ୱାୟନାଡରେ ଲାଗିଲା ପ୍ରିୟଙ୍କାଙ୍କ ପୋଷ୍ଟର : ଲେଖା ଅଛି “ୱାୟନାଡିଣ୍ଟେ ପ୍ରିୟଙ୍କାରୀ”
ନୂଆଦିଲ୍ଲୀ : ପ୍ରିୟଙ୍କା ଗାନ୍ଧୀ କେରଳର ୱାୟନାଡରୁ ନିର୍ବାଚନ ଲଢିବେ। ଏହ ତାଙ୍କ ପ୍ରଥମ ନିର୍ବାଚନ ଏଣ୍ଟ୍ରି। ନିର୍ବାଚନ ଆୟୋଗ ମଙ୍ଗଳବାର ଦିନ ତାରିଖ ଘୋଷଣା କରିବାର କିଛି ଘଣ୍ଟା ମଧ୍ୟରେ ପ୍ରିୟଙ୍କାଙ୍କ ନାମ ଘୋଷଣା କରାଯାଇଥିଲା। ନଭେମ୍ବର ୧୩ରେ ୱାୟନାଡରେ ନିର୍ବାଚନ ହେବ। ଏହି ଖବର…