Latest Odisha News

BREAKING NEWS

Yearly Archives

2024

ବଡଦିନ: କାହିଁକି ‘ହାପି’ ବଦଳରେ କୁହାଯାଏ ‘ମେରୀ ଖ୍ରୀଷ୍ଟମାସ’

ଭୁବନେଶ୍ଵର: ଶାନ୍ତି, ପ୍ରେମ ଓ ଖୁସିର ବାର୍ତ୍ତା ନେଇ ପ୍ରତିବର୍ଷ ୨୫ ଡିସେମ୍ବରରେ ଖ୍ରୀଷ୍ଟମାସ ପାଳନ କରାଯାଏ । ଏହି ଦିନକୁ ବଡ ଦିନ ମଧ୍ୟ କୁହାଯାଏ । ଖ୍ରୀଷ୍ଟ ଧର୍ମରେ ସବୁଠାରୁ ପବିତ୍ର ମନେ କରାଯାଇଥାଏ ଏହି ଦିନକୁ। ୨୪ ତାରିଖ ମଧ୍ୟରାତ୍ରୀରେ ଧରାବତରଣ କରିଥାନ୍ତି ପ୍ରଭୁ ଯୀଶୁ।…

ରାତି ଅଧରେ ପାକିସ୍ତାନର ବଡ ଧରଣର ଏୟାର ଷ୍ଟ୍ରାଇକ, ୧୫ ମୃତ

ନୁଆଦିଲ୍ଲୀ: ବଡ ଧରଣର ଏୟାର ଷ୍ଟ୍ରାଇକ । ଚାଲିଗଲା ୧୫ ଜଣଙ୍କ ଜୀବନ । ସମ୍ପ୍ରତି ଆତଙ୍କବାଦୀ ଘଟଣା ଯୋଗୁଁ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ତିକ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ଆଉ ଏହାରି ଭିତରେ ଏବେ ଆଫଗାନିସ୍ତାନ ଉପରେ ଏକ ବଡ ଧରଣର ଏୟାର ଷ୍ଟ୍ରାଇକ୍ କରିଛି ପାକିସ୍ତାନ । ଗଣମାଧ୍ୟମ…

ଖଣିଜ ସଂପଦରେ ଭରପୂର ଏହି ଓଡ଼ିଶା: ଡଃ ହରିବାବୁ କମ୍ଭମପତି, ଜାଣନ୍ତୁ ତାଙ୍କର ରାଜନୈତିକ କ୍ୟାରିଅର

ଭୁବନେଶ୍ଵର: ବଦଳିଛନ୍ତି ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ। ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି ଡକ୍ଟର ହରିବାବୁ କମ୍ଭମପତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି। ସେପଟେ ନୂତନ ରାଜ୍ୟପାଳଙ୍କ ନିଯୁକ୍ତି ପରେ ରାଜ୍ୟପାଳ…

ପ୍ରବାସୀ ଭାରତୀୟ ଦିବସ: ଉଦଯାପନୀ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି

ଭୁବନେଶ୍ବର: ଭୁବନେଶ୍ଵରରେ ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବେ ରାଷ୍ଟ୍ରପତି। ଉଦଯାପନୀ ଉତ୍ସବ ୧୦ ତାରିଖ ରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭୁବନେଶ୍ୱରରେ ଆୟୋଜନ ହେବାକୁ ଥିବା ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସର ସଫଳ ଆୟୋଜନ ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ଅନୁଷ୍ଠିତ ବୈଠକ…

ପରିବେଶ ଓ ପ୍ରତିରକ୍ଷା ପାଇଁ ଅଚଳାବସ୍ଥାରେ ପୁରୀ ଗ୍ରୀନଫିଲ୍ଡ ବିମାନବନ୍ଦର ପ୍ରକଳ୍ପ !

ନୂଆଦିଲ୍ଲୀ: ପୁରୀରେ ପ୍ରସ୍ତାବିତ ଗ୍ରୀନଫିଲ୍ଡ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ "ସାଇଟ୍ କ୍ଲିଅରାନ୍ସ" ପ୍ରଦାନ କରିବାର ବର୍ଷେ ପରେ କେନ୍ଦ୍ର ସରକାର ଏହାକୁ ପ୍ରତିରକ୍ଷା ପ୍ରତିଷ୍ଠାନ ଏବଂ ପରିବେଶ ଦୃଷ୍ଟିରୁ ଦୁର୍ବଳ ଅଞ୍ଚଳ ବୋଲି କହିଛନ୍ତି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି…

ଧାନର ମାନ ଖରାପ ଥିଲେ ବି କିଣିବେ ରାଜ୍ୟ ସରକାର: ମନ୍ତ୍ରୀ

ଭୁବନେଶ୍ଵର: ଧାନର FAQ ମାନ ଖରାପ ଥିଲେ ମଧ୍ୟ କିଣିବେ ରାଜ୍ୟ ସରକାର। ବର୍ଷା ପାଇଁ ଧାନର ମାନ କମିଯାଇଥିବାରୁ ଚିନ୍ତାରେ ରହିଛନ୍ତି ଚାଷୀ। କିନ୍ତୁ ସବୁ କୃଷକଙ୍କ ଧାନ କିଣାଯିବ ବୋଲି ଅଶ୍ଵାସନା  ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏଥିପାଇଁ ସବୁ ଜିଲ୍ଲାପାଳଙ୍କୁ…

ଓଆରଏଚଡିସି ଦୁର୍ନୀତି ମାମଲା; ଜେଲ ଯିବେ ରିଟାର୍ଡ ଆଇଏଏସ୍ ବିନୋଦ କୁମାର

ଭୁବନେଶ୍ୱର: ଓଡ଼ିଶା ରୁରାଲ ହାଉସିଂ ଆଣ୍ଡ ଡେଭ୍‌ଲପ୍‌ମେଣ୍ଟ କର୍ପୋରେସନ (ଓଆରଏଚଡିସି) ଆର୍ଥିକ ଅନିୟମିତତା ମାମଲାର ଆସିଲା ରାୟ । ରିଟାର୍ଡ ଆଇଏଏସ୍ ବିନୋଦ କୁମାରଙ୍କ ସମେତ ଅନ୍ୟ ୨ ଜଣଙ୍କୁ ୩ ବର୍ଷ ଲେଖାଏଁ ସଶ୍ରମ ଜେଲ ଦଣ୍ଡାଦେଶ ହୋଇଛି । ଭୁବନେଶ୍ୱର ଭିଜିଲାନ୍ସ ସ୍ପେଶାଲ ଜଜ୍ କୋର୍ଟ ଆଜି…

ରାଜଧାନୀରେ ବଢୁଛି କୁକୁର ଆତଙ୍କ; ପୁଣି ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ

ଭୁବନେଶ୍ୱର: ରାଜଧାନୀରେ ଅସହ୍ୟ ହୋଇପଡିଲାଣି ବୁଲାକୁକୁରଙ୍କ ଦୌରାତ୍ମ । ଯେଉଁ କାରଣରୁ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରାଜଧାନୀବାସୀ । ରାସ୍ତାଘାଟ ହେଉକି କଲୋନୀ, ବସ୍ତି ସବୁଆଡ଼େ ବଢି ଚାଲିଛି ବୁଲା କୁକୁରଙ୍କ ଆତଙ୍କ । ଗତ ଦେଢ଼ ମାସ ଭିତରେ ବିଏମସି ହସ୍ପିଟାଲରେ ୫ଶହ ଲୋକ…

୨୦୩୬ ସୁଦ୍ଧା ଆମେ ଏକ ସମୃଦ୍ଧ ଓ ବିକଶିତ ଓଡିଶା ଗଠନର ଲକ୍ଷ୍ୟ ରଖିଛୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଉପଭୋକ୍ତା ସୁରକ୍ଷା ଅଭିଯାନକୁ ଫଳପ୍ରଦ କରିବା ପାଇଁ ସରକାରୀ, ବେସରକାରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ନାଗରିକ ସମାଜ ଏବଂ ସର୍ବୋପରି ଗଣମାଧ୍ୟମର ସକ୍ରିୟ ସହଯୋଗର ଆବଶ୍ୟକତା ରହିଛି । ସବୁ ବର୍ଗର ଉପଭୋକ୍ତା ଯେପରି ସକ୍ରିୟ ଭାବେ ଅଂଶଗ୍ରହଣ କରି ଉପଭୋକ୍ତା ସୁରକ୍ଷା ଆଇନ୍ ୨୦୧୯ର…

ମହିଳା କ୍ରିକେଟ: ଟିମ ଇଣ୍ଡିଆର ସର୍ବୋଚ୍ଚ ସ୍କୋର

ଭଦୋଦରା: ଭାରତୀୟ ମହିଳା କ୍ରିକେଟ ଟିମ ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିିନିକିଆ କ୍ରିକେଟ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୧୧୫ ରନରେ ପରାସ୍ତ କରିଛି । କୋଟାମ୍ବୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ବିନିମୟରେ ୩୫୮ ରନ ସଂଗ୍ରହ କରିଥିଲା । ଏହା ଟିମ…