ସ୍ୱାମୀଙ୍କ ବିୟୋଗରେ ଜୀବନ ହାରିଲେ ସ୍ତ୍ରୀ: କହିଦେଇ ଗଲେ ତାଙ୍କ ଜୁଇରେ ହିଁ….
ନୂଆଦିଲ୍ଲୀ: ଏ କି ପ୍ରେମ ? ପରସ୍ପରଠାରୁ ୨୫୦ କିଲୋମିଟର ଦୂରରେ ରହି ଏକାସହ ଆତ୍ମହତ୍ୟା କଲେ ସାମରିକ ଦମ୍ପତି। ସ୍ୱାମୀ ଭାରତୀୟ ବାୟୁସେନାରେ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଥିବାବେଳେ ପତ୍ନୀ ସେନାରେ ଜଣେ କ୍ୟାପଟେନ୍ ଥିଲେ। ଅକ୍ଟୋବର ୧୪ ତାରିଖ ରାତିରେ ଆଗ୍ରାର ବାୟୁସେନା ଷ୍ଟେସନରେ ଥିବା ତାଙ୍କ…