୧୫ ବର୍ଷ ପରେ ଟେଲିଭିଜନ ଜଗତକୁ ଫେରିବେ ସ୍ମୃତି ଇରାନୀ!
ମୁମ୍ବାଇ: ଅଭିନେତ୍ରୀରୁ ରାଜନେତା ସାଜିଥିବା ସ୍ମୃତି ଇରାନୀଙ୍କୁ ଏକତା କପୁରଙ୍କ ସୋ 'କ୍ୟୁଙ୍କି ସାସ୍ ଭି କଭୀ ବହୁ ଥି'ରୁ ଏକ ନୂଆ ପରିଚୟ ମିଳିପାରି ଥିଲା । ଏହାପରେ ସ୍ମୃତି ଟେଲିଭିଜନ ଦୁନିଆରୁ ଏକ ପ୍ରକାରର ଦୁରେଇ ଯାଇଥିଲେ l ଏବେ ଦୀର୍ଘ ୧୫ ବର୍ଷ ପରେ ସ୍ମୃତି ଇରାନୀ ପୁଣି ଥରେ…