Latest Odisha News

BREAKING NEWS

Yearly Archives

2024

ବିଷାକ୍ତ ମଦ ପିଇ ୨୦ ମୃତ

ପାଟଣା: ବିହାରରେ ପୁଣି ଥରେ ବିଷାକ୍ତ ମଦ ମୃତ୍ୟୁ ନେଇ ଉତ୍ତେଜନା ଦେଖାଦେଇଛି। ସିୱାନ ଏବଂ ସରାନ ଜିଲ୍ଲାରେ ମଦ ପିଇ କିଛି ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା। ପରବର୍ତ୍ତୀ ସମୟରେ ଏହି ଘଟଣାରେ ୨୦ ଜଣ ଲୋକ ପ୍ରାଣ ହରାଇଥିବା ଜଣାପଡିଛି। ଏହି ଦୁଇ ଜିଲ୍ଲାରେ ଅନେକ ଲୋକ ବିଷାକ୍ତ…

ସୋସିଆଲ ମିଡିଆରେ ପିଲାଙ୍କ ଫଟୋ ପୋଷ୍ଟ କରିପାରିବେନି ପିତାମାତା, ଜାଣନ୍ତୁ କେଉଁ ଦେଶରେ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଆକାଉଣ୍ଟ ତିଆରି କରି ନିଜ ପିଲାମାନଙ୍କର କଥାବାର୍ତ୍ତା, କାର୍ଯ୍ୟକଳାପ, ଦୁଷ୍ଟାମୀ ଆଦି ସେୟାର କରିବା ଆଜି କଲି ଯେମିତି ଟ୍ରେଣ୍ଡ ପାଲଟି ଯାଇଛି l ଏପରିକି ଅଭିଭାବକମାନେ ନିଜ ଆକାଉଣ୍ଟରେ ପିଲା ଜନ୍ମ ହେବାଠାରୁ ଆରମ୍ଭ କରି ବଡ ହେବ ପର୍ଯ୍ୟନ୍ତ କରୁଥିବା ଭିନ୍ନ…

ଖାନ୍ ପରିବାରଙ୍କ ବେଳା ଖରାପ: ଅରବାଜ୍ କହିଲେ………

ନୂଆଦିଲ୍ଲୀ: ୧୨ ଅକ୍ଟୋବର ସେ କଳା ଦିନ ଏବେ ଯେପରି କଳା ବାଦଲ ହୋଇ ‘ଖାନ ପରିବାର’ଙ୍କ ଉପରେ ଛାଇ ରହିଛି । ଏନସିପି ନେତା ତଥା ପୂର୍ବ ମହାରାଷ୍ଟ୍ର ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଅତି ନିର୍ମମ ଭାବରେ ଗୁଳି କରି ହତ୍ୟା କରାଗଲା । ଯାହାକୁ ନେଇ ଏବେ ବଢିଛି ସଲମାନଙ୍କ ଅଡୁଆ । ଏଥିପାଇଁ…

ହ୍ୱାଟସ୍‌ଆପ୍ ଚାଟ୍‌ରେ ସିଧାସଳଖ ଇନଷ୍ଟାଗ୍ରାମ ଷ୍ଟୋରୀ ଯୋଡିବାକୁ ଚାହୁଁଛନ୍ତି କି ? ଶିଖନ୍ତୁ ପଦ୍ଧତି

ଯଦି ଆପଣ ଇନଷ୍ଟାଗ୍ରାମରେ ଯେକୌଣସି ପ୍ରଡକ୍ଟ ପ୍ରୋମୋଶନ ପାଇଁ ପକାଉଛନ୍ତି କିମ୍ବା ଏହାକୁ କିଣିବା ପାଇଁ ଏକ ଲିଙ୍କ୍ ପୋଷ୍ଟ କରୁଛନ୍ତି କିମ୍ବା ସେହି ଉତ୍ପାଦ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ଚାହୁଁଛନ୍ତି, ତେବେ ଗ୍ରାହକଙ୍କ ସହ ଚାଟିଂ କରିବାର ଆବଶ୍ୟକତା ଅଛି। ଏପରି ପରିସ୍ଥିତିରେ,…

ଏଲିଫ୍ୟାଣ୍ଟ ସ୍କ୍ୱାଡ଼୍ ସଦସ୍ୟକୁ କଚାଡ଼ି ମାରିଲା ଦନ୍ତା

କେନ୍ଦୁଝର: ହାତୀ ଘଉଡାଇବା ବେଳେ ଏଲିଫ୍ୟାଣ୍ଟ ସ୍କ୍ୱାଡ଼୍ ସଦସ୍ୟକୁ କଚାଡ଼ି ମାରିଲା ଦନ୍ତା। ଏପରି ଏକ ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ ନରଣପୁର ସେକ୍ସନର ଝାରବେଡ଼ ଗ୍ରାମ ନିକଟରେରେ ଘଟିଛି। ମୃତକ ହେଲେ ଗୋବିନ୍ଦପୁର ଗ୍ରାମର ବସନ୍ତ ମହାନ୍ତ । ଏହି ଘଟଣାରେ ଏଲିଫ୍ୟାଣ୍ଟ…

ନାଳ ନିକଟରୁ ମାଆ-ଝିଅର ଖପୁରି ଓ କଙ୍କାଳ ଉଦ୍ଧାର! ହତ୍ୟା ସନ୍ଦେହରେ ୨ ଅଟକ

ଭଦ୍ରକ: ବାସୁଦେବପୁର ବ୍ଲକ ଲୁଣାବନ୍ଧ ନାଳ ନିକଟରୁ ଖପୁରି, କଙ୍କାଳ ଓ କିଛି ଦାନ୍ତ ଉଦ୍ଧାର କଲା ପୋଲିସ। ୫୯ ବର୍ଷ ବୟସ୍କା ମହିଳା ଏବଂ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ନାଳ ନିକଟରୁ ଖପୁରି ଓ କଙ୍କାଳ ଉଦ୍ଧାର। ଭଦ୍ରକ ଜିଲ୍ଲା ନାୟକାଣୀଡ଼ିହି ଥାନା ପାଞ୍ଚଘେରିଆ ଗାଁ…

ନିଜ୍ଜାର ହତ୍ୟା ମାମଲାରେ କାନାଡ଼ା ପାଖରେ ନାହିଁ ପ୍ରମାଣ: ବଦଳିଲା ଜଷ୍ଟିନ ଟ୍ରୁଡୋଙ୍କ ଆଭିମୁଖ୍ୟ

ନୂଆଦିଲ୍ଲୀ: ଭାରତ-କାନାଡା ସମ୍ପର୍କରେ ଚରମ ଚିକ୍ତତା ଦେଖିବାକୁ ମିଳିଛି। ଏହାରି ଭିତରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସ୍ୱୀକାର କରିଛନ୍ତି ଯେ କାନାଡା ମାଟିରେ ଖଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜ୍ଜାରଙ୍କ ହତ୍ୟାକୁ ନେଇ ତାଙ୍କ ସରକାର ଭାରତକୁ ପ୍ରକୃତ ପ୍ରମାଣ…

ସଲମାନ ଖାନଙ୍କୁ ମାରିବାକୁ ରଚିଥିଲା ଯୋଜନା, ମାଡି ବସିଲା ମୁମ୍ବାଇ ପୋଲିସ୍

ମୁମ୍ବାଇ: ପୋଲିସ୍ ପଞ୍ଝାରେ ପଡିଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସାର୍ପ ସୁଟର୍‌ । ହରିୟାଣା ପାନିପତ୍‌ରୁ ଗିରଫ କରିଛି ମୁମ୍ବାଇ ପୋଲିସ । ତେବେ ସଲମାନ ଖାନଙ୍କ ବାନ୍ଦ୍ରାସ୍ଥିତ ଘର ଉପରକୁ ଗୁଳିମାଡ଼ ଘଟଣାରେ ସାର୍ପ ସୁଟର ସୁଖାକୁ ବାନ୍ଧିଛି ପୋଲିସ୍ । ତେବେ ବାବା ସିଦ୍ଦିକିଙ୍କ…

ଦଶହରାର ୨୧ ଦିନ ପରେ କାହିଁକି ପାଳନ କରାଯାଏ ଦୀପାବଳି? ଜାଣନ୍ତୁ କଣ କହୁଛି ଗୁଗୁଲ ମ୍ୟାପ

ନୂଆଦିଲ୍ଲୀ: ଶ୍ରୀ ରାମ କାଳ୍ପନିକ, ଏହି ଅଭିଯୋଗର ବିପରୀତରେ ଏପରି ଅନେକ ପ୍ରମାଣ ଅଛି ଯାହା ତାଙ୍କ ଅସ୍ତିତ୍ୱକୁ ପ୍ରମାଣ କରେ । ଦୀର୍ଘ ୫୦୦ ବର୍ଷ ପରେ ଅଯୋଧ୍ୟାରେ ନିର୍ମାଣ ହୋଇଛି ଭବ୍ୟ ରାମ ମନ୍ଦିର । କିନ୍ତୁ ବିଶେଷ କଥା ହେଉଛି ଯେ, ରାମାୟଣକୁ କାଳ୍ପନିକ କହୁଥିବା ଲୋକମାନଙ୍କୁ ଏବେ…

ଆଉ ନାହାନ୍ତି ପ୍ରଭାତ ସାମନ୍ତରାୟ

କେନ୍ଦ୍ରାପଡା: ଆଉ ନାହାନ୍ତି ପୂର୍ବତନ ବିଜେଡି ସାଂସଦ ପ୍ରଭାତ ସାମନ୍ତରାୟ । ୭୮ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରଲୋକ ହୋଇଛି । ତେବେ ଓଡ଼ିଶା ରାଜନୀତିରେ ବିଜେଡିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ପ୍ରଭାତ କୁମାର ସାମନ୍ତରାୟ । ବିଜେଡିର ଜଣେ…