି । ଏହାରି ଭିତରେ ଏବେ ଏନସିପି ନେତା ବାବା ସିଦ୍ଦିକିଙ୍କୁ ବିଷ୍ଣୋଇ ଗାଙ୍ଗ ମାରିଥିବା ଦାବି କରିବା ପରେ ଏବେ ସଲମାନଙ୍କ ଅଡୁଆ…

‘ପୁଷ୍ପା ୨ ଦି ରୁଲ୍‌’ର ନୂଆ ପୋଷ୍ଟର ରିଲିଜ୍; ଦର୍ଶକ କହିଲେ ଭାଙ୍ଗିବ ସବୁ ରେକର୍ଡ

ମୁମ୍ବାଇ‌: ବହୁ ପ୍ରତୀକ୍ଷିତ ଦକ୍ଷିଣ ଭାରତୀୟ ଫିଲ୍ମ‘ପୁଷ୍ପା ୨ ଦି ରୁଲ୍‌’ର ନୂଆ ପୋଷ୍ଟର ରିଲିଜ୍‌ ହୋଇଛି। ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଆଉ ଏକ ଲୁକ୍ ଦର୍ଶକଙ୍କୁ ଅକୃଷ୍ଟ କରିଛି। ଏହି ପୋଷ୍ଟର ପୁଣି ଥରେ ପ୍ରଶଂସକଙ୍କ ଉତ୍କଣ୍ଠାକୁ ଦ୍ୱିଗୁଣ ବଢାଇଛି। ନୂଆ ପୋଷ୍ଟରରେ ଅଭିନେତା…

ସାବଧାନ୍ ଆର ସପ୍ତାହରେ ବାତ୍ୟା!

ଭୁବନେଶ୍ବର: ଅକ୍ଟୋ୍ବରରେ ପୁଣି ବାତ୍ୟା ଭୟ ! ମହାବାତ୍ୟା, ଫାଇଲିନ୍, ହୁଡହୁଡ ପରେ ପୁଣି ଡରାଇଲାଣି ଅକ୍ଟୋବର !  ଓଡିଶାରେ ବାତ୍ୟା ଆଶଙ୍କା ! ବାତ୍ୟା ନେଇ ଅନ୍ତର୍ଜାତୀୟ ପାଣିପାଗ ମଡେଲରେ ଆକଳନ କରାଯାଇଛି। ଏପର୍ଯ୍ୟନ୍ତ ବାତ୍ୟାର ଚିତ୍ର ସ୍ପଷ୍ଟ ହୋଇନଥିଲେ ବି ୨୨ତାରିଖ ସୁଦ୍ଧା ଏକ ଲଘୁଚାପ…

ବଦଳିଲା ୟୁଟ୍ୟୁବର ଏହି ନିୟମ, ଏବେଠାରୁ ହେବ ଭଲ ରୋଜଗାର

ନୂଆଦିଲ୍ଲୀ: ୧୫ ଅକ୍ଟୋବରରୁ ବଦଳିଲା ୟୁଟ୍ୟୁବ୍‌ର ନିୟମ। ୟୁଟ୍ୟୁବ୍‌ ନିଜ ସର୍ଟ୍ସ ଫିଚର୍‌ରେ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍‌ର ଘୋଷଣା କରିଛି। ଏଣିକି ୩ ମିନିଟ୍‌ ପର୍ଯ୍ୟନ୍ତ ଭିଡିଓ ଅପଲୋଡ୍‌ କରିବା ନେଇ ଅନୁମତି ମିଳିଛି। ୟୁଟ୍ୟୁବ୍‌ ସର୍ଟ୍ସରେ ବର୍ତ୍ତମାନ ୩ ମିନିଟ୍‌ ପର୍ଯ୍ୟନ୍ତ ଭିଡିଓ…

ବିଜେଡି ପାଇଁ କଣ ଭବିଷ୍ୟବାଣୀ କଲେ ଅମର ଶତପଥୀ?

ଭୁବନେଶ୍ବର: ତେଜୁଛି ବିଜେଡି କଳି । କେତେବେଳେ ଗଞ୍ଜାମ ତ କେତେବେଳେ ଭୁବନେଶ୍ବର । ବିଜେଡି ନେତାଙ୍କ ବୟାନବାଜିକୁ ନେଇ ସରଗରମ ହେଲାଣି ରାଜ୍ୟ ରାଜନୀତି । ବିଜେଡି ପରାଜୟକୁ ନେଇ ପ୍ରଶ୍ନ କରିଥିବା ବରିଷ୍ଠ ନେତା ଅମର ଶତପଥୀ ଦଳ ପାଇଁ ବଡ଼ ଭବିଷ୍ୟବାଣୀ କରିଛନ୍ତି । ଆଗକୁ ବିଜେଡିରେ ଅନେକ…

କାଳିଆକୁ ଶେଷ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଷ୍ଟ୍ରେଚରରେ ପହଞ୍ଚିଲେ କର୍କଟ ରୋଗୀ

ପୁରୀ: ଭକ୍ତ ଏବଂ ଭଗବାନଙ୍କର ମଧ୍ୟରେ ଥିବା ସମ୍ପର୍କ ସତରେ ବେଶ୍ ନିଆରା । ଆଉ ଏହାକୁ ସାଧାରଣତଃ ସମସ୍ତଙ୍କ ପକ୍ଷେ ବୁଝିବା ସମ୍ଭବପର ହୋଇନଥାଏ । ଏଭଳି ଏକ ଭକ୍ତିମିୟ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀରେ । ଆଜି ସକାଳେ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଜଣେ କର୍କଟ ରୋଗୀ ଷ୍ଟ୍ରେଚରରେ…

ଭାରତରେ ୮୪ ଲକ୍ଷ ଲୋକଙ୍କ ଆକାଉଣ୍ଟ ବ୍ୟାନ କଲା ହ୍ବାଟସଆପ୍

ନୂଆଦିଲ୍ଲୀ: ମିଛ ଖବର ପ୍ରଚାର ଏବଂ ଅଶାଳୀନ ଶବ୍ଦ ବିରୋଧରେ ହ୍ବାଟସଆପ୍ କଡା ପଦକ୍ଷେପ ନେଇଛି । ମେଟାର ଏହି ପ୍ଲାଟଫର୍ମ ଏହାର ମାସିକ ରିପୋର୍ଟରେ କହିଛି ଯେ ଅଗଷ୍ଟରେ ଭାରତରେ ୮୪ ଲକ୍ଷ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏଭଳି ପରିସ୍ଥିତିରେ ବ୍ୟବହାରକାରୀଙ୍କ ସୁରକ୍ଷା ସୁନିଶ୍ଚିତ…

ଦେଶୀ ଗାଈ ଘିଅରେ ମହାପ୍ରସାଦ ପ୍ରସ୍ତୁତ ପାଇଁ ମୋଦିଙ୍କୁ ଚିଠି

ପୁରୀ: ଦେଶୀ ଗାଈ ଘିଅରେ ସମ୍ପୂର୍ଣ୍ଣ ମହାପ୍ରସାଦ ପ୍ରସ୍ତୁତ ପାଇଁ ମୋଦିଙ୍କୁ ଚିଠି ଲେଖିଲେ ଶ୍ରୀଜଗନ୍ନାଥ ମନ୍ଦିରର ସେବାୟତ। ସୁଆର ମହାସୁଆର ନିଯୋଗ ସମିତି ପକ୍ଷରୁ ଏହି ଚିଠି ଲେଖାଯାଇଛି। ଶ୍ରୀମନ୍ଦିରରେ ହେଉଥିବା ମହାପ୍ରସାଦ ଓମଫେଡ ପରିବର୍ତ୍ତେ ଶୁଦ୍ଧ ଗୁଆ ଘିଅରେ ପ୍ରସ୍ତୁତି ହେଉ…

ଧନତେରାସ ପୂର୍ବରୁ ସର୍ବକାଳୀନ ରେକର୍ଡ ଛୁଇଁଲା ସୁନା ଦର

ନୂଆଦିଲ୍ଲୀ: ସମସ୍ତ ରେକର୍ଡ ଭାଙ୍ଗିଲା ସୁନା ଦର । ଆଜି ସୁନା ଦର ୧୦ ଗ୍ରାମ ପିଛା ୭୮,୯୦୦ ଟଙ୍କାରେ ପହଞ୍ଚିଛି । କ୍ରମାଗତ ଅଳଙ୍କାର କ୍ରୟ ହେତୁ ଦିଲ୍ଲୀର ବଜାରରେ ସୁନା ମୂଲ୍ୟ ବୁଧବାର ୧୦ ଗ୍ରାମ ପିଛା ୭୮,୯୦୦ ଟଙ୍କା ମୂଲ୍ୟରେ ପହଞ୍ଚିଛି । ଗତ ବାଣିଜ୍ୟ ଅଧିବେଶନରେ ସୁନା ୧୦ ଗ୍ରାମ ପିଛା…