୩ ଦିନ ମଧ୍ୟରେ ୧୨ ଏୟାରଲାଇନ୍ସକୁ ବୋମା ଧମକ
ବେଙ୍ଗାଲୁରୁ: ଆକାସା ଏୟାର ଲାଇନ୍ସର ବିମାନ ନମ୍ବର QP1335 ରେ ବୋମା ଧମକ। ଦିଲ୍ଲୀରୁ ବେଙ୍ଗାଲୁରୁ ଯାଉଥିବା ଏହି ବିମାନକୁ ପୁଣିଥରେ ଫେରିବାକୁ ପଡିଥିଲା। ଏହି ବିମାନରେ ୧୮୪ଜଣ ଯାତ୍ରୀ ଥିଲେ।
ସୂଚନା ଅନୁଯାୟୀ, ପ୍ରାୟ ତିନି ଦିନ ମଧ୍ୟରେ ବିମାନରେ ବୋମା ଥିବା ଧମକ ନେଇ ୧୨ଟି ଘଟଣା…